ଚାଷୀ ମାନଙ୍କ ପାଇଁ ଖୁସି ଖବର ନୂଆ ବର୍ଷ ଉପହାର |

Farmers

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଷୀ ଭାଇ ମାନଙ୍କ ପାଇଁ ଖୁସୀ ଖବର ନୂଆ ବର୍ଷରେ ମୋଦି ସରକାର ଙ୍କ ଉପହାର ତେବେ ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆସିଛି ବଡ ଖୁସୀ ଖବର ଯଦି ଆପଣ ଜଣେ ଚାଷୀ ତେବେ ଜାଣି ରଖନ୍ତୁ ଆପଣ ମାନଙ୍କ ପାଇଁ ଆସିଛି ବଡ ଖୁସୀ ଖବର । ଯଦି ଆପଣ ମାନଙ୍କୁ ଟଙ୍କା ଦରକାର ତେବେ ଆପଣ ମାନଙ୍କୁ କେବଳ ଗୋଟିଏ ମିସକଲ କରିବାକୁ ପଡିବ ।

ଚାଷୀ ଙ୍କ ଆୟ ବଢେଇବାକୁ ସରକାର ଅନେକ ଯୋଜନା କରୁଛନ୍ତି । ଯାହା ସାହାଯ୍ୟରେ ସିଧା ସଳଖ ସେମାନଙ୍କ ଏକାଉଣ୍ଟୁ କୁ ଟଙ୍କା ଟ୍ରାନ୍ସଫର ହେଉଛି । ତେବେ ବନ୍ଧୁଗଣ ପଞାବ ନେସନାଲ ବ୍ୟାଙ୍କର ଅଫିସିଆଲ ଟୁଇଟର ହେଣ୍ଡଲ ରେ କୁହାଜାଇଛି ଯେ ଯଦି ଚାଷୀ ଙ୍କୁ ଟଙ୍କା ଦରକାର ହୁଏ ତେବେ ଚାଷୀ ଙ୍କୁ କେବଳ ଗୋଟିଏ ମିସକଲ କରିବାକୁ ପଡିବ । ଆଉ ଏହା ପରେ ଟଙ୍କା ସେମାନଙ୍କ ଏକାଉଣ୍ଟ କୁ ଆସିବ । ତେବେ ବନ୍ଧୁଗଣ ପଞାବ ନେସନାଲ ବ୍ୟାଙ୍କ ପକ୍ଷରୁ ଚାଷୀ ଙ୍କୁ କୃଷି ଲୋନ ଦିଆଯାଉଛି । ଜାହା ଅଧିନରେ ଚାଷୀ ଙ୍କ ଆୟ ବଢେଇବା ସହିତ ସେମାନଙ୍କ ଜିବନ ମଧ୍ୟ ଉନ୍ନତ ହେବ ।

pm

ଏହି ସମସ୍ତ ନମ୍ବର ଆପଣଙ୍କ ଫୋନରେ ସେଭ୍ କରନ୍ତୁ :
-କୃଷି ଲୋନ୍ ପାଇଁ ଆପଣଙ୍କୁ 56070 କୁ ଏସଏମଏସ କରିବାକୁ ପଡିବ ଏବଂ
ଏଥିରେ LOAN ଲେଖୁବାକୁ ପଡିବ ।

-ଏହା ବ୍ୟତୀତ ଆପଣ 1800-180-5555 ରେ ମିସ୍ କଲ୍ ଦେଇପାରିବେ ।
-ଆପଣ 1800-180-2222 ରେ କଲ୍ ସେଣ୍ଟର ସହିତ ଯୋଗାଯୋଗ
କରିପାରିବେ ।
-ଏହା ବ୍ୟତୀତ ଆପଣ ପିଏନବି ୱାନ୍ ଆପ୍ ମାଧ୍ୟମରେ ମଧ୍ୟ ଆବେଦନ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *