Ollywood ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ Aprajita Mohanty ଙ୍କ ପରିବାର ଓ ଦେଖନ୍ତୁ ପୁରା ସମ୍ପତ୍ତି କେତେ

Aprajita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅପରାଜିତା ମହାନ୍ତି ଙ୍କୁ ତ ବହୁତ ଭଲ ଭାବେ ଜାଣି ଥିବେ । ହେଲେ କଣ ଆପଣ ମାନେ ଏହି ବିଷୟ ରେ କେବେ ବି ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଅପରାଜିତା ମହାନ୍ତି ହେଲେ ଜଣେ ମସଲମାନ ହେଲେ ସେ ଜଣେ ହିନ୍ଧୁ ଙ୍କୁ ବିବାହ କରିଛନ୍ତି । ତେବେ ଆମେ ଆଜି ହି ପରି ଭାବେ ଅପରାଜିତା ମହାନ୍ତି ଙ୍କ ବିଷୟ ରେ ଏମିତି କିଛି ଅଜଣା କଥା ହେବା ଜାହା ବିଷୟ ରେ ଆପଣ ମାନେ ଆଗରୁ କେବେ ବି ଜାଣି ନ ଥିବେ । ତେବେ ତା ପୂର୍ବରୁ ଆପଣ ମାନଙ୍କୁ ଅନୁରୋଧ ଯେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢିବେ କେବଳ ତେବେ ଆସନ୍ତୁ ଜାଣିବା ।

ସେମିତି ରେ ବନ୍ଧୁଗଣ ଅପରାଜିତା ମହାନ୍ତି ମାନେ ଟିକି ଅପା ଙ୍କ ଜନ୍ମ 1965 ମସିହା ରେ ସାଲେପୁର ରେ ହୋଇ ଥିଲା । ଏବଂ ତାଙ୍କୁ ବର୍ତମାନ ସମୟ ରେ 55 ବର୍ଷ ହୋଇଛି ଅପରାଜିତା ମହାନ୍ତି ବର୍ତମାନ ସମୟ ରେ ଭୁବନେଶ୍ୱର ରେ ରହିଛନ୍ତି । ଏବଂ ତାଙ୍କର ବାପା ଙ୍କ ନାମ ହେଲା ଅବ୍ଦୁଲ୍ ଅଜିଜ୍ ଖାନ୍ । ଏବଂ ମାଆ ଙ୍କ ନାମ ହେଲା ହରପ୍ରିଆ ରାୟ । ଏବଂ 1962 ମସିହା ରେ ସେ ପ୍ରେମ ବିବାହ କରି ଥିଲେ ଅପରାଜିତା ମହାନ୍ତି ଙ୍କର ମାଆ ଏବଂ ବାପା ଏବଂ ପରେ ପରେ 1980 ମସିହା ରେ ଅପରାଜିତା ମହାନ୍ତି ପ୍ରଥମ ଓଡ଼ିଆ ଫିଲ୍ମ କରି ଥିଲେ ।

babusan

ଏବଂ ଏହି ଫିଲ୍ମ ର ନାମ ଥିଲା ସୀତା ଲବକୁଶ ସେହି ସମୟ ରେ ଏହି ଫିଲ୍ମ ଟି ଦର୍ଶକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସି ଥିଲା । ଏବଂ ପରେ ପରେ ସେ 1987 ମସିହା ରେ ଉତ୍ତମ ମହାନ୍ତି ଙ୍କୁ ପ୍ରେମ ବିବାହ କରି ଥିଲେ । ଏବଂ ପରେ ତାଙ୍କର ପୁଅ ଜନ୍ମ ନେଇ ଥିଲେ ଏବଂ ତାଙ୍କ ବିଷୟ ରେ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ତାଙ୍କର ନାମ ବାବୁସାନ ବୋଲି ଏବଂ ବାବୁସାନ ବି ବର୍ତମାନ ସମୟ ରେ ବିବାହ କରି ସାରିଛନ୍ତି । ତାଙ୍କର ସ୍ତ୍ରୀ ଙ୍କ ନାମ ତୃପ୍ତି ସତପଥୀ ରହିଛି ।

2018 ମସିହା ରେ ଅପରାଜିତା ମହାନ୍ତି BJP ରେ ଯୋଗ ଦାନ କରି ଥିଲେ । ଏହା ପୂର୍ବ ରୁ 1992 ମସିହା ରେ ଉଦଣ୍ଡୀ ସୀତା , ଜଗା ହାତ ରେ ପଘା , ଆଉ ଏହି ପରି ବହୁତ ସାରା ଫିଲ୍ମ କରି ଥିବାର ଆପଣ ମାନେ ଦେଖିବା ପାଇ ଥିବେ । ଅପରାଜିତା ନିଜ କାରିୟରରେ 200 ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ସେମିତି ରେ ଆପଣ ମାନଙ୍କୁ ଅପରାଜିତା ମହାନ୍ତି ବା ଟିକି ଅପା ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *