ନମ୍ୱର ପ୍ଲେଟ ଲଗାଇନଥିଲେ ପୁଣି ଘୁଞ୍ଚିଲା ତାରିଖ – କରନ୍ତୁ ଏହି କାମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ HSRP ନମ୍ବର ପ୍ଲେଟ ବିଷୟ ରେ ନିଶ୍ଚିତ ଭାବେ ଜାଣିଥିବେ । ଜାହାକୁ ଆମେ ମାନେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ । ତେବେ ଏହାକୁ ନେଇ ଆସିଛି କିଛି ବଡ ଖବର । ଆହୁରୀ ଗୋଟିଏ ମାସ ମଧ୍ୟ ତାରିଖ ଘୁଞ୍ଚିଜାଇଛି ପୂର୍ବରୁ କଣ ସେପ୍ଟେମ୍ବର 30 ପୁଣି ମାସେ ପରେ ଅକ୍ଟୋବର 30 , ପୁଣି ମାସେ ପରେ ନଭେମ୍ବର 30 ଏମିତି କି ଏବେ ଫାଇନାଲି ହୋଇଜାଇଛି ଡିସେମ୍ବର 30 ।

ତେବେ ଆପଣ ମାନଙ୍କର ଶେଷ ନମ୍ବର ପ୍ଲେଟ କେତେ ଥିବ ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ ସୂଚନା ପ୍ରଦାନ କରିବୁ । ତେବେ ସାଧାରଣତଃ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସିଷ୍ଟମ କୁ ସରକାର ବହୁତ ତରବରିଆ ଭାବେ ଏହି କାମକୁ କରିଦେଇଛନ୍ତି । ଯାହା ଫଳରେ ବହୁତ ଲୋକ ମାନେ ଯେଉଁ ମାନଙ୍କୁ ଆଗରୁ କୈଣସି ସୂଚନା ନଥିବା ବେଳେ ଲୋକ ମାନେ ବି ସତର୍କ ହୋଇନଥିଲେ ।

Number plate

ତେବେ ଏହି ନମ୍ବର ପ୍ଲେଟ ଆସିବା ପରେ ସରକାର କଣ ଘୋଷଣା କରିଦେଲେ କଣ ନାଁ ଏହା ଜାହା ପାଖରେ ନଥିବ ତା ଉପରେ 5 ହଜାର ରୁ 10 ହଜାର ମଧ୍ୟରେ ଫାଇନ ଲାଗିଯିବ । ତେବେ ଏହାକୁ ନେଇ ବର୍ତମାନ ସମୟ ରେ ହାଇକୋର୍ଟ ବି କେସ ଚାଲୁଥିବା ବେଳେ ପ୍ରତି ମାସ ଯେତେ ବେଳେ ଡେଟ ସରିଜାଉଛି ସେତେ ବେଳେ ସେପ୍ଟେମ୍ବର 30 ପୁଣି ମାସେ ପରେ ଅକ୍ଟୋବର 30 , ପୁଣି ମାସେ ପରେ ନଭେମ୍ବର 30 ଏମିତି କି ଏବେ ଫାଇନାଲି ହୋଇଜାଇଛି ଡିସେମ୍ବର 30 ହୋଇଜାଇଛି ।

ଜାହାକି ହାଇକୋର୍ଟ ମଧ୍ୟ ନିର୍ଦ୍ଧେଶ ଦେଇଦେଇଛି । ହେଲେ କେଉଁ ନମ୍ବର ପାଇଁ ନାଁ ଯେଉଁ ଗାଡିର ନମ୍ବର ପ୍ଲେଟ ଶେଷରେ 1,2,3,4 ଏହି ନମ୍ବର ଜାହାର ଥିବ ସେମାନଙ୍କ ପାଇଁ ଗୋଟିଏ ମାସ ଘୂଞ୍ଚି ଜାଇଛି । ଆଉ ହଁ ଆପଣ ମାନେ ଯଦି ଆପ୍ଲାୟ କରି ଦେଇଥିବେ ତେବେ ଆପଣ ମାନଙ୍କୁ ଫାଇନ ଲାଗିବ ନାହିଁ । ଯଦି ଆପଣ ମାନେ ମୋଟ ଉପରେ ଆପ୍ଲାୟ କରି ନାହାଁନ୍ତି ଆଉ ଘରେ ବସିଛନ୍ତି ତେବେ ଆପଣ ମାନଙ୍କୁ ଚେକିଂ ହେଲେ ଧରା ପଡିଲେ ଫାଇନ ଭରିବାକୁ ପଡିବ ।

ଯଦି ଆପଣ ମାନେ ଆପ୍ଲାୟ କରିଦେଇଛନ୍ତି ତେବେ ଆପଣ ମାନେ 5 ହଜାର ରୁ 10 ହଜାର ଫାଇନରୁ ବଞ୍ଚିଯିବେ । ତେବେ ଏହି ଭଳି ଭାବେ ସରକାର ଘୋଷଣା କରିଥିବା ବେଳେ ହାଇକୋର୍ଟ ବି ଏହାକୁ ନେଇ ନିର୍ଦ୍ଧେଷ ଦେଇଦେଇଛି । ତେବେ ଆପଣ ମାନେ ବି ଆବେଦନ କରି ନିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *