ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସମ୍ପୂର୍ଣ୍ଣ 12 ଗୋଟି ରାଶି ପାଇଁ କିପରି ରହିବ 2023 ର ନୂଆବର୍ଷ । କଣ ସବୁ ଖୁସିର ସମୟ ଆପଣ ମାନଙ୍କ ପାଇଁ ଏହି ନୂଆବର୍ଷ ଆଣି କରି ଆସୁଅଛି ଏବଂ କେଉଁ ବଷୟ ପ୍ରତି ଆପଣ ସାବଦାନ ରହିବେ ଏବଂ କେଉଁ ରାଶି ମାନଙ୍କ ପାଇଁ କିଛି ଅଧିକ ଖରାପ ମଧ୍ୟ ରହୁଅଛି ତେବେ ସବୁକିଛି ଆମେ ଜାଣିବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଡନ୍ତୁ ।
ନମ୍ବର 1- ମେଷ ରାଶି । ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆବର୍ଷ ବହୁତ ହିଁ ଭଲ ସମୟ ନେଇକରି ଆସିବ ବ୍ୟକ୍ତିଙ୍କର ଭାଗ୍ୟ ରେଖାରେ ସୂର୍ଯ୍ୟ ବୁଧ ବୃହଷ୍ପତି ଶନି ଏବଂ କେତୁ ରହି ଥିବାରୁ ବର୍ଷ ର ଦିନ ଗୋଡିକ ବେଶ୍ ଭଲ ଭାବରେ କଟିବ ଏବଂ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଆପଣ ଯେଉଁ କାର୍ଯ୍ୟ ବି ହାତକୁ ନେବେ ସେଥିରେ ସଫଳତା ର ସମ୍ଭାବନା ଅଧିକ ରହୁଅଛି ।
ନମବର 2- ବୃଷ ରାଶି । ବୃଷ ରାଶିର ବ୍ୟକ୍ତି ଙ୍କ ପାଇଁ ମଧ୍ୟ ନୂଆବର୍ଷ ବେଶ୍ ଭଲରେ କଟିବ । ନୂଆବର୍ଷ ଏହି ବ୍ୟକ୍ତିଙ୍କ ପାଇଁ ଅନେକ ସଫଳତା ଅନେକ ନୂଆ ନୂଆ ଅନୁଭୁତି ଏବଂ ଆପଣ ମାନଙ୍କ ଜୀବନରେଏପରି କିଛି ପରିବର୍ତନ ନେଇକରି ଆସୁଛି ଯାହା ଆପଣ ଚିନ୍ତା ବି କରି ନଥିବେ । ବର୍ଷର ଆରମ୍ଭ ରେ ବୃଷ ରାଶିର ସ୍ୱାମୀ ଶୁକ୍ର ଭାଗ୍ୟ ରେଖାରେ ବିରାଜିତ ହେଉଛନ୍ତି ଏହା ଦ୍ୱାରା ଆପଣଙ୍କର ନୂଆ ବର୍ଷ ଆପଣଙ୍କ ପାଇଁ ଉଜ୍ଜଳ ଏବଂ ଉନ୍ନତି ମୂଳକ ବର୍ଷ ହୋଇ ରହିବ ।
ନମ୍ବର 3- ମିଥୁନ ରାଶି । ମିଥୁନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆବର୍ଷ ବିଶେଷ ପଳପଦ ହେଉ ନାହିଁ ଏମାନଙ୍କ ଜୀବନ ସାଧାରଣ ଜଣା ପଡୁଅଛି, ଏମାନଙ୍କ ଜୀବନରେ କିଛି ଅସୁବିଧା ସମୂଖିନ ହେବାକୁ ପଡିପାରେ ଏଣି ଯେକୌଣସି ମୋହତ୍ୱ ପୂର୍ଣ୍ଣ ନିର୍ନୟ ନେବା ପୂର୍ବରୁ ବୁଝି ବିଚାରି ନେବା ଆବସ୍ୟକ ।
ନମ୍ବର 4- କର୍କଟ ରାଶି । କର୍କଟ ରାଶିର ବ୍ୟକ୍ତି ମାନେ ଯେମିତି ଚାହିଁବେ ସେପରି ଭାବରେ ବର୍ଷଟି କଟାଇ ପାରିବେ । ନୂଆବର୍ଷ ପ୍ରତେକ କ୍ଷେତ୍ରରେ ଆପଣଙ୍କର ସଫଳତା ଦେଖା ଦେବ ଏହା ହିତ ବିଭିନ୍ୟ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରି ଆପଣ ପ୍ରସଂଶା ର ପାତ୍ର ହେବେ ଏବଂ ପରିଶର୍ମ ଅନୁଜାଇ ଫଲ ମଧ୍ୟ ଆପଣଙ୍କୁ ନିଶ୍ଚ ପ୍ରପ୍ତ ହେବ ।
ନମ୍ବର 5- ସିଂହ ରାଶି । ସିଂହ ରାଶି ବ୍ୟକ୍ତି ମାନଙ୍କ ପାଇଁ ନୂଆବର୍ଷ ମାନସମ୍ମାନ ପଦ ପ୍ରତିଷ୍ଟା ର ଉନ୍ନତି ନେଇକରି ଆସୁଅଛି । ସମାଜରେ ଆପଣ ଙ୍କର କ୍ଷାତି ବଢିବ ଲୋକ ମାନଙ୍କ ପାଇଁ ଆପଣ ଆଦର୍ଶ ବନି ପାରନ୍ତି । ଅବିବାହିତ ଲୋକ ମାନଙ୍କ ପାଇଁ ବିବାହର ଯୋଗ ବନୁଅଛି, ବିବାହିତ ଦମ୍ପତି ଙ୍କର ପାରିବାରକ ଜୀବନ ବେଶ୍ ଭଲରେ କଟିବ ଏବଂ ସମ୍ପୂର୍ଣ୍ଣ ବର୍ଷ ରେ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ହିଁ ମଧୁର ସାବ୍ୟସ୍ତ ହେବ ।
ନମ୍ବର 6- କନ୍ୟା ରାଶି । କନ୍ୟା ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆବର୍ଷ ଟି ବେଶ୍ ଫଳ ଦାୟକ ରହିବ କାର୍ଯ୍ୟ କ୍ଷେତ୍ର ରେ ବେଶ୍ ଅନ୍ନତି ହେବା ସହିତ ମାନସମ୍ମନ ର ମଧ୍ୟ ବୃଦ୍ଧି ହେବ ଏବଂ ବର୍ଷ ସାରା ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ୍ ଦେଉଅଛି ।
ନମ୍ବର 7- ତୁଳା ରାଶି । ଆପଣ ମାନଙ୍କ ପାଇଁ ନୂଆବର୍ଷ ସୁଖ ସମୃଦ୍ଧି ଆଣିକରି ଆସୁଅଛି । ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆବର୍ଷ ପାରିବାରିକ କଳହୋ ଦୂର ହୋଇ ପରିବାର ମଧ୍ୟରେ ଯାହା ବି କଳହୋ ରହୁଥିଲା ତାହା ସବୁ ନିଶ୍ଚୟ ଦୂର ହେବ ଏବଂ ଜୀବନ ରେ ସୁଖ ସାନ୍ତି ବୃଦ୍ଧି ପାଇବ ।
ନମ୍ବର 8- ବିଛା ରାଶି । ଏହି ରାଶିର ବ୍ୟକ୍ତିି ମାନଙ୍କ ପାଇଁ ମଧ୍ୟ ନୂଆବର୍ଷ ସୁଖ ଏବଂ ସମୃଦ୍ଧି ଆଣିକରି ଆସୁଅଛି । କାର୍ଯ୍ୟ କ୍ଷେତ୍ରରେ ଆପଣ ସଫଳତା ନିଶ୍ଚୟ ପାଇବେ, ଜାନ ବାହାନ କଣିବାର ଯୋଗ ବନୁଅଛି, କୌଣସି କ୍ଷେତ୍ର ରେ ଧନ ନିବେସ ପାଇଁ ମନ ବଳାଇବେ ଏବଂ ଏହି ବର୍ଷ ଆପଣ ଯାହାବି ନିବେସ କରିବେ ତାହା ଆପଣଙ୍କୁ ନିଶ୍ଚୟ ଲାଭ ପ୍ରଦାନ କରିବ ।
ନମ୍ବର 9- ଧନୁ ରାଶି । ଏହି ନୂଆ ବର୍ଷ ଟି ଆପଣଙ୍କ ପାଇଁ ଶୁଭଫଳ ନେଇକରି ଆସୁଅଛି । ବିଭିନ୍ୟ ଦିଗରୁ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ, ସୁଖ ସମୃଦ୍ଧି ଆଣିକରି ଆସୁଅଛି କିଛି ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ଇଚ୍ଛା କରିବେ, ବୈବାହିକ ଜୀବନ ବହୁତ ହିଁ ଭଲରେ କଟିବ ପୂର୍ବରୁ ଯାହାବି କିଛି ମନାନ୍ତର ରହୁଥିଲା ତାହା ସବୁ ଦୂର ହେବ ଏବଂ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ନିିଶ୍ଚୟ ମିଳିବ ।
ନମ୍ବର 10- ମକର ରାଶି । ମକର ରାଶି ଙ୍କ ପାଇଁ ଏହି ନୂଆବର୍ଷ ଟି ମକର ରାଶିଙ୍କ ପାଇଁ ବିଶେଷ ଫଳପ୍ରଦ ହେଉ ନାହିଁ । ଏହି ବର୍ଷ ରେ ଖର୍ଚ୍ଚ ବଢିପାରେ ଅଯଥା ରେ କିଛି ଖର୍ଚ୍ଚ ହେବ ଆପଣ ଅନିଇଚ୍ଛା ରେ ବାଧ୍ୟ ବସତ ହୋଇ କିଛି ଖର୍ଚ୍ଛ ରେ ପଡିଯିବେ, ଆର୍ଥିକ ସମସ୍ୟା ଦେଖା ନଦେଲେ ମଧ୍ୟ କିନ୍ତୁ ଯାହା ଆପଣ ଆୟ କରିବେ ତାହା ବ୍ୟୟ ହୋଇୟିବ । ଧନ ସଞ୍ଚୟ କରିବା କୁ ଇଚ୍ଛା ଥିଲେ ମଧ୍ୟ ଧନ ସଞ୍ଚୟ କରି ପାରିବେ ନାହିଁ କିନ୍ତୁ ଯଦି ଆପଣ ସତର୍କତା ସହିତ ପ୍ରତେକ କାର୍ଯ୍ୟ କୁ କରନ୍ତି ତ ତାହା ମଧ୍ୟ ଦୂରେଇ ଯିବ ।
ନମ୍ବର 11- କୁମ୍ଭ ରାଶି । ଏହି ନୂଆବର୍ଷ ଟି ଆପଣ ଙ୍କ ପାଇଁ କେବଳ ଭଲ ହିଁ ଭଲ ପାଇବା ନେଇକରି ଆସୁଅଛି ପ୍ରତେକ ଗ୍ରହ ମାନଙ୍କର ସପଟ୍ ଆପଣଙ୍କ ସହିତ ରହିବ, ଆର୍ଥିକ ସ୍ଥିତି ହେଉ ଦାମ୍ପତ୍ୟ ଜୀବନ ହେଉ ପାରିବାରିକ ସ୍ଥିତି ସ୍ୱାସ୍ଥର କ୍ଷେତ୍ର ଚାକିରୀ ଏବଂ ବ୍ୟବସାୟ ପ୍ରତେକ ଦୃଷ୍ଟି ରୁ ଆପଣ ମାନଙ୍କ ପାଇଁ କେବଳ ଶୁଭ ପରିଣାମ ନେଇକରି ଆସୁଅଛି ।
ନମ୍ବର 12- ମୀନ ରାଶି । ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆବର୍ଷ ଟି ଅନେକ ସଫଳତା ନେଇକରି ଆସୁଅଛି ସମାଜରେ ମାନସ୍ମାନ ବୃଦ୍ଧି ପାଇବ ଅଧିକରୁ ଅଧିକ ଲୋକ ଆପଣଙ୍କ ସହିତ ମଶିବାକୁ ପସନ୍ଦ କରିବେ, କାର୍ଯ୍ୟ କ୍ଷେତ୍ର ରେ ବେଶ୍ ଅନ୍ନତି ହେବ ବର୍ଷ ସାରା ଆପଣଙ୍କର ଭାଗ୍ୟ ସର୍ବଦା ହିଁ ଆପଣଙ୍କ ସାଥ୍ ଦେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।