ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଜଣେ ରାସନ କାର୍ଡ ହୀତିଧିକାରୀ ତେବେ ଏବେ ଜାଣି ରଖନ୍ତୁ ଏବେ ଆସୁଛି ରାସନକାର୍ଡ କୁ ନେଇ କିଛି ନୂଆ ସୂଚନା । ଖୁବ ଶୀଘ୍ର ଦେଶର କୋଟି କୋଟି ଲୋକ ମାନଙ୍କୁ ମିଳିବ ଆଉ କିଛି ନୂଆ ଫାଇଦା କେନ୍ଦ୍ର ସରକାର ରାସନ କାର୍ଡ ରେ ପର୍ଟେବୁଲ ବ୍ୟବସ୍ଥା ଆରମ୍ଭ କରିଥିବା ବେଳେ ଏହି ପୋର୍ଟେବୁଲ ବ୍ୟବସ୍ଥା କଣ ରହିଛି ଆସନ୍ତୁ ନଜର ପକେଇବା ।
ତେବେ ମାଗଣା ରାସନ ନେଉଥିବା ହିତାଧିକାରୀ ମାନଙ୍କ ପାଇଁ ଆସିଛି ଖୁସୀ ଖବର କେନ୍ଦ୍ର ସରକାର ରାସନ ନିୟମ ରେ ବଡ ପରିବର୍ତନ କରିଛନ୍ତି । ଜାହାର ଫାଇଦା କୋଟି କୋଟି ହୀତାଧିକାରୀ ଙ୍କୁ ମିଳିବ । ସାରା ଦେଶରେ ମାଗଣା ରାସନ ଯୋଗେଇବା ସହିତ ସରକାର ପୋର୍ଟେବୁଲ ରାସନ କାର୍ଡ ର ସୁବିଧା ମଧ୍ୟ ଯୋଗେଇ ଦେବାକୁ ଆରମ୍ଭ କରିଛନ୍ତି ।
ଏହି ସୁବିଧା ବର୍ତମାନ ସମୟ ରେ ଅନେକ ରାଜ୍ୟରେ ଆରମ୍ଭ ହୋଇଛି ହେଲେ ଖୁବ ଶୀଘ୍ର ଏହାକୁ ସାରା ଦେଶରେ ଆରମ୍ଭ କରିବାକୁ ଯୋଜନା ଚାଲିଛି । ପୋର୍ଟେବୁଲ ରାସନ କାର୍ଡର ସୁବିଧା ଲାଗୁ ହେବା ପରେ ଆପଣ ମାନେ ଦେଶର ଯେକୈଣସି ସ୍ଥାନରୁ ସହଜରେ ରାସନ ନେଇ ପାରିବେ ଏହିଥି ପାଇଁ ଆପଣ ମାନଙ୍କୁ କୈଣସି ଅଲଗା କାର୍ଡ କରିବାକୁ ପଡିବ ନାହିଁ ।
ଏହା ସହିତ ଆପଣ ମାନେ ନିଜର ପୁରୁଣା ରାସନ କାର୍ଡର ମଧ୍ୟ ସୁବିଧା ପାଇ ପାରିବେ । କେନ୍ଦ୍ର ସରକାର ଙ୍କ ପକ୍ଷରୁ ମାଗଣା ରାସନ ର ସୁବିଧା ଡିସେମ୍ବର ପର୍ଯ୍ୟନ୍ତ ଦିଆଯିବ । ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଯୋଗ୍ୟ ହୀତାଧିକାରୀ ଙ୍କୁ ମାସକୁ 2 ଥର ରାସନ କୋଟା ଯୋଗାଉଛନ୍ତି । ଜାହାର ଫାଇଦା ଦେଶର କୋଟି କୋଟି ଲୋକ ମାନେ ଉଠାଉଛନ୍ତି ।
ଥରେ ରାସନ ର ବିତରଣ ନିର୍ଦ୍ଧାରିତ ମୂଲ୍ୟ କରାଯାଏ । ଏବଂ ଦ୍ୱତୀୟ ଥର ଗରିବ କଲ୍ୟାଣ ଅର୍ଣ୍ନ ଯୋଜନା ଅଧିନରେ ମାଗଣା ରାସନ ଯୋଗେଇ ଦିଆଯିବ । ତେବେ ଆପଣ ମାନଙ୍କର ରାସନ କାର୍ଡ ରହିଛି କି ନାହିଁ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।