ରାସନ କାର୍ଡ ଥିଲେ ଏବେ ହିଁ ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ଜଣେ ରାସନ କାର୍ଡ ହୀତାଧିକାରୀ ତେବେ ଜାଣି ରଖନ୍ତୁ ରାସନ କାର୍ଡ ରେ ମିଳିବାକୁ ଯାଉଛି ଆଉ କିଛି ନୂଆ ସୁବିଧା ଏହି ନେଇ କେନ୍ଦ୍ର ସରକାର ଙ୍କ ତରଫ ରୁ ରାସନ କାର୍ଡ ରେ ରହିଛି ନୂଆ ଆପଡେଟ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ଯଦି ଆପଣ ମାନେ ବି ରାସନ କାର୍ଡ ରୁ ମାଗଣା ରାସନ ର ସୁବିଧା ଉଠାଉଛନ୍ତି ।

କିଛି ଦିନ ପୂର୍ବରୁ ସୁଣିବାକୁ ମିଳୁଥିଲା ଯେ ଭାରତ ରେ ସରକାରୀ ଗହମ କମ୍ ପରିମାଣ ରେ ଥିବାରୁ ରାସନ ହୀତାଧିକାରୀ ଙ୍କୁ ଗହମ ଦେବା ବନ୍ଦ ରହିବ । ଜାହା ଫଳ ରେ ଅସୋନ୍ତୋଷ ବାତାବରଣ ସୃଷ୍ଟି ହେଉଥିଲା । ହେଲେ ବର୍ତମାନ କେନ୍ଦ୍ର ସରକାର ଙ୍କ ଖାଉଟି ମାମଲା ଏବଂ ଖାଦ୍ୟ ମନ୍ତ୍ରାଳୟ କହିଛି ଯେ ଦେଶର କଲ୍ୟାଣ କାରୀ ଯୋଜନା ପାଇଁ ଖାଦ୍ୟର ଅଭାବ ରହିବ ନାହିଁ ।

Ration

ଏହିଥି ପାଇଁ ଦେଶରେ ସରକାର ଙ୍କ ପାଖରେ ପର୍ଯ୍ୟାପ୍ତ ଗହମ ରହିଛି । ସରକାରୀ ଡାଟା ଅନୁସାରେ ଏହି ଡିସେମ୍ବରରେ ସରକାରୀ ଗୋଦାମ୍ ରେ ଗହମ ର ଷ୍ଟୋକ୍ ଗତ 6 ବର୍ଷ ତୁଳନା ରେ ସବୁଠୁ କମ୍ ରହିଛି । ତେବେ ଅଧିକ ଚାହିଦା ଯୋଗୁଁ ମୂଲ୍ୟ ରେକର୍ଡ ସ୍ଥରରେ ପହଁଚିଛି ।

ଉଲ୍ଲେଖ ଯୋଗ୍ୟ ଯେ ଭାରତ ଦୁନିଆଁ ର ଦ୍ୱିତୀୟ ଗହମ ଉତ୍ପାଦନ ଦେଶ । ମେ ମାସରେ ଗହମ ରପ୍ତାନୀ ଉପରେ ଭାରତ ପ୍ରତିବନ୍ଧକ ଲଗେଇଥିଲା । ଯାହାକି ବଡ ସୂଚନା ମୁତାବକ ଏଣିକି ରାସନ କାର୍ଡ ରେ ଗହମ ବନ୍ଦ ରହିବା ପରିବର୍ତ୍ତେ । ସମସ୍ତ ଙ୍କୁ ପୁଣି ମିଳିବ ଗହମ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *