ମେଟ୍ରିକ ଛାତ୍ରଛାତ୍ରୀ ପାଇଁ ସରକାର କଲେ ବଡ଼ ଘୋଷଣା…

Matric Exam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ସରିଲା ମେଟ୍ରିଲ ସମେଟିଭ ୱାନ ଖାତା ଦେଖା । ବାକି ରହିଛି ରେଜଲ୍ଟ ପ୍ରକାଶ କୁ ନେଇ । ତେବେ କେଉଁ ତାରିଖ ସୁଧା ରେଜଲ୍ଟ ପ୍ରକାଶ ପାଇବ କେଉଁ ୱେବସାଇଟ ରେ ବାହାରିବ । ଏହି ନେଇ ଜାରି ହୋଇଛି କିଛି ନୂଆ ସୂଚନା । ତେବେ ଯଦି ଆପଣ ମାନେ ମେଟ୍ରିକ ଛାତ୍ରଛାତ୍ରୀ ଜାଣି ରଖନ୍ତୁ ଏହି ଅପଡେଟ କୁ ।

ଗତ 9 ତାରିଖ ରୁ ଆରମ୍ଭ ହୋଇଥିବା ମେଟ୍ରିକ ସମେଟିଭ ଆସୋସମେଣ୍ଟ ପରିକ୍ଷା ର ଖାତା ଦେଖା ସୋମବାର ଦିନ ଶେଷ ହୋଇଛି । SA-1 ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଅପନ ସ୍କୁଲ ସାର୍ଟିଫିକେଟ ସ୍କୁଲ ପରିକ୍ଷାର ଖାତା ଦେଖା ମଧ୍ୟ ଶେଷ ହୋଇଛି । ତେବେ 56 ଟି ମୂଲ୍ୟାୟନ କେନ୍ଦ୍ରରେ ହୋଇଥିବା ତିନୋଟି ଜାକ ପରିକ୍ଷାର ଖାତା ଦେଖା ଗୁଡିକୁ ଦୁଇ ଦିନ ମଧ୍ୟରେ ବୋର୍ଡର ଗ୍ୟାପ୍ ଅଫିସର ଙ୍କ ଦ୍ୱାରା ଜାଞ୍ଚ କରାଯିବ ।

school Staff

ଏହା ପରେ ଖାତା କଡା ସୁରକ୍ଷା ବଳୟ ମଧ୍ୟରେ କାର୍ଯ୍ୟଳୟ କୁ ଅଣାଯିବ । ତେବେ ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ମୂଖ୍ୟ ପରିକ୍ଷକ ଙ୍କ ତତ୍ୱବନ୍ଧାନରେ ପ୍ରତ୍ୟୋକ ପରିକ୍ଷାର୍ଥି ଙ୍କ ମାର୍କ ବୋର୍ଡ ୱେବସାଇଟରେ ଅନଲାଇନ ରେ ଅପଲୋର୍ଡ କରାଯାଉ ଥିବା ବୋର୍ଡ ସୂତ୍ର ରୁ ସୂଚନା ମିଳିଛି । ତେବେ ପରିକ୍ଷାର୍ଥି ଙ୍କ ରୋଲ ନମ୍ବର ଆଧାରରେ ସବଜେକ୍ଟିଭ ପରିକ୍ଷାର ପ୍ରତି ବିଷୟ ର ମାର୍କ ଅପଲୋର୍ଡ ହେଉଥିବାରୁ ପରିକ୍ଷା ଫଳ ପ୍ରସ୍ତୁତି ରେ ଅଧିକ ସମୟ ନଷ୍ଟ ହେବ ନାହିଁ ବୋଲି କତୃପକ୍ଷ କହିଛନ୍ତି ।

ତେବେ ସବଜେକ୍ଟିଭ ମାର୍କ ଏବଂ OMR ଉତ୍ତର ସିଟ୍ ରୁ ଓବଜେକ୍ଟିଭ ପରିକ୍ଷା ମାର୍କ ନିଆଯାଇ ଏବେ ପରିକ୍ଷା ଫଳ ପ୍ରସ୍ତୁତ ଲାଗି ପକ୍ରିୟା ଚାଲିବ । ସୂଚନା ଯୋଗ୍ୟ ଯେ ମୂଲ୍ୟାୟନ ଲାଗି ରାଜ୍ୟରେ 12,4,50 ଜଣ ଶିକ୍ଷକ ଙ୍କୁ ନିୟଜିତ କରାଜାଇ ଥିଲା । ଏହା ସହିତ ଏହି ଡିସେମ୍ବର ଶେଷ ସୁଧା ପ୍ରକାଶ ପାଇ ପାରେ ରେଜଲ୍ଟ । ଏହା ସହିତ ବୋର୍ଡ ର ୱେବସାଇଟ ରେ ଆପଣ ମାନେ ନିଜ ନିଜର ରୋଲ ନମ୍ବର ଜରିଆରେ ଏହି ରେଜଲ୍ଟ ମଧ୍ୟ ଦେଖି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *