ବଡ଼ ଖବର । ଆଜିଠାରୁ ଦେଶରେ ଲାଗୁ ହେଲା ଏହି ସବୁ ନୂଆ ନିୟମ…

news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଓଡିଶା କୁ ପୁଣି ଫେରି ପାରେ ଲକଡାଉନ । ବଢିପାରେ କୋରନା ବଢୁଛି ଚିନ୍ତା ଏବେ ପୁଣି ଥରେ କୋଭିଡ୍ ର ନୂଆ ଭେରିଆଣ୍ଟ ଚିହ୍ନଟ ହୋଇଛି । ପୁଣି ଥରେ ମାଡି ବାରେ ଲାଗିଛି କୋରନା ବିଶ୍ୱରେ କୋରନା ମାମଲା ବଢୁଥିବା ବେଳେ ଭାରତ ପାଇଁ ଏହା ଏକ ଚିନ୍ତା ର ବିଷୟ ପାଲଟିଛି । ତେବେ ଏହାରି ମଧ୍ୟରେ କୋଭିଡ ର ଓମିକ୍ରନ ଭ୍ୟାରିଆଣ୍ଟ BFS7 ଓଡିଶା ରେ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ଜାତୀୟ ଗଣ ମାଧ୍ୟମ ରେ ରିପୋର୍ଟ ପ୍ରକାଶ ପାଇଛି । ଗୁଜୁରାଟ ରେ 3 ଜଣ ଏବଂ ଓଡିଶା ରେ ଦୁଇ ଜଣ ଚିହ୍ନଟ ହୋଇଥିବାର ଜଣା ପଡିଛି । ନୂଆ ଭେରିଆଣ୍ଟ ଅକ୍ଟୋବର ରେ ଚିହ୍ନଟ ହୋଇଥିବା ରିପୋର୍ଟ ରେ ପ୍ରକାଶ ପାଇଛି ଯେ ସମ୍ପୃତି BFS7 ଭେରିଆଣ୍ଟ ରେ ଚୀନ ରେ ଆତଙ୍କ ସୃଷ୍ଟି କରିଛି ।

corona

ପରବର୍ତି ଖବର ଟି ହେଲା ଓଡିଶା ରେ ଭୂକମ୍ଫ ପ୍ରଭାବ ଏକ ମିନିଟ ପର୍ଯ୍ୟନ୍ତ ଥରିଲା ଏହି ଜିଲ୍ଲାର ପୂରା ଅଞ୍ଚଳ ଗଞାମ୍ ଜିଲ୍ଲା ତପ ତପାଣୀ ଅଞ୍ଚଳ ରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଛି । ଜାହା 1 ମିନିଟ ପାଇଁ ଅନୁଭୂତ ହୋଇଥିବା ବେଳେ ଭୂକମ୍ପ ର ଝଟ୍କା ଜାହା ଫଳରେ ଭୟବିତ ହୋଇ ଘର ବାହାର କୁ ଦୈଡି ଆସିଥିଲେ ଲୋକେ ତେବେ ଖବର ଅନୁଯାୟୀ ବୁଧବାର ଦିନ 10.05 ମିନିଟ ସମୟ ରେ ଗଞାମ୍ ଜିଲ୍ଲା ତପ ତପାଣୀ ଅଞ୍ଚଳରେ ଭୂକମ୍ପ ର ଝଟ୍କା ଅନୁଭୂତ ହୋଇଛି । ଜାହା 1 ମିନିଟ ପାଇଁ ଅନୁଭୂତ ହୋଇଥିବା ବେଳେ ଭୂକମ୍ପ ର ଝଟ୍କା ଜାହା ଫଳରେ ଭୟବିତ ହୋଇ ଘର ବାହାର କୁ ଦୈଡି ଆସିଥିଲେ । ତେବେ ଏହି ମୃଦ୍ୟୁ ଭୂମି କମ୍ପ ରେ ବିଶେଷ ଧରଣ ର କ୍ଷେତି ହୋଇନଥିବା ସୂଚନା ମିଳିଛି ।

ପରବର୍ତି ଖବର ଟି ହେଲା ସେନା ବାୟୁ ସେନା ଏବଂ ନୈସେନା ରେ ଅଧିକାରୀ ହେବା ପାଇଁ ମିଳୁଛି ସୁବର୍ଣ୍ଣ ସୁଯୋଗ ଆଜି ଠାରୁ ହେଉଛି ଆବେଦନ ଆରମ୍ଭ । ଲୋକସଭା ଆୟୋଗ ବା ଇୟୁପିଏସି ଭାରତୀୟ ସେନା ବାୟୁ ସେନା ଏବଂ ନୈସେନା ଅଧିକାରୀ ପଦବୀ ପୂରଣ କରିବା ପାଇଁ ବିଜ୍ଞ୍ୟପ୍ତି ଜାରି ହୋଇଥିବା ବେଳେ ଆପଣ ମାନେ ଏହି ପୋଷ୍ଟ କୁ ଆବେଦନ କରିବା ପାଇଁ UPSE ର ଅଫିସିଆଲ ୱେବସାଇଟ UPSE.gov.in କୁ ଜାଇ ଆବେଦନ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *