ଯୋନିକୁ ( Vagina ) କେମିତି ରଖିବେ ସଫା ? Dr rashmi ranjan das

Dr rashmi ranjan

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଶରୀର ର ଆଭ୍ୟନ୍ତରଣିୟ ଅଙ୍ଗ ବହୁତ ସୁକ୍ଷ୍ମ ଅଟେ ଜାହା ଥରେ ସଂଙ୍କ୍ରମିତ ହେଲେ ଭଲ ହେବା ବହୁତ ମୁସକିଲ ହୋଇପଡେ ତେବେ ଆଜି ଆମେ ନାରୀ ମାନଙ୍କ ଭ୍ରଜାଇନା ସଂଙ୍କ୍ରମଣ ବିଷୟ ରେ କଥା ହେବା । ବହୁତ ସମୟ ରେ ମହିଳା ମାନଙ୍କର ଭୁଲ ପାଇଁ ସେମାନେ ଯୈ-ନି ରେ ଇନଫେକ୍ସନ କରି ଦିଅନ୍ତି । ଆଉ ଧିରେ ଧିରେ ଏହି ଇନଫେକସନ ଭିତର କୁ ମାଡି ଚାଲିଥାଏ । ଆଉ ଭିବିଷ୍ୟତ ରେ ବହୁତ ବଡ ବଡ ଅସୁବିଧା ଆସିଥାଏ ।

ତେବେ ଆପଣ ମାନଙ୍କୁ ଇନଫେକସନ ରୁ ରକ୍ଷା ପାଇବା ପାଇଁ ନିଜର ଯୌ-ନି କୁ ଠିକରେ ସଫା ରଖିବାକୁ ପଡିବ, ତେବେ ତାହା କେମିତି କରିବେ ଆସନ୍ତୁ ସେ ବିଷୟରେ ଜାଣିବା । ତେବେ ମହିଳା ମାନେ ସାଧାରଣତଃ ପରିସ୍ରା କରିବା ପରେ ସେମିତି ହିଁ ରହିଥାନ୍ତି । ସେମାନେ ନିଜର ଯୈ-ନି କୁ ସଫା କରନ୍ତି ନାହିଁ । ଆଉ କେହି କେହି ଖାଲି ପାଣିରେ ଯୌ-ନି କୁ ସଫା ରଖନ୍ତି ତ ଆଉ କେହି କେହି ସାବୁନ ମାଧ୍ୟମରେ ଯୌ-ନି କୁ ସଫା ରଖିବା ପାଇଁ ଚେଷ୍ଟା କରନ୍ତି ।

period

ତେବେ ସବୁଠୁ ବଡ କଥା ହେଲାକି ଆପଣ ମାନେ କୋଉ ବି ମେଡିସିନ ଏବଂ ଯୌ-ନି ସଫା ରଖିବା ପୂର୍ବରୁ ଆପଣ ମାନେ ଡାକ୍ତର ଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ଅଟେ । କାରଣ ଅନେକ ସମୟ ରେ ବିନା ପରାମର୍ଶ ରେ ବ୍ୟବହାର କରୁଥିବା ମେଡିକାଲ ପଦାର୍ଥ ଖୁବ ଜଲ୍ଦି ଶରୀର ଉପରେ ରିଏକ୍ସନ କରେ । ଡାକ୍ତର ଙ୍କ ମତରେ ଆପଣ କୈଣସି କମ୍ପାନୀ ର ପ୍ରଡୋକ୍ଟ ବ୍ୟବହାର କରୁଛନ୍ତି ତେବେ ତାହା ଭୁଲ ନୁହେଁ ।

ହେଲେ ଯଦି ଆପଣ ମାନେ ସାଧାରଣ ସାବୁନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖରାପ ହୋଇପାରେ । ସାଧାରଣତଃ ସାବୁନ ରେ କ୍ଷାରିୟ ଅଂଶ ଯୋଡିରେ ଥିବା PH କୁ ନଷ୍ଟ କରିଦେଇଥାଏ । ସେହିଥି ପାଇଁ ଆପଣଙ୍କୁ ଯୌ-ନି ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ଯେତେ ବେଳେ ବି କିଛି ପ୍ରଡୋକ୍ଟ ଆପଣ ମାନେ ଯୌ-ନିରେ ବ୍ୟବହାର କରୁଛନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ଡାକ୍ତର ଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ଅଟେ ।

ଆଉ ଯଦି ଇନଫେକ୍ସନ ବେଳେ ଆପଣ ଆଣ୍ଟିବାୟୋଟିକ ବ୍ୟବହାର କରୁଛନ୍ତି ତେବେ ସେତେବେଳେ ଅଧିକ ଯତ୍ନଶୀଳ ହେବା ଦରକାର ନହେଲେ ଇନଫେକ୍ସନ କମିବା ଜାଗାରେ ବଡିଯାଏ । ତେବେ ମନେ ରଖିବେ କେବଳ ପାଣି ହିଁ ସବୁଠୁ ଭଲ ଜିନିଷ ଅଟେ ଯୈ-ନିକୁ ସଫା ରଖିବା ପାଇଁ । ଆପଣ ଯେତେ ବେଳେବି ଯୌ-ନି କୁ ସଫା କରୁଛନ୍ତି ସେତେ ବେଳେ ଆପଣ ମାନେ ଦୁଇଥର ଖାଲି ପାଣିରେ ଯୌ-ନିକୁ ସଫା କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *