ମାଳିକା ବଚନ ସତ ହେବ ! ବୁଡ଼ିଯିବ ବିଶ୍ଵ, ରକ୍ଷା ପାଇଯିବ ଓଡ଼ିଶା ?

malika

ଆପଣ ମାନଙ୍କୁ ଆମର ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଜିଲାଣି ଶେଷ ଘଣ୍ଟି । ମାଳିକା ବଚନ ହେବ ସତ । ରକ୍ଷା ପାଇଯିବ ଓଡିଶା । ପୃଥିବୀ ଧ୍ଵଂଶ ପାଇଯିବ ଏକଥା ସମସ୍ତେ ଜାଣିଛନ୍ତି । ହେଲେ କେବେ ହେବ ସେକଥା କେହି ଜାଣି ନାହାଁନ୍ତି । ଯଦି ବାସ୍ତବରେ କୁହାଯିବ ପୃଥିବୀ ବର୍ତ୍ତମାନ ଧ୍ଵଂସ ଆଡ଼କୁ ଗତି କରୁଛି । ଆଉ ଧ୍ଵଂସ ବି ଆରମ୍ଭ ହୋଇଜାଇଛି । ଯଦି ଆପଣ ବିଶ୍ୱାସ କରୁନାହାନ୍ତି ଜାଣି ରଖନ୍ତୁ ଏବେ ହିମାଳୟ ପର୍ବତ ତରଳିବାକୁ ଲାଗୁଛି । ଏହି ପର୍ବତ ସଂମ୍ପୁର୍ଣ୍ଣ ତରଳିବାକୁ 6 ମାସ ସମୟ ଲାଗିବ ବୋଲି ବୌଜ୍ଞାନିକ ମାନେ ଆକଳନ କରିଛନ୍ତି ।

ସେହି ପରି ଏବେ ବାୟୁ ମଣ୍ଡଳରେ ତାପମାତ୍ରା ବଢ଼ିବାରେ ଲାଗିଛି । ଶୀତଦିନ ଥିବାରୁ ତାପମାତ୍ରାର ପ୍ରଭାବ ବହୁତ ମାତ୍ରାରେ ପଡୁନାହିଁ । ଯେତେବେଳେ ଶୀତଦିନ ସରିଯିବ ସେହି ସମୟରେ ତାପମାତ୍ରା ବଢିଯିବ ଆଉ ସେତେବେଳେ ହିମାଳୟ ପର୍ବତ ତରଳି ଯିବ । ଯାହା ଅନୁମାନ କରାଯାଇଛି ଯେ ପୃଥିବୀର 85 ଭାଗ ନଷ୍ଟ ହେବାକୁ ଯାଉଛି । ବିଶେଷକରି ଏସିଆ ମହାଦେଶ ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି ।

malika

ସେହି ବର୍ତ୍ତମାନ ଦେଖିବାକୁ ଗଲେ ୟୁରୋପ ସହର ଗୁଡ଼ିକରେ ଭାରି ମାତ୍ରାରେ ବରଫ ବର୍ଷା ହେଉଛି । ଯେଉଁସବୁ ଘଟଣାମାନ ଘଟୁଛି ତାହା ଆଗରୁ ମାଳିକାରେ ବର୍ଣ୍ଣିତ ହୋଇଛି । ଆଉ ମାଳିକା ଅନୁସାରେ 2023 ମସିହା ସବୁଠାରୁ ଭୟଙ୍କର ହେବ । 2023 ମସିହାରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ହେବ କି ସଂମ୍ପୁର୍ଣ୍ଣ ବିଶ୍ୱକୁ ନଷ୍ଟ କରିବାରେ ସକ୍ଷମ ହେବ । ଯାହାକୁ ନେଇ ଆମେ ସତର୍କ ହେବାର ଆବଶ୍ୟକତା ଅଛି ।

ମାଳିକାରେ ଯଦି କେବଳ ଭବିଷ୍ୟତ କଥା ଲେଖା ହୋଇଛି ତେବେ ଆପଣ ଭାବନ୍ତୁ ଏବେ ତାହା ସଂମ୍ପର୍ଣ୍ଣ ଭୁଲ ଅଟେ । ମାଳିକାରେ ଅନେକ କଥା ଲେଖା ହୋଇଛି ହେଲେ ବର୍ତ୍ତମାନ ସମୟରେ କେବଳ ଭବିଷ୍ୟତ କଥା ଉପରେ ନଜର ପକାଯାଉଛି । ମାଳିକାରେ ଲେଖା ରହିଛି ଯେ ପୃଥିବୀରେ ଯେତେ ସବୁ ଦେଶ ରହିଛି ସେହି ସବୁ ମଧ୍ୟରୁ ଭାରତ ଶ୍ରେଷ୍ଠ ଦେଶ ହେବ ।

ଆଉ ଭାରତ ଭିତରେ ଯେତେସବୁ ରାଜ୍ୟ ଅଛି ଓଡ଼ିଶା ସବୁଠାରୁ ଶ୍ରେଷ୍ଠରେ ରହିବ । ମାଳିକାରେ ଲେଖା ଯାଇଛି କି ଯୁଗ ଶେଷ ହେଲେ ମଧ୍ୟ ଓଡିଶାରେ ସବୁଠାରୁ ଅଧିକ ଲୋକ ରହିଯିବେ । ଓଡିଶାରେ ଜ୍ଞାନୀ ଏବଂ ଆଧ୍ୟାତ୍ମିକ ଲୋକ ରହିବେ ବୋଲି ଜଣା ପଡିଛି । ଏହି ପରି ଭବିଷ୍ୟବାଣୀ ଏବେ ସତ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *