ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବନ୍ଧୁଗଣ ବର୍ତମାନ ସମୟ ରେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଜାହା ଆପଣ ମାନେ ବି ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ଏବଂ ଆପଣ ମାନେ ନିଶ୍ଚିତ ଭାବେ ନିନ୍ଦା କରିବେ । ଆଜି କାଲି ଦୁନିଆଁରେ ଲୋକ ମାନେ ସଂମ୍ପର୍କ କୁ ଭୁଲିଯାଉଛନ୍ତି । ଦେଢସୁର ଭାଇ ବୋହୁ କୁ ନେଇ କେଉଁଆଡେ ଫେରାର ହୋଇଜାଉଛନ୍ତି । ସେହି ପରି ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ ଦେଖିବା ପାଇଁ ପାଇଥିବେ ଦିଅର ଭାଉଜ ମଧ୍ୟ ଭଲ ପାଇ କେଉଁଆଡେ ଫେରାର ହୋଇଯାଉଛନ୍ତି ।
ତେବେ ବର୍ତମାନ ସମୟ ରେ ଏମିତି ଏକ ଭିଡ଼ିଓ ଦେଖିବା ପାଇଁ ମିଳୁଛି ଜାହା ଦେଖିବା ପରେ ବହୁତ ନିନ୍ଦା ଲାଗୁଛି । ଭିଡିଓ ରେ ଦେଖିବାକୁ ମିଳିଛି କି ଜଣେ ବୋହୁ ଶଶୁର ସହିତ ରା-ସ-ଲୀଳା କରୁଛନ୍ତି। ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଆଉ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି ।
ଜଣେ ଝିଅ ବାହା ହୋଇ ଶାଶୁଘର କୁ ଆସିଥାଏ । ବହୁତ ଖୁସି ରେ ରହିବ ବୋଲି ଭାବୁଥାଏ । ସ୍ୱାମୀ ଜଣଙ୍କ ମଧ୍ୟ ବହୁତ ଖୁସି ହୋଇଥାଏ । ଏବଂ ସାତ ଜନ୍ମର ସାଥି ହୋଇ ରହିବା ପାଇଁ ପ୍ରତିଶ୍ରୁତି ଦେଇଥାଏ । ସେମାନେ ବେଦୀ ଚାରିପଟେ ସାତ ଫେରା ନେଇଥାନ୍ତି । ସବୁବେଳେ ସେମାନେ ସାଥୀ ହୋଇ ରହିବେ । ଝିଅଟି ବାହା ହୋଇ ଆସିବା ପରେ ଶଶୁର ବଦଳରେ ବାପା ଆଉ ଶାଶୁ ବଦଳରେ ମାଆ ପାଇଥାଏ ଏବଂ ସେ ବହୁତ ଖୁସି ହୋଇଥାଏ ।
କାରଣ ସେ ନିଜ ବାପା ମା ଙ୍କୁ ଛାଡି ଆସିଥାନ୍ତି । ଶଶୁର ଆଉ ବୋହୂ ର ସମ୍ପର୍କ ପବିତ୍ର ଅଟେ । ହେଲେ ଏଠାରେ ଯାହା ଦେଖିବାକୁ ମିଳିଛି ତାହା ସତରେ ବହୁତ ନିନ୍ଦନୀୟ ଅଟେ । ବୋହୁ ଜଣଙ୍କ ସ୍ୱାମୀ ନଥିବା ସମୟରେ ନିଜ ଶଶୁର ସହିତ ରା-ସ-ଲୀଳା କରୁଥିବାର ଦେଖିବାକୁ ମିଳିଛି ।
ରା-ସ-ଲୀଳା କରୁଥିବା ସମୟରେ ଗ୍ରାମବାସୀ ମାନେ ଦେଖି ନେଇଥିଲେ । ଏହାପରେ ବୋହୁ ଜଣଙ୍କ ଝଗଡ଼ା କରୁଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଏହି ଘଟଣାଟି ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରଲ ହେବାରେ ଲାଗିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।