ଆସିଲା କାଳିଆ ଛାତ୍ରବୃତି 2023 । ଛାତ୍ରଛାତ୍ରୀ ମାନଙ୍କୁ ମିଳିବ 12 ହଜାର ଟଙ୍କା…

KALIA Chhatravriti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିହାତି ଭାବେ କାଳିଆ ଯୋଜନା ବିଷୟ ରେ ନିହାତି ଜାଣିଛନ୍ତି । ତେବେ ସେହି କାଳିଆ ଯୋଜନା ଅଧିନ ରେ ଆଉ ଗୋଟିଏ ରହିଛି କାଳିଆ ସ୍କୋଲାରସିପ୍ ବା କାଳିଆ ଛାତ୍ରବୃତି । ତେବେ ଏହାର ମଧ୍ୟ ଆପ୍ଲାୟ ଡେଟ୍ ଆସିସାରିଛି । ଯେଉଁଟା କି 2022/23 ପାଇଁ କେଉଁ ମାନେ ଏହିଥିରେ ଇଲିଜିବୁଲ ବା କେଉଁ ମାନେ ଆବେଦନ କରିବେ 12 ହଜାର ଟଙ୍କା ସେମାନଙ୍କୁ ମିଳିବ ।

ସଂମ୍ପର୍ଣ୍ଣ ସବୁ କିଛି ଆମେ ଏଠାରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏବଂ ଏହାର ଅଫିସିଆଲ ନୋଟିଫିକେସନ ବିଷୟ ରେ ଜଣେଇବୁ । ତେବେ ଆପଣ ମାନେ ଏଠାରେ ଏହାର ଯେଉଁ ଅଫିସିଆଲ ନୋଟିଫିକେସନ ଆସିଛି ତାହାକୁ ଆପଣ ମାନେ ଜାଣି ପାରୁଥିବେ । ଏବଂ ଏହାର ଶେଷ ତାରିଖ 31/1/2023 ଶେଷ ତାରିଖ ରହିଛି । ଏହିଥିରେ ଦେଖନ୍ତୁ କେଉଁ ମାନେ ଇଲିଜିବୁଲ ଏବଂ କେଉଁ ମାନେ ଆପ୍ଲାୟ କରି ପାରିବେ ।

KALIA Scholarship

ତେବେ ପ୍ରଥମେ ତ ଯେଉଁ ମାନେ MBBS, EDS, BHMS, BFArma, BSE NURSHING , BBSE , PSE ଏଗ୍ରୀକଲ୍ଚର , BSE ହର୍ଟିଲାଇଜର ଏମିତି କି ବିଭିନ୍ନ ଡିପ୍ଲାମା ଛାତ୍ରଛାତ୍ରୀ ମାନଙ୍କୁ ବି ମିଳି ପାରିବ । ତେବେ ଆପଣ ମାନଙ୍କୁ ଏହିଥି ପାଇଁ ନିଜର ବାପା ମାଆ ଙ୍କର କାଳିଆ ଯୋଜନାରେ ଏକାଉଣ୍ଟ ରହିଥିବା ଜରୁରୀ ବା ସେମାନେ ଜଣେ କ୍ଷୁଦ୍ରଚାଷୀ ବୋଲି ପ୍ରମାଣିତ ହୋଇଥିବା ଦରକାର ତେବେ ସେମାନେ ଏହାକୁ ଆପ୍ଲାୟ କରି ପାରିବେ ।

ଏହା ପାଇଁ scholarship.odisha.gov.in କୁ ଯିବାକୁ ପଡିବ । ଏବଂ ଏଠାରେ ଆପଣ ମାନଙ୍କୁ ଆପ୍ଲାୟ କରିବାର ଅଫସନ ରହିଛି । ତେବେ ଆପଣ ମାନଙ୍କୁ ପ୍ରଥମେ ଏଠାରେ କାଳିଆ ସ୍କୋଲାରସିପ୍ ପାଇଁ ଅଫସନ ରହିଛି । ଏବଂ ସେଠାରେ ଆପଣ ମାନଙ୍କୁ ବିଭିନ୍ନ କାଷ୍ଟର ଇଲିଜିବିଟି ସହିତ ଆପ୍ଲାୟ କରିବାର ଅଫସନ ମଧ୍ୟ ଆସିଯିବ ।

ସେହିପରି ଆପଣ ମାନଙ୍କୁ ଆପ୍ଲାୟ କରିବା ଲାଗି ଆପଣ ମାନଙ୍କୁ କଣ କଣ ଡକ୍ୟୁମେଣ୍ଟ ଲାଗିବ ଆଧାର କାର୍ଡ , କାଷ୍ଟ ସାର୍ଟିଫିକେଟ , ରେସିଡେଣ୍ଟ , ସାର୍ଟିଫିକେଟ , ବ୍ୟାଙ୍କ ପାସବୁକ , ଆଧାର ନମ୍ବର , ପାସପୋର୍ଟ ସାଇଜ ଫୋଟ ଗ୍ରାଫ୍ , ବେନିଫିକାରି ଆପଣ ମାନଙ୍କ ଆଇଡି , ମେଟ୍ରିକସନ ସାର୍ଟିଫିକେଟ , ଏବଂ ଏହାର ମାର୍କସିଟ ଏହି ସମସ୍ତ ମଧ୍ୟ ଦରକାର ପଡୁଛି । ତେବେ ଏମିତରେ ଆପଣ ମାନେ ଆପ୍ଲାୟ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *