LIC ଥିଲେ ଦେଖନ୍ତୁ ଆପଣଙ୍କ ପାଇଁ ବଡ଼ ଖବର ଆସିଲା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ବିମା ଧାରକ ମାନଙ୍କ ପାଇଁ ଖୁସୀ ଖବର ଯଦି ଆପଣ ମାନେ ବି ଜଣେ LIC ବିମା ଗ୍ରାହାକ ଏବଂ ଆପଣ ମାନଙ୍କ ବି ଯଦି LIC ରେ ପଲିସି ରହିଛି ତେବେ ଆସନ୍ତୁ ଜାଣିନେବା ସଂମ୍ପର୍ଣ୍ଣ ଅପଡେଟ । ଏବେ ଏବେ ଆସୁଛି LIC ପକ୍ଷରୁ ଆଉ କିଛି ନୂଆ ସୂଚନା । ଭାରତିୟ ଜିବନ ବିମା ନିଗମ LIC ନିଜର ଗ୍ରାହାକ ଙ୍କୁ ବଡ ଖୁସୀ ଖବର ଦେଇଛି ।

ଏହା ନିଜର ଗ୍ରାହାକ ମାନଙ୍କ ପାଇଁ ୱାଟସପ ସର୍ଭିସ ର ଆରମ୍ଭ କରିଛି । LIC ର ସୁବିଧା ମାଧ୍ୟମରେ ଆପଣ ମାନେ ସହଜ ରେ ଫୋନ ମାଧ୍ୟମରେ ନିଜର ବିମା ପଲିିସି ସହିତ ଯୋଡିତ ସେବାର ଲାଭ ମଧ୍ୟ ଆପଣ ମାନେ ଉଠେଇ ପାରିବେ । ଅର୍ଥାତ ଆପଣ ମାନେ ଏବେ ନିଜର LIC ପୋଲିସ ସଂମ୍ପର୍କିତ କାମ ପାଇଁ LIC ଅଫିସ କୁ ଆଉ ଯିବାକୁ ପଡିବ ନାହିଁ । ଏହି ନେଇ LIC ନିଜେ ଟୁଇଟ କରି ସୂଚନା ଦେଇଛି ।

lic

ତେବେ ଦେଖନ୍ତୁ ଆପଣ ମାନେ କେଉଁ ସବୁ ସୁବିଧା ପାଇ ପାରିବେ ତେବେ ପ୍ରଥମେ ପ୍ରିମିୟମ୍ ଡ୍ୟୁ , ବୋମସ ଇନପୋର୍ମେସନ , ପୋଲିସି ଷ୍ଟାଟସ , ଲୋନ ଇଲିଜିବିଲିଟି କ୍ୱେଟେସନ , ଲୋ ରିପେମେଣ୍ଟ କ୍ୱେଟେସ , ଲୋକ ଇନଭେଷ୍ଟମେଣ୍ଟ ଡ୍ୟୁ , ପ୍ରିମିୟମ୍ ପେଡ ସାର୍ଟିଫିକେଟ , ଏଲଆଇସି ଇୟୁନିଟ ର ଷ୍ଟେଟମେଣ୍ଟ , ଏଲଆଇସି ସର୍ଭିସ ଲିଙ୍କ୍ସ , ଅଫସନ ଇନ ଅଫସନ ଆଉଟ ସର୍ଭିସ୍ , ଏବଂ ସେହି ପରି ଓଟିପି ସର୍ଭିସ ମଧ୍ୟ ଆପଣ ମାନେ ଏବେ ହ୍ୱାଟସପ ମାଧ୍ୟମରେ ପାଇ ପାରିବେ ।

ଏଲଆଇସି ୱାଟସପ ସେବାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏଲଆଇସି ପକ୍ଷରୁ ଜାରି ମୋବାଇଲ ନମ୍ବର ୮୯୭୬୮-୬୨୦-୯୦ରେ hi ଲେଖି ପଠାଇବାର ଅପସନ ଦିଆଯିବ। ଆପଣ ନିଜର ଆବଶ୍ୟକତା ଅନୁସାରେ ଏହି ସେବାକୁ ଚୟନ କରି ଏହି ସୁବିଧାର ଲାଭ ଉଠାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *