ଚୀନରେ କରୋନା କରାଳ ରୂପ ରଚିଥିବା ବେଳେ ମାଳିକାର ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହେବାକୁ ଲାଗିଛି !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆରମ୍ଭ ହୋଇଗଲା ବିନାଶ ଲୀଳା । ଚୀନରେ ଆତଙ୍କ କରୁଛି କରୋନା । ମାଳିକା ବଚନ ହେଉଛି ସତ । ଛାଟିପିଟି ହୋଇ ମରୁଛନ୍ତି ଲୋକେ । ପାଖେଇ ଆସୁଛି ୨୦୨୩ । ଆଉ ଚୀନରେ କରୋନା ସଂଘାର ଲୀଳା କରୁଛି । ଆଉ ମାଳିକା ଭବିଷ୍ୟବାଣୀ ସତ ପ୍ରମାଣିତ ହେଉଛି । ମାଳିକାରେ ଲେଖା ଅଛି ଗୋଟିଏ ଝଟକା ରେ ୧୦ ଲକ୍ଷ ଲୋକଙ୍କ ଜୀବନ ଯିବ ।

ବିଜ୍ଞାନ ଅନୁସାରେ ୮୦ କୋଟି ଲୋକଙ୍କ ଜୀବନ ଏବେ ବିପଦରେ ମାଳିକାରେ କୁହାଯାଇଛି ବି. ଏଫ୍. ସେଭେନ ଭାଇରେଣ୍ଟ୍ରେ ଚୀନରେ ୧୦ ଲକ୍ଷ ଲୋକଙ୍କ ଜୀବନ ଯିବ । ତେବେ ଭାରତୀୟ ବୈଜ୍ଞାନିକ ଆକଳନ ଅନୁସାରେ ଚୀନରେ ୩୦ ଲକ୍ଷରୁ ଅଧିକ ଲୋକଙ୍କ ମୃ-ତ୍ୟୁ ହେବ କରୋନା ରେ । ସେପଟେ ଆମେରିକା କହିଛି ୮୦କୋଟିରୁ ଉର୍ଦ୍ଧ ଲୋକଙ୍କ ଜୀବନ ବିପଦରେ ଅଛି। ବି.ଏଫ୍, ସେଭେନ ଭାଇରେଣ୍ଟ୍ରି ୮୦ କୋଟିରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ହେବେ ।

corona

ଯଦି ୮୦ କୋଟି ଆକ୍ରାନ୍ତ ହେବେ ତେବେ ମୃ-ତ୍ୟୁ ସଂଖ୍ୟା କେତେ ହେବ । ପ୍ରଳୟ ର ସମୟ ଆସି ଯାଇଛି । ଯାହା ଧୀରେ ଧୀରେ ବିଶ୍ୱ ସମଗ୍ର ରେ ମାତୁଛି। ମାଳିକା ବଚନ ଅନୁଯାୟୀ ୨୦୨୩ରେ ଘଟିବ ସଂଘାର ଲୀଳା । ଏକଥା କରୋନା କରିବ । ମାଳିକାରେ କୁହାଯାଇଥିଲା ବିଶ୍ୱରେ ଅଜଣା ରୋଗ ବ୍ୟାପିବ । ମାଳିକା ଅନୁସାରେ ବିଶ୍ୱରେ ଅଜଣା ରୋଗ ୨୦୧୯ ରୁ ଚୀନରେ ଆରମ୍ଭ ହୋଇଥିଲା । ଯାହା ଧୀରେ ଧୀରେ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା । ଆଉ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା ।

ମାଳିକାରେ କୁହାଯାଇଛି ଆଉ ଯିଏ ଶବ ବୋହି ନେଉଥିବ ଆଉ ସିଏ ଦିନେ ଶବ ହୋଇ ଶ୍ମଶାନ କୁ ଯିବ । ସଂଘାର ଲୀଳା ଆରମ୍ଭ ହୋଇଯାଇଛି । ନିଜକୁ ବଞ୍ଚାଇବାକୁ ହେଲେ ନିଜକୁ ଠାକୁରଙ୍କ ଆଗରେ ସମର୍ପଣ କରିଦିଅନ୍ତୁ । ପ୍ରତ୍ୟେକ ଦିନ ଚୀନରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଇଛନ୍ତି । ଖାଲି ଆକ୍ରାନ୍ତ ହେଉନାହାଁନ୍ତି ବରଂ ପ୍ରତ୍ୟେକ ଦିନ ୫ହଜାରରୁ ଅନେକ ମୃ-ତ୍ୟୁ ବରଣ କରୁଛନ୍ତି । ପୋକ, ମାଛି ଭଳି ରାସ୍ତା ଉପରେ ଲୋକମାନେ ମରି ପଡୁଛନ୍ତି । ମେଡିକାଲ ରେ ରହିବାକୁ ଜାଗା ନାହିଁ । ନିଜେ ସତର୍କ ରୁହନ୍ତୁ । ମାଳିକାରେ ଯାହା ଲେଖା ଅଛି ତାହା ହିଁ ଘଟିବାକୁ ଯାଉଛି ଧୀରେ ଧୀରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *