ସମସ୍ତଙ୍କ ଆଗରେ କନ୍ୟାକୁ କିସ୍ କରିବା ବରକୁ ପଡିଲା ମହଙ୍ଗା, ବାହାଘର ଭାଙ୍ଗିଦେଲେ କନ୍ୟା I

kiss

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସର୍ବ ସମ୍ମୁଖରେ କନ୍ୟାକୁ କିସ୍ କରିବା ବର କୁ ପଡିଲା ମହଙ୍ଗା ଏହିଥି ପାଇଁ କନ୍ୟା ଜଣଙ୍କ ଶେଷ ମୂହୁର୍ତ୍ୱରେ ବାହାଘର କୁ ଭାଙ୍ଗି ଦେଇଛି । ଏମିତି କି ପୋଲିସ କୁ ଡାକି ବର କୁ ସର୍ବ ସମ୍ମୁଖ ରେ ବେଇଜତ କରିଛନ୍ତି । ଏହି ଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ସମ୍ମନରେ ତେବେ ମଙ୍ଗଳବାର ରାତିରେ ବିବାହ ଉତ୍ସବରେ ଏମିତି ଘଟଣା ଘଟିଛି ।

ତେବେ ବିବାହ କରିବାକୁ ଥିବା ବର କନ୍ୟା ପରସ୍ପର କୁ ଫୁଲ ମାଳ ପିନ୍ଧେଇ ଥିଲେ । ଏହି ସମୟ ରେ ଷ୍ଟେଜ ସାମ୍ନରେ ପ୍ରାୟ 300 ଜଣ ଅତିଥି ରହିିଥିଲେ । ମାଳ ପିନ୍ଧିବା ପରେ ବର ଜଣଙ୍କ ନିଜର ଭାବି ପତ୍ନୀ ଙ୍କୁ ଷ୍ଟେଜ ଉପରେ କିସ କରିଥିଲେ । କେବଳ ଏତିକି କଥାରେ କନ୍ୟା ଜଣଙ୍କ ରାଗି ଜାଇଥିଲେ । ଏବଂ ତରନ୍ତ ଷ୍ଟେଜ ଉପରୁ ତଳକୁ ଚାଲି ଆସିଥିଲେ । ଏବଂ ବିବାହ କରିବାକୁ ମନା କରି ସେ ପୋଲିସ କୁ ଖବର ଦେଇଥିଲେ ।

love 1

ତେବେ 23 ବର୍ଷିୟ ଯୁବତୀ ଙ୍କ କହିବା ଅନୁସାରେ ତାଙ୍କ ମାଆ ଙ୍କ ସହିତ ବାଜି ଲଗେଇ ବର ଜଣଙ୍କ ସର୍ବସମ୍ମୁଖ ରେ କିସ୍ କରିଥିଲେ । ସେହିଥି ପାଇଁ ସେ ତାଙ୍କର ଚରିତ୍ର ଉପରେ ସନ୍ଧେହ ପ୍ରକାଶ କରିଛନ୍ତି । ଅଧାରୁ ବାହାଘର ଭାଙ୍ଗିଯିବାରୁ ଅତିଥି ମାନଙ୍କ ସହିତ ଘରକୁ ସେ ଫେରି ଜାଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି କନ୍ୟାକୁ ବୁଝା ସୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ କନ୍ୟା ଜଣଙ୍କ କାହାରି କଥା ସୁଣିନଥିଲେ ।

ସେପଟେ ଘଟଣା କୁ ଦେଖି କନ୍ୟାର ମାଆ କହିଛନ୍ତି ମୋ ଭାବି ଜ୍ୱାୟିଁ କୁ ତା ସାଙ୍ଗ ମାନେ ଇସୁକେଇ ଥିଲେ । ଏବେ ମୋ ଝିଅ ତାଙ୍କ ସହିତ ଯିବାକୁ ଚାହୁଁ ନାହିଁ । ଆମେ ସମସ୍ତେ ଝିଅକୁ ବୁଝେଇବାକୁ ଚେଷ୍ଟା କରିଛୁ । ହେଲେ ସେ ଆଦୁ ରାଜି ହେଉ ନାହିଁ । ଆମର ଆଶା ଆଗାମୀ ଦିନରେ ସବୁ କିଛି ଠିକ୍ ହୋଇଯିବ ବୋଲି । ଏହିଥି ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ ।

ଅନ୍ୟପଟେ ବାହାଘର ଷ୍ଟେସନ ହାଉସ ଅଫିସର ପଙ୍କଜ ଲାଭାନିଆ କହିଛନ୍ତି ଯେ ପରମ୍ପରା କୁ ଦେଖିବାକୁ ଗଲେ ସେମାନେ ଉଭୟ ବିବାହ କରିସାରିଛନ୍ତି । ଘଟଣା ଘଟିବା ପୂର୍ବରୁ ବିବାହର ସବୁ ରିତିନିତି ଶେଷ ହୋଇଛି । ତେବେ ଭାବି ପତ୍ନୀ ପତି ବିବେକ ମଲହୋତ୍ରା ଙ୍କ ସହିତ ଯିବାକୁ ମନା କରିଦେଇଛନ୍ତି । ସମସ୍ତେ ନିଜ ନିଜ ଜିଦିରେ ଅଟଳ ରହିଥିବା ବେଳେ ଆମକୁ ସ୍ଥିତି ଥଣ୍ଡା ପଡିବା ଯାଏ ପପେକ୍ଷା କରିବାକୁ ହେବ ବୋଲି କନ୍ୟାଙ୍କ ମାଆ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *