ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ଲଞ୍ଚ କରିଛି ତାର ଆଉ ଏକ ନୂଆ ସ୍କିମ୍ । ଜାହାର ନାମ ରହିଛି LIC ଧନ ବର୍ଷା ଯୋଜନା । ତେବେ ଏହି ଯୋଜନା ରେ ଆପଣ ମାନେ ବି ହୋଇପାରିବେ କୋଟି ପତି ତେବେ କେମିତି । ତେବେ କଣ ରହିଛି ଏହାର ବୟସ ସୀମା କଣ ରହିଛି ଏହାର ଇଣ୍ଡରୋ ସ୍କିମ୍ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅରଡେଟ ଉପରେ ।
ଆଜିର ଅନିଶ୍ଚିତ ସମୟ ରେ କେତେ ବେଳେ କାହା ସହିତ କଣ ଘଟିବ କେହି କହି ପାରିବେ ନାହିଁ । ଏହି ଭଳି ସ୍ଥିତିରେ ପରିବାର ର ଆର୍ଥିକ ଭବିଶ୍ୟତ କୁ ସୁରକ୍ଷିତ ରଖିବା ପାଇଁ । ସଠିକ୍ ସ୍ଥାନରେ ବିନିଯୋଗ କରିବା ଆବଶ୍ୟକ ଅଟେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସ୍କିମ୍ କହିବା ପାଇଁ ଯାଉଛୁ ଯେଉଁଥିରେ ଆପଣ ମାନଙ୍କୁ ନିଜର ଟଙ୍କା ବିନିଯୋଗର 10 ଗୁଣ ମିଳିବ ଅଧିକ ରିଟର୍ଣ୍ଣ । LIC ଜିବନ ବିମା ନିଗମ ତଥା LIC ସରକାର ଙ୍କ ତରଫ ରୁ ଏହି ଯୋଜନା ଚଳାଉଛି । ଏହି ଯୋଜନା ର ନାମ ହେଉଛି । LIC ଧନ ବର୍ଷା ଯୋଜନା ।
ଏହି ଯୋଜନା ଆପଣ ମାନଙ୍କୁ ଆର୍ଥିକ ଅନିଶ୍ଚିତତା ରୁ ଉଭୟ ସୁରକ୍ଷା ଏବଂ ସଞ୍ଚୟ ର ଲାଭ ଦେଇଥାଏ । ଏହି ଯୋଜନା ହେଉଛି ଏକ ବ୍ୟକ୍ତିଗତ ଏକକ ପ୍ରିମିୟମ୍ ଓ ଅଣ ଅଂଶକାରୀ ଏକ ପ୍ରିମିୟମ୍ ଜିବନ ବିମା ପୋଲିସି । ଏହି ଯୋଜନା ରେ ଆପଣ ମାନଙ୍କୁ ପ୍ରିମିୟମ୍ କୁ କେବଳ ଥରେ ଜମା କରିବାକୁ ପଡିବ । ଏହା ପରେ ଆପଣ ମାନେ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନିଜର ଜମା ଟଙ୍କାର 10 ଗଣ ପର୍ଯ୍ୟନ୍ତ ରିଟର୍ଣ୍ଣ ଆପଣ ମାନେ ପାଇ ପାରିବେ ।
LIC ଧନ ଯୋଜନା ରେ କୈଣସି କାରଣ ରୁ ପୋଲିସି ଧାରକ ମରିଯିବା ପରେ ତାଙ୍କ ପରିବାର କୁ ଆର୍ଥିକ ସହାୟତା ଦିଆଯାଏ ଏହି ପୋଲିସି ଆପଣେଇବା ପରେ । ଆପଣ ମାନେ ଜମା ହୋଇଥିବା ପ୍ରିମିୟମ୍ ଅପେକ୍ଷା 10 ଗଣ ଅଧିକ ରିସ୍କ୍ କଭର ପାଇ ପାରିବେ । ତେବେ ଏହି ପୋଲିସି ର ପରିପକ୍ୱତା ଅବଦ୍ଧି ହେଉଛି 15 ବର୍ଷ । ଏହି ଯୋଜନା ରେ ଗ୍ରାହାକ ମାନଙ୍କୁ 2 ଟି ବିକଳ୍ପ ଦିଆଯାଏ ।
ପ୍ରଥମ ବିକଲ୍ପ ଜମା ହୋଇଥିବା ଜମା ରାଶିର 1.25 ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରେ । ଏହା ସହିତ ଆପଣ ମାନେ 10 ଲକ୍ଷ ଟଙ୍କା ଦେଇ ଏହି ପୋଲିସି ଆପଣଉଛନ୍ତି । ତେବେ 15 ବର୍ଷ ପରେ ଆପଣ ମାନଙ୍କୁ 12 ଲକ୍ଷ 50 ହଜାର ଟଙ୍କା ମିଳିବ । ଯଦି ଏହି ଅବଦ୍ଧି ମଧ୍ୟରେ ଧାରକ ମରିଯାଏ ତେବେ ତାଙ୍କ ନାମାଙ୍କନ ଏହି ରାଶି ପାଇବେ ।
ଆଉ ଦ୍ୱିତୀୟ ବିକଳ୍ପ ରେ 10 ଗୁଣ ରିକ୍ସ କୋଭର ଉପଲବ୍ଧ ଏହା ହେଉଛି 10 ଲକ୍ଷର ପୋଲିସି ଆରମ୍ଭ କରିବା ପରେ ଆପଣ 1 କୋଟିର ରିସ୍କ୍ କଭର ଆରମ୍ଭ କରନ୍ତି । ଏହି ଭଳି ପରିସ୍ଥିତି ରେ ବିମା ଅବଦ୍ଧି ମଧ୍ୟରେ ଧାରକ ଙ୍କ ମୃ-ତ୍ୟୁ ପରେ ପରିବାର କୁ 1 କୋଟି ଟଙ୍କା ମିଳିବ ବୋଲି ସୂଚନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।