ଶାଶୂଘରକୁ ଯିବା ପରେ ଏବେ କେମିତି ଅଛନ୍ତି ରିୟା

Riya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ଅଭିନେତ୍ରୀ ରିଆ ଦେ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ଗତ ଦୁଇ ଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଆପଣ ମାନଙ୍କର ଅତି ପ୍ରିୟ ରିଆ ଦେ । ତେବେ ବିଗତ 4 ବର୍ଷର ଭଲ ପାଇବା ପରେ ଗତ ଦୁଇ ଦିନ ତଳେ ରିଆ ଦେ ନିଜର ବୟଫ୍ରେଣ୍ଡ ସୁନିଲ ଙ୍କୁ ବିବାହ କରିଛନ୍ତି । ତେବେ ଦର୍ଶକ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ବିବାହ ପରେ ବର୍ତମାନ ସମୟ ରେ ରିଆ ନିଜର ଶାଶୁ ଘରେ କେମିତି ରହିଛନ୍ତି ।

ଏବଂ ତାଙ୍କର ସ୍ୱାମୀ ସୁନିଲ ଙ୍କ ବିଷୟ ରେ ଆପଣ ମାନେ କିଛି ଜାଣିଛନ୍ତି କି ଯଦି ଜାଣିନାହାଁନ୍ତି ତେବେ ଆମେ ଆପଣ ମାନଙ୍କୁ ଏଠାରେ ଜଣେଇ ଦେବାକୁ ଚାହିଁବୁ । ତେବେ ବନ୍ଧୁଗଣ ରିଆ ଏବଂ ସୁନିଲ ଦିର୍ଘ ଦିନ ହେଲା ଦୁହେଁ ଦୁହିଁଙ୍କୁ ଭଲ ପାଇ ଆସୁଥିଲେ ତେବେ ସେମାନଙ୍କର ଗତ ଦିନରେ ବହୁତ ଧୁମଧାମ ରେ ବଙ୍ଗାଳୀ ଷ୍ଟାଇଲ ରେ ମ୍ୟାରେଜ ହୋଇଛି ।

Riya Dey

ତେବେ ରିଆ ଦେଖିବାକୁ ଯେତିକି ସୁନ୍ଦର ସୁନିଲ ମଧ୍ୟ ଦେଖିବାକୁ ସେତିକି ହେଣ୍ଡସମ ଅଟନ୍ତି । ତେବେ ସୁନିଲ ହେଲେ ଜଣେ ସଫ୍ଟୋୱିଆର ଡେଭଲପ ମେଣ୍ଟ ଇଂଞୀନିୟର ଏବଂ ରିଆ ବର୍ତମାନ ସମୟ ରେ ଶାଶୁ ଘରେ ବହୁତ ଖୁସୀରେ ରହିଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ଜାହାର କିଛି ଫୋଟ ଏବଂ ଭିଡ଼ିଓ ସେ ସୋସିଆଲ ମିଡିଆ ରେ ପୋଷ୍ଟ କରିଥିବାର ଦେଖିବା ପାଇଁ ମିଳିଥିଲେ ।

ବିବାହ ଖବର ଜାଣିବା ପରେ ପ୍ରଶଂସକ ମାନେ ମଧ୍ୟ ଅନେକ ଶୁଭେତ୍ସା ଜଣାଇଥିଲେ । ତେବେ ସ୍ଥାନୀୟ ହୋଟେଲ୍‌ ହରିପ୍ଲାଜା ରେ ଏହି ଅଭିନେତ୍ରୀଙ୍କର ବିବାହ ଉତ୍ସବ ହୋଇଥିଲା ଏବଂ ଶୁକ୍ରବାର ପୁରୀସ୍ଥିତ ଶାଶୁ ଘରେ ରିୟାଙ୍କ ରିସେପ୍‌ସନ୍‌ ଉତ୍ସବ ହୋଇଥିଲା । ଶୁଣିବାକୁ ମିଳୁଛି ଯେ ବିବାହ ପରେ ତାଙ୍କୁ ପ୍ରଥମେ ପଥମେ ଶାଶୂ ଘରେ ଏବେ ଚଳିବାକୁ ଟିକେ କଷ୍ଟ ହେଉଛି ।

କିନ୍ତୁ ଯେହେତୁ ସେ ସୁନୀଲଙ୍କୁ ସ୍ୱାମୀ ରୂପରେ ପାଇଛନ୍ତି ଏହି କଷ୍ଟ ଆଉ ବେଶୀ ଦିନ ରହିବ ନାହିଁ । ବାପା ବଦଳରେ ଜଣେ ଭଲ ଶଶୁର ଏବଂ ମାଆ ବଦଳରେ ଜଣେ ଭଲ ଶାଶୂଟିଏ ଏବେ ରିୟା ପାଇଛନ୍ତି । ଦୁଇ ପରିବାରର ସହମତିରେ ଏହି ବିବାହ ହୋଇଥିବାରୁ ଏବେ ସୁନା ବୋହୁ ପରି ଶାଶୂ ଘରେ ବହୁତ ଖୁସିରେ ରହିଛନ୍ତି ରିୟା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *