iPhone ପାଇଁ ହେଲେ ପ୍ରେଗ୍ନେଣ୍ଟ , ଆଉ ପୋଲିସକୁ ଯାହା କହିଲେ ..ପୋଲିସର ମୁଣ୍ଡ ବୁଲେଇଦେଲା

phone

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ iPhone ପାଇଁ ହେଲେ ପ୍ରେଗ୍ନେଣ୍ଟ ଯେତେ ଜାହା କହିଲେ ସେ କାବିମାନ ଆପଣ ମାନେ ସୁଣିଲେ ବି ସଂମ୍ପର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ iPhone ସମସ୍ତଙ୍କୁ ବାଇୟା କରିଛି । ଖଣ୍ଡିଆ ସେଓ ଥିବା ଏହି ଫୋନ କୁ ଯୁବକ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଧରିବା ପାଇଁ ପାଗଳ । ଏହି ଫୋନ ହାତେଇବା ପାଇଁ କିଏ କେତେ ବେଳେ କଣ କରି ପକାଉଛି ତାହାର ତୁଳନା ନାହିଁ ।

ଜାହା ପାଖରେ ଟଙ୍କା ରହିଛି ସେ iPhone କିଣିକି ଧରୁଛି ହେଲେ ଜାହା ପାଖରେ ପଇସା ନାହିଁ ସେ ଏମିତି ପ୍ରେଗ୍ନେଣ୍ଟ ହେବାକୁ ପଡୁଛି । iPhone ପ୍ରେଗ୍ନେଣ୍ଟ ହେବାକୁ ବି ପଛଉନାହାଁନ୍ତି ମହିଳା ମାନେ ହଁ ବନ୍ଧୁଗଣ ଏହା କୈଣସି ସତ ପ୍ରେଗ୍ନେଣ୍ଟ ନୁହେଁ । ହଁ ବନ୍ଧୁଗଣ ଏହା କୈଣସି ସତ ପ୍ରେଗ୍ନେଣ୍ଟ ନୁହେଁ ବରଂ ମିଛ ପ୍ରେଗ୍ନେଣ୍ଟ ର ବାହାନା କରି ପେଟ ଭିତରେ iPhone କୁ ଲୁଚେଇ ଥିଲେ ମହିଳା ।

iPhone

ତେବେ ପେଟ ଭିତରୁ ବାରିଛି 10 ରୁ ଅଧିକ iPhone ଏବଂ କମ୍ପ୍ୟୁଟର ସାମଗ୍ରୀ । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ । ତେବେ ଏହି ମହିଳା ଜଣଙ୍କ iPhone ଏବଂ କମ୍ପ୍ୟୁଟର ସାମଗ୍ରୀ କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପାର କରେଇବା ପାଇଁ ନକଲୀ ପ୍ରେଗ୍ନେଣ୍ଟ ର ସାହାଯ୍ୟ ନେଉଥିଲେ । ଏବଂ ବିମାନ ବନ୍ଦରରେ ପଚାରିବାରୁ ସେ କହିଥିଲେ କି ସେ 5 ମାସର ଗର୍ଭବତୀ ରହିଛନ୍ତି ।

ହେଲେ ପେଟର ଆକାର 5 ମାସର ଆକାର ଠାରୁ ବହୁତ ଅଧିକ ଲାଗୁଥିଲା । ଯେଉଁଥି ପାଇଁ ଅଧିକାରୀ ମାନେ ଏହାକୁ ସ୍କାନିଂ ପାଇଁ ପଠେଇ ଦେଇଥିଲେ ଜାହା ପରେ ଜଣା ପଡିଥିଲା ଯେ ମହିଳା ଜଣଙ୍କ ପେଟ ସଂମ୍ପର୍ଣ୍ଣ ନକଲି ବୋଲି । ଏହା ପରେ ପେଟକୁ ଯାଞ୍ଚ କରିବା ପରେ ଜଣା ପଡିିଥିଲା ଯେ 10 ରୁ ଅଧିକ iPhone ଏବଂ 100 ଟି କମ୍ପ୍ୟୁଟର ପ୍ରେସେସର ରହିଛି । ଜାହା ପରେ ସେ ଧରା ପଡିଜାଇଥିଲେ । ଏହି ଘଟଣା ଟି ଚୀନ ରେ ହୋଇଥିବା ବେଳେ ଆଗରୁ ଥରେ ଏମିତି ହଙ୍ଗକଙ୍କ୍ ରେ ହୋଇସାରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *