ଏବେ ବର୍ଷା ପ୍ରିୟଦର୍ଶନୀ ନୁହେଁ ଏବେ ସ୍ବପ୍ନା ପ୍ରିୟଦର୍ଶନୀ।ଅଭିନେତା ଅନୁଭବ ଏବେ ସ୍ବପ୍ନା ଙ୍କ ହାତ ଧରି ଚାଲିବେ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଉ ବର୍ଷା ନୁହେଁ ଏବେ ସ୍ୱପ୍ନା । ହଁ ବନ୍ଧୁଗଣ ବର୍ଷା ପ୍ରିୟଦର୍ଶନୀ ନୁହେଁ ଏବେ ସ୍ୱପ୍ନା ପ୍ରିୟଦର୍ଶନୀ । ଏବେ ଅନୁଭବ ଙ୍କ ସ୍ୱପ୍ନ ରେ କେବଳ ସ୍ୱପ୍ନା । ଆଉ ସ୍ୱପ୍ନା ଙ୍କ ହାତ ଧରି ଏବେ ବାଟ ଚାଲିବେ କୁଆଡେ ଅନୁଭବ । ହଁ ବନ୍ଧୁଗଣ ବେଶ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କେନ୍ଦ୍ରାପଡା ସାଂସଦ ତଥା ଅନୁଭବ ମହାନ୍ତି ଙ୍କୁ ନେଇ ପୁଣି ଚର୍ଚ୍ଚା । କାରଣ ସାଂସଦ ଅନୁଭବ ମହାନ୍ତି କୁ ଏବେ କୁଆଡେ ଲଣ୍ଡନ ରେ ପ୍ରେମ ହୋଇଛି ।

ଆଉ ସେହିଥି ପାଇଁ ସେ ଲଭ ଇନ ଲଣ୍ଡନ କୁ ଲଣ୍ଡନ ରେ ହିଁ ସୁଟିଂ କରୁଛନ୍ତି । ଏଠାରେ କହି ରଖିବା ପାଇଁ ଚାହିଁବୁ ଆମ ଭିତରେ କିଛିବି ନାହିଁ କି ମୁଁ ତୁମ ପାଇଁ ଦିୱାନା ବି ନୁହେଁ । ଆଉ ଆମ ଭିତରେ କେବେବି ନଥିଲା ସମଥିଙ୍ଗ୍ ସମଥିଙ୍ଗ୍ । ମୁଁ କେବେବି ତୁମ ହାତ ଧରି ବାଟ ଚାଲିନି କି ମୁଁ ତୁମ ପାଇଁ କେବେ ବି ବାଳୁଙ୍ଗା ନଥିଲି । ହଁ ସୁଣ ତୁମେ କେବେ ଡାକିବନି କି ମୁଁ ତୁମକୁ କେବେ ଖୋଜିବିନି । କାରଣ ମୁଁ ଏବେ ଲଣ୍ଡନରେ ଅଛି ।

anubhav

ହଁ ବନ୍ଧୁଗଣ ଲଣ଼୍ଡନ ର ଶୀତୁଆ ପାଗରେ ଅନୁଭବ ଙ୍କ ପ୍ରେମ ଟିକେ ରୋମାଣ୍ଟିକ ଲଣ୍ଡନ ର ମେଘ କେବେବି ବର୍ଷା ଙ୍କୁ ଖୋଜିବ ନାହିଁ । କି ସେମାନେ କେବେବି ଗୋଟେ ସୁଆ ଗୋଟେ ଶାରୀ ହୋଇ ବୁଲିବେ ନାହିଁ କାରଣ ଅନୁଭବ ଙ୍କ ସହିତ ଆଉ କେବେବି ନଜର ଆସିବେନି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ହଁ ଏବେ ବର୍ଷାକୁ ନୁହେଁ ବରଂ ସ୍ୱାପ୍ନା ଙ୍କୁ ନେଇ ବର୍ଷାରେ ଭିଜୁଛନ୍ତି ଅନୁଭବ ।

କାରଣ ତାଙ୍କର ନୂଆ ସିନେମା ର ହିରୋଇନ ହେଲେ ସ୍ୱପ୍ନା ପ୍ରିୟଦର୍ଶନୀ । ବେଶ କିଛି ଦିନର ବ୍ୟବଧାନ ପରେ ଅନୁଭବ ମହାନ୍ତି ନୂଆ ରୂପରେ ଆସୁଛନ୍ତି । ଆଉ ତାଙ୍କୁ ନେଇ ପ୍ରସ୍ତୁତ ହେଉଛି ନୂଆ ଓଡିଆ ଚଳଚିତ୍ର ଲଭ ଇନ ଲଣ୍ଡନ । ହଁ ବନ୍ଧୁଗଣ ଲଣ୍ଡନ ରେ ଏହାର ସୁଟିଂ ଚାଲିଥିବା ବେଳେ ତାଙ୍କ ବିପକ୍ଷରେ ହିରୋଇନ ଅଟନ୍ତି ସ୍ୱପ୍ନା ପ୍ରିୟଦର୍ଷନୀ ।

Anubhav

ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ କି ବର୍ଷା ପ୍ରିୟଦର୍ଶନୀ ଙ୍କ ସହିତ ଅନୁଭବ ବହୁତ ଫିଲ୍ମ ଦେଇ ଥିବା ବେଳେ ବର୍ତମାନ ସମୟ ରେ ସ୍ୱପ୍ନା ଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ନୂଆ ନୂଆ କରି ସିନେମା ଦୁନିଆଁ ରେ ପାଦ ଦେଇଥିବା ଏହି ନାୟିକା ଅନୁଭବ ଙ୍କ ସହିତ କେତେ ପର୍ଫେକ୍ଟ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *