ରାତିରେ ପରି-ଶ୍ରା ଯାଇଥିଲି ମୋତେ ଟେକି ନେଇ ଭୁବନେଶ୍ଵରରେ 3 ମାସ ଭଡ଼ା ଘରେ ରଖି ଜେତେ ଇଛା କଲା, ଆଉ ତା’ପରେ ମତେ…

ta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ବିଷୟରେ ଆପଣ ମାନେ ଜାଣିବାକୁ ପାଉଥିବେ । ତେବେ ବର୍ତ୍ତମାନ ଏଭଳି ଗୋଟିଏ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ ବୋଲି କୁହାଯାଉଛି । ଆଉ ଯେଉଁଠି ଦେଖିବାକୁ ମିଳିଛି କି ଗୋଟିଏ ବିବାହିତା ମହିଳା ଜଣଙ୍କ ଉପରେ ନଜର ରଖୁଥିଲେ । ପ୍ରେମିକ ଜଣଙ୍କ ଥିଲ ସେତିକି ବେଳେ କେତେବେଳେ ମହିଳା ଜଣଙ୍କ ପରିସ୍ରା କରିବା ପାଇଁ ରାତିରେ ବାହାରକୁ ଆସିଥିଲେ ସେତେବେଳେ ମହିଳା ଙ୍କୁ ଉଠାଇ ନେବା ସହିତ 3 ମାସ ଧରିକି ଦୁ-ସ୍କ-ର୍ମ କରିଥିଲେ ଯୁବକ ।

ଆଉ ପରେ ମହିଳା ଜଣଙ୍କ ଘଟଣା ସ୍ଥଳରୁ ଖସି ଆସିବା ସହିତ ନ୍ୟାୟ ପାଇଁ ଧାରଣା ଦେଉଛି । ତେବେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିନେବା । ତେବେ ମିଳିଥିବା ସୂଚନା ଅନୁସାରେ ଏମିତି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ରଙ୍ଗୁଳି ଥାନା କନିଆଁ ବ୍ଲକ୍ ଅନ୍ତର୍ଗତ ଭାରିଆ ବେଢା ଅଞ୍ଚଳରେ ଦେଖା ଦେଇଛି ଏମିତି ଏକ ଲଜ୍ୟା ଜନକ ଘଟଣା ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

women 1

ଆଉ ଯାହା କୁହାଯାଉଛି ଯେ ସେହି ଗାଁ ର ଜଣେ 35 ବର୍ଷିୟ ଯୁବକ ମିତାରାଣୀ ସାହୁ ଆଜକୁ ପ୍ରାୟ 19 ବର୍ଷ ପୂର୍ବରୁ ତାଙ୍କର ଗ୍ରାମରେ ବୌଦିକ ରୀତିରେ ବିବାହ କରିଥିଲେ । ଭୁଗୁନି ସାହୁ ଙ୍କୁ ବିବାହ କରିଥିଲେ । ଆଉ ଯାହା କୁହାଯାଉଛି ଯେ ସ୍ୱାମୀ ସ୍ତ୍ରୀ ଓ ପୁଅ ଝିଅ ଙ୍କୁ ନେଇ ବହୁତ ଖୁସି ରେ ମଧ୍ୟ ଚାଲିଥିଲା ସେମାନଙ୍କର ପରିବାର । ଆଉ ତାଙ୍କର ହସ ଖୁସି ର ସଂସାର ଭିତରେ ବାଧକ ସାଜିକି ଆସିଛନ୍ତି ଭାଲିଆ ବେଢା ଅଞ୍ଚଳର 40 ବର୍ଷୀୟ ଯୁବକ ସୁକାନ୍ତ ସାହୁ ।

ଆଉ ଯାହା କୁହାଯାଇଛି କି ମିତାରାଣୀ ଙ୍କ ଅଭିଯୋଗ ଅନୁସାରେ ଗତ ମେ ମାସ 11 ତାରିଖ ଦିନ ରାତିରେ ଯେତେବେଳେ ମିତାରାଣୀ ପରିସ୍ରା କରିବା ପାଇଁ ବାହାରକୁ ଜାଇଥିଲେ ସେତେବେଳେ ନଜର ରଖିଥିଲେ ସୁକାନ୍ତ । ଆଉ ଯାହା କୁହାଯାଉଛି କି ସେ ଠିକ ସେତିକି ବେଳେ ତାଙ୍କୁ ଉଠାଇ ନେଇ ପଳେଇ ଯାଇଥିଲେ । ଆଉ ସେଠାରେ ରୁମ ଭଡା ନେଇ ତାଙ୍କୁ ରଖିବା ସହିତ 3 ମାସ ଧରିକି ତାଙ୍କ ସହିତ ଦୁ-ସ୍କ-ର୍ମ ମଧ୍ୟ କରିଥିଲେ ।

ତେବେ ମହିଳା ଜଣଙ୍କ ପାଟି କରିବାରୁ ରୁମ ନିକଟକୁ ସ୍ଥାନୀୟ ଲୋକ ମାନେ ଆସିଥିଲେ ଆଉ ଘଟଣା କୁ ଦେଖିବା ପରେ ମହିଳା ଜଣଙ୍କୁ ଉଦ୍ଧାର କରି ତାଙ୍କର ଗାଁ ରେ ଛାଡିଥିଲେ । ଆଉ ଯେଉଁ ଘଟଣା କୁ ନେଇକି ମିତାରାଣୀ ଥାନା ରେ ମଧ୍ୟ ଅଭିଯୋଗ କରିଛନ୍ତି । ମାତ୍ର ଗୋଟିଏ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ସୁକାନ୍ତ ଙ୍କୁ ଧରି ପାରି ନ ଥିଲା । ଆଉ ଯେଉଁଥିପାଇଁ ବର୍ତ୍ତମାନ ଅଭିଯୁକ୍ତ ଙ୍କର ଘର ସାମ୍ନା ରେ ଧାରଣା ରେ ବସିଛନ୍ତି ମହିଳା ଜଣଙ୍କ । ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *