ଗୁରୁତ୍ତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ହିରୋଇନ l

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ପ୍ରସିଦ୍ଧ ହିରୋଇନ ଭୟଙ୍କର ରୋଗରେ ପିଡୀତ । ତେବେ ଗୁରୁତ୍ୱର ଅବସ୍ଥା ରେ ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ପ୍ରସିଦ୍ଧ ହିରୋଇନ । ଏହି ଲୋକପ୍ରିୟ ଅଭିନେତ୍ରୀ ଗତ ୧୨ରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯେତେବେଳେ ସେ ଏକ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଯାଉଥିଲେ । ଏହାପରେ ସେ ଚିକିତ୍ସା ପାଇଁ ଯାଇଥିଲେ ।

ଏହି ଲୋକପ୍ରିୟ ଅଭିନେତ୍ରୀ ଫାଇଫ୍ ରୋମିଆ ଲଜିଆ ନାମକ ଏକ ବିରୋଳ ରୋଗରେ ପୀଡିତ ଥିବା ଜାଣିବାକୁ ମିଳୁଛି । କିଛି ଆୟୁର୍ବେଦ ଚିକିତ୍ସା ପରେ ପିଠିରେ ପୁଣିଥରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସେ ମୁମ୍ବାଇ ଯାଇଥିଲେ । ଫାଇଫ୍ ରୋମିଆ ଲଜିଆ ହେଉଛି ଏକ ମାଂସପେଶୀ ଯନିତ ରୋଗ । ଏନେଇ ପୁନମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି ।

punam

ଅଭିନେତ୍ରୀ ପୁନମ କହିଛନ୍ତି ଏହା ତୁରନ୍ତ ଆରୋଗ୍ୟ ହୋଇପାରିବ ନାହିଁ । ଏହା କେବେ ସ୍ଥିର ହେବ କେତେ ସମୟ ଲାଗିବ ସେ ବିଷୟରେ କିଛି କୁହାଯାଇ ପାରିବ ନାହିଁ । ଯେହେତୁ ଆୟସିଟିସ ମାଂସ ପେଶୀର ଗତିକୁ ପ୍ରଭାବିତ କରେ । ଫାଇଫ୍ ରୋମିଆ ଲଜିଆ ରେ ମାଂସ ପେଶୀ ଯନ୍ତ୍ରଣା ହୁଏ ବୋଲି କୁହାଯାଏ । ଏପରିକି ଏହି ରୋଗ ସ୍ଥିର ହେବ ମସ୍ତିଷ୍କ ର ଅନ୍ୟାନ୍ୟ କାର୍ଯ୍ୟ ରେ ପ୍ରଭାବିତ କରିଥାଏ ।

ଅଭିନେତ୍ରୀ ପୁନମ୍ ଙ୍କର ଏହା ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଅଛି । ଏହା ତୁରନ୍ତ ଚିକିତ୍ସା ସହିତ ବିପଦରୁ ଦୂରେଇ ରହିଛି । ଆଶା କରାଯାଉଛି ସେ ଶିଘ୍ର ସୁସ୍ଥ ହୋଇଯିବେ । ନିକଟରେ ପୁନମ ତେଲଗୁ ଫିଲ୍ମ ନାତିସେରମିରେ ଅଭିନୟ କରୁଥିଲେ । ତେବେ ଭୟଙ୍କର ରୋଗରେ ପିଡୀତ ତେଲୁଗୁ ଅଭିନେତ୍ରୀ ପୁନମ ଗୋର । ସେ ଶିଘ୍ର ଭଲ ହୋଇ ଘରକୁ ଫେରି ଆସନ୍ତୁ ବୋଲି ତାଙ୍କର ପ୍ରସଂଶକ ମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *