ବିଜୁ ସ୍ଥ୍ୟସ୍ଥ୍ୟ କଲ୍ୟାଣ ଯୋଜନା ଅଧିନ ରେ ଆସିଲା ନୂଆ ସୁବିଧା । ଏବେ ହିଁ ଦେଖନ୍ତୁ…

Biju Swasthya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଜୁ ସ୍ଥ୍ୟସ୍ଥ୍ୟ କଲ୍ୟାଣ ଯୋଜନା ଅଧିନ ରେ ଆସୁଛି ଆଉ କିଛି ନୂଆ ସୂଚନା । ପ୍ରାୟତଃ ଆପଣ ସମସ୍ତ ଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଅର୍ଥାତ BSKY କାର୍ଡ ନିଶ୍ଚିତ ଭାବେ ଥିବ । ତେବେ ଏହି ଥିରେ ସରକାର ମଧ୍ୟ ଜାରି କରିଛନ୍ତି ଆଉ କିଛି ନୂଆ ଆପଡେଟ । ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଖବର ଉପରେ ।

ତେବେ ସୁସ୍ଥ ଓଡିଶା ସୁଖି ଓଡିଶାର ସଫଳ ରୁପାନ୍ତରିକରଣ ପାଇଁ ଅନ୍ୟ ଏକ ବଡ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡିଶା ବାହାରେ ଥିବା 103 ଟି ସୁପର ସ୍ପେସାଲିଷ୍ଟ ହସ୍ପିଟାଲ କୁ BSKY ବା ବିଜୁ ସ୍ଥ୍ୟସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ କରିଛନ୍ତି । ଓଡିଶା ଆସୋଶେସନ ଅଧିକାରୀ ମୂଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଡାକ୍ତର ବୃନ୍ଦା ଡି ଅନୁଷ୍ଟିତ BSKY ସମନ୍ଧିତ ଉଚ୍ଚ ସ୍ଥରିୟ ସମିକ୍ଷା ବୈଠକ ରୁ ଏହା ଜଣା ପଡିଛି ।

Biju health card

ସୋସାଇଟି ସଭା କକ୍ଷ୍ୟ ରେ ଆୟୋଜିତ ଏହି ସମିକ୍ଷା ବୈଠକରେ ଯୁଗ୍ନ ମୂଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଶୁଭାନନ୍ଦ ମହାପାତ୍ର BSKY କାର୍ଯ୍ୟାନୁଷ୍ଟାନ ସମ୍ମନ୍ଧିତ ବିଭିନ୍ନ ଦିଗ ଆଲୋଚନା ପାଇଁ ଉପସ୍ଥାପନା କରିଥିଲେ । ତେବେ ନଭେମ୍ବର ମାସ ସୁଧା ରାଜ୍ୟ ସରକାର ଏହି ବାବଦ ରେ 45 କୋଟି ଟଙ୍କା ଖର୍ଚ୍ଚ ବହନ କରିଛନ୍ତି ।

ତାମିଲନାଡୁ ର ଖ୍ରୀଷ୍ଟିଆନ ମେଡିକାଲ କଲେଜ, ବେଙ୍ଗାଲୋର ର ଶ୍ରୀ ଶଙ୍କରା ଫାଉଣ୍ଡେସନ, କଲିକତା ରେ ଟାଟା ମେଡିକାଲ ସେଣ୍ଟର, ବିଶାଖା ପାଟନା ଏବଂ ସାଙ୍ଗୋର ରେ ହନି ବାବା କ୍ୟନସର ହସ୍ପିଟାଲ , ଗୈହାଟୀ ର ବରୁକା କ୍ୟନସର ଇନ୍ସଚ୍ୟୁଟ , ବାରାଣାସୀ ର ଏଡ୍ସ ଉଇଥ୍ କ୍ୟନସର ହସ୍ପିଟାଲ ଓ ପଣ୍ଡିତ ମାଲବ୍ୟ କ୍ୟାନସର ହସ୍ପିଟାଲ ସେଣ୍ଟର, ମୁମ୍ବାଇ ର ଟାଟା ମେମୋରିଆଲ ଏବଂ ଆଡଭାନ୍ସ ଏଣ୍ଟର ଫର କ୍ୟାନସର ଏହି ଯୋଜନା ରେ ସାମିଲ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *