ମି ପୁଚ୍ ପୁଚ୍ ଏବେ ଏକା ନୁହେଁ, ଆମେ ପୁଅ ଶ୍ଵଶୁର ଶାଶୂ ମିଶିକି ଭିଡ଼ିଓ କରିବୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ଟେଲିଭିନରେ ନିଜର ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କ ହୃଦୟରେ ନିଜର ବେଶ ପ୍ରଶଂସା ସାଉଁଟି ଥିବା ହାସ୍ୟ ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ । ଏବେ ଏବେ ଗୋଟିଏ ସାକ୍ଷାତକାର ରେ ତାଙ୍କର ମୋତ ରଖିଛନ୍ତି । ତେବେ ପୂର୍ବରୁ ବିଭିନ୍ନ ସିନେମା ମାଧ୍ୟାମ ରେ ଓଡିଶାର ଘରେ ଘରେ ପରିଚିତ ହାସ୍ୟ ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ । ଏବେ ଚର୍ଚ୍ଚାରେ ଥିବା କୁହାଯାଇଛି ।

ସୂଚନା ଅନୁଯାୟୀ ବିଭିନ୍ନ ସିନେମା ରେ କାମ କରିଥିବା ଏହି ଅଭିନେତା ସବୁବେଳେ ନିଜର ଭଲ ଅଭିନୟ ପାଇଁ ଚର୍ଚ୍ଚାରେ ଥିବା କୁହାଯାଇଥାଏ । ତେବେ ତାଙ୍କର ଏହି ଅଭିନୟ ମାଧ୍ୟମ ରେ ସେ ଦର୍ଶକ ମାନଙ୍କ ହୃଦୟ ରେ ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ସୂଚନା ଅନୁଯାୟୀ ଏବେ ଦର୍ଶକ ମାନଙ୍କ ଅତି ନିକଟତର ହେଇଛନ୍ତି ହାସ୍ୟ ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ । ଯାହା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Arvind

ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ । ତେବେ ଆପଣ ମାନେ ବହୁତ ଭଲ ଭାବରେ ଅରବିନ୍ଦ ଷଡ଼ଙ୍ଗୀ ଙ୍କ ବିଷୟରେ ଜାଣିଥିବେ ଯିଏ ଓଡ଼ିଶାର ଘରେ ଘରେ ପରିଚିତ । ତେବେ ଏବେ ଏବେ ହାସ୍ୟ ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ ବେଶ ଚର୍ଚ୍ଚା ରେ ଅଛନ୍ତି କାରଣ ହେଉଛି ସେ ଏବେ ତାଙ୍କର ବୋହୂ ଖୋଜି ସାରିଛନ୍ତି | ଯାହା ଏବେ ସେ ଏକ ସାକ୍ଷାତ କାର ରେ ପ୍ରକାଶ କରିଛନ୍ତି ।

ତେବେ ସେ ତାଙ୍କର ବୋହୂ ଙ୍କ କଥା କହିବା ପୂର୍ବରୁ ସେ ନିଜ ର କିଛି କଥା ତାଙ୍କର ପ୍ରଶଂସକ ମାନଙ୍କୁ ଜଣାଇଥିଲେ । ସେ 1982 ରେ ଅଭିନୟରେ ପାଦ ଦେଇଥିଲେ ବୋଲି କହିଥିଲେ । ତାପରେ ଧୀରେ ଧୀରେ ସେ ତାଙ୍କର ଜୀବନ ଆରମ୍ଭ କରିବା ସହିତ ପରେ ସେ ଏକ ସଫଳ ଅଭିନେତା ଭାବେ ପରିଚିତ ହେଇଥିଲେ । ତେବେ ସେ ଏବେ ତାଙ୍କର ମନ ମୁତାବକ ଏକ ବୋହୂ ଖୋଜି ପାଇଛନ୍ତି ବୋଲି କହିଛନ୍ତି । ଯାହାକୁ ମଧ୍ୟ ଆପଣ ମାନେ ସମସ୍ତେ ଜାଣିଛନ୍ତି ବହୁତ ଭଲ ପାଇବା ଦେଇଛନ୍ତି ।

ତେବେ ସେ ହେଉଛନ୍ତି ଆପଣଙ୍କର ଅତିପ୍ରିୟ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚିତ ଚେହେରା ମି ପୁଚ ପୁଚ ଭାବେ ସମସ୍ତଙ୍କର ଅତି ଆପଣାର ମି ପୁଚ ପୁଚ କୁ ଅରବିନ୍ଦ ଷଡ଼ଙ୍ଗୀ ଏବେ ତାଙ୍କର ବୋହୂ କରିବେ ବୋଲି ନିଷ୍ପତି ନେଇଛନ୍ତି । ତାଙ୍କର ପୁଅ ଓ ତାଙ୍କ ସ୍ତ୍ରୀ ଓ ସେ ନିଜେ ମଧ୍ୟ ତାଙ୍କ ସହିତ ଏବେ ଭିଡ଼ିଓ କରିବେ ବୋଲି କହିଛନ୍ତି । ବନ୍ଧୁଗଣ ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବା ସହିତ ବହୁତ ପ୍ରଶଂସା ମଧ୍ୟ ସାଉଁଟି ଛନ୍ତି । ଆଉ ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *