ମୋଦିଙ୍କ ବଡ ଘୋଷଣା – ଘର ପାଇବାକୁ କରି ଦିଅନ୍ତୁ ଏହି କାମ

house

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା କୁ ନେଇ ଆସୁଛି କିଛି ନୂଆ ସୂଚନା । ଫେରିଯିବ ଆୱାସ ଯୋଜନା ଅଧିନରେ ଘର ଏହି ନେଇ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ ଆସିଛି ନୂଆ ସୂଚନା । ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା କୁ ନେଇ 5 ରାଜ୍ୟର ସରକାର ଙ୍କୁ କେନ୍ଦ୍ରର ଚେତାବନି । ଆସନ୍ତୁ ସଂମ୍ପର୍ଣ୍ଣ ଖବର ନଜର ପକେଇବା ।

ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା କୁ ନେଇ ରାଜ୍ୟ ସରକାର ଙ୍କୁ କେନ୍ଦ୍ରର ଚେତାବନି । ଭୂମିହୀନ ହିତାଦିକାରୀ ଙ୍କୁ ଜମି ଯୋଗେଇବାକୁ । ଓଡିଶା ସମେତ 5 ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର । ଚଳିତ ମାସ ଶେଷ ସପ୍ତାହ ସୁଧା ଭୂମିହୀନ ହିତାଧିକାରୀ ମାନଙ୍କୁ ଜମି ଯୋଗେଇ ନଦେଲେ ଅନୁଦାନ ଫେରେଇ ନେଉବାକୁ ଚିଠି ରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର ।

pm

ଅନ୍ୟ ପଟେ ଏହାକୁ ଉତ୍ତମ ପଦର୍ଶନ କରୁଥିବା ରାଜ୍ୟ ଏବଂ କେନ୍ଦ୍ର ପ୍ରସାଶିତ ଅଞ୍ଚଳ ମାନଙ୍କୁ ପୂର୍ଣ୍ଣ ଭାବେ ଏହି ଅନୁଦାନ ଆବଣ୍ଟନ କରାଯିବ । ଓଡିଶା ସହିତ ତାମିଲନାଡୁ, ବିହାର ସମେତ ମହାରାଷ୍ଟ୍ର ଏବଂ ଆସାମ୍ କୁ କେନ୍ଦ୍ର ଗ୍ରାମିଣ ବିକାଶ ମନ୍ତ୍ରାଳୟ ଏହି ଚେତାବନି ଦେଇଛି । ମନ୍ତ୍ରାଳୟ ର ଉପନିର୍ଦ୍ଧେଶକ ଗୟା ପ୍ରସାଦ ଙ୍କ ଦ୍ୱାରା ପଠା ଜଇଥିବା ଚିଠିରେ 5 ରାଜ୍ୟରେ ଭୂମିହୀନ ମାନଙ୍କୁ ଜମି ଯୋଗେଇ ଦିଆ ଜାଇ ନାହିଁ । ଏମାନଙ୍କୁ ଜମି ଯୋଗେଇ ଦେବା ସେହି ରାଜ୍ୟର ଦାୟୁତ୍ୱ ।

ତେବେ ଏହି ସଂମ୍ପର୍କ ରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ରାଜ୍ୟ ମୂଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖା ଜାଇଥିଲା । ହେଲେ ଏହି ଦିଗରେ କୈଣସି କାର୍ଯ୍ୟ କରାଜାଇ ନାହିଁ । ଓଡିଶା ରେ 57932 ଭୂମିହୀନ ହୀତାଧିକାରୀ ଙ୍କ ମଧ୍ୟରୁ 3989 ଜଣଙ୍କୁ ଜମି ଯୋଗେଇ ଦିଆଜାଇଥିବା ବେଳେ ଅନ୍ୟ 18 ହଜାର 800 ହିତାଧିକାରୀ ଙ୍କୁ ଏବେ ଯାଏ ଜମି ମିଳି ନାହିଁ । ଜାହା ବାସ୍ତବିକ ଭକ୍ଷ୍ୟର ବିଷୟ ବୋଲି କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *