Rajesh କହିଲେ ବ୍ରେକପ ପରେ ମୋର ସବୁ ଭଲ ହେଇଛି,କେବଳ ସେଇ ଜଣକ ପାଇଁ ମୁଁ ଅନେକ…

Rajesh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟେ ପିଲାର ଆଚିଭମେଣ୍ଟ ହେଉଛି ସେଇଟା ଆମେ ଛୋଟବେଳେ ପଢିଥିଲେ ଯେ ଲୋକ ଯେତେ ବେଳେ ତମକୁ ସୋସିଆଲ ମିଡିଆ ଛାଡିକି ଗୁଗଲରେ ସର୍ଚ୍ଚ କରିବେ । ତାପରେ ତମେ ଜାଣିବ ଯେ ତମେ ଶକ୍ସେସ୍ ହୋଇଛ ଆଉ ମୁଁ ଗୁଗଲରେ ରାଜେଶ ରାଜ ମାରିକି ଦେଖିଲି ଆଉ ମୋ ନାଆଁ ଆସୁଛି ଆଉ ମୁଁ ଗୋଟେ ଜିନିଷରେ ସବୁବେଳେ ବିଶ୍ୱାସ କରେ କି ଖୁସି ସବୁବେଳେ ବାଣ୍ଟିବା କଥା ହେଲେ ଦୁଃଖ କେବେ କାହାକୁ ବାଣ୍ଟିବା କଥା ନୁହଁ ।

ସାର ଆପଣଙ୍କର ସମ୍ପର୍କ କେତେ ବର୍ଷର ଥିଲା? ରାଜ ରାଜେଶ କହୁଛନ୍ତି ଏଇ 6 ବର୍ଷର ଥିଲା ଆଉ । ମିଡିଆ କହୁଛନ୍ତି ସାର 6 ବର୍ଷର ସଂମ୍ପର୍କ ମାନେ ବହୁତ ଲମ୍ବା ସମୟ ଆଉ ବହୁତ ଷ୍ଟ୍ରଙ୍ଗ ମଧ୍ୟ ଥିବ ଆଉ ବହୁତ ଜିନିଷ ମଧ୍ୟ ଆପଣଙ୍କ ଭିତରେ ହେଇଥିବ । ହେଲେ ସାର ଏଇ ଜଉ ଜିନିଷଟା ହେଲା ବ୍ରେକଅପ ଟା ହେଲା ! ଏହି ବ୍ରେକଅପ ପରେ ଆପଣଙ୍କର କ୍ୟାରିୟର ଉପରେ କିଛି ପ୍ରଭାବ ପଡ଼ିଲା କି? ।

Raj

ରାଜ ରାଜେଶ କହୁଛନ୍ତି ହଁ ପ୍ରଭାବ ପଡ଼ିଲା । ମୋ କ୍ୟାରିଅର ଗ୍ରୋଥଟା ବୋଧେ ଅଧିକ ଜୋରରେ ହେଲା ମତେ ଲାଗିଲା ଏହି ସମୟ ମଧ୍ୟରେ ମୋ କ୍ୟାରିୟର ଅଧିକ ଉପରକୁ ଯାଇଛି । ଆଉ ପଜେଟିଭ ଗ୍ରୋଥ ମଧ୍ୟ ହେଲା । ଆଉ ଆମ କଳାକାର ମାନଙ୍କର ଲାଇଫକୁ ନେଇକି ତାଙ୍କ ଲଭ ଲାଇଫକୁ ନେଇକି ଯେଉଁ ଭଳି ଭାବରେ କୁହା ଯାଉଛି ସେ ସବୁ ଠିକ ନୁହଁ । କାରଣ ଆମେ ମଧ୍ୟ ସାଧାରଣ ଲୋକ ସବୁ ଲୋକଙ୍କ ଭଳି ଆମର ମଧ୍ୟ ଲଭ ଲାଇଫ ରହିଥାଏ । ହେଲେ ଲୋକ ଏହାକୁ ବୁଝିବେ ନାହିଁ ।

ସେଇଥିପାଇଁ ଆମକୁ ଟିକେ ଅଧିକ ଜିନିଷ ଫେସ କରିବାକୁ ପଡିଥାଏ । ଆଉ ଅଧିକ ପ୍ରଶ୍ନ ମଧ୍ୟ ଫେସ କରିବାକୁ ହୋଇଥାଏ। ହେଲେ ସେଇ ଯେଉଁ ସମୟ ଭିତରେ ମୁଁ ଯାହା ଯାହା ସବୁ ଫେସ କରିଥିଲି କିମ୍ବା ଯାହା ଯାହା ସବୁ କଷ୍ଟ ଗୁଡ଼ା ମୁଁ ଫିଲ କଲି ସେ ଯେମିତି କି ଗୋଟେ ଲୁହାକୁ ଠିକ ସାଇଯ କରିବା ପାଇଁ ହେଲେ ଲୁହା ଉପରେ ମାଡ ବସିଥାଏ । ସେହିପରି ସେଇ ସବୁ କଷ୍ଟ ମଧ୍ୟ ମୋ ଉପରେ ମାଡ଼ ଭଳି ପଡୁଥିଲା ଆଉ ସେଥି ପାଇଁ ମୁଁ ସାଇଜ ହେଇଛି ।

ଆଉ ସେଥିପାଇଁ ମୁଁ ମୋ ନିଜକୁ ଚିହ୍ନି ପାରିଛି ଆଉ ମୋ ନିଜର ଆବଶ୍ୟକତାକୁ ଜାଣି ପାରିଲି ଆଉ ନିଜ ଉପରେ ସମୟ ଦେଇ ପାରିଲି । ଆଉ ମୁଁ ଯଦି ମୋର ଅଭିନୟକୁ ନେଇ କହିବି ତେବେ ମୋର ଅଭିନୟର ମ୍ୟାଚୁରିଟି ଟିକେ ବଢ଼ି ଯାଇଛି । ଆଉ କ୍ୟାରିୟର କଥା କଣ କହିବି ସେକଥା ଲୋକ ମାନେ କହିବେ ବୋଲି ରାଜ ରାଜେଶ କହିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *