ପରକୀୟ ପ୍ରୀତି ହଠାତ୍ ଆସିଲେ ସ୍ତ୍ରୀ !

husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହିତ ଥାଇ ଗାର୍ଲଫ୍ରେଣ୍ଡ ସହ କରୁଥିଲେ ରୋମାନ୍ସ । ଟାଉଏଲ ପିନ୍ଧା ଅବସ୍ଥାରେ ଗାର୍ଲଫ୍ରେଣ୍ଡକୁ ଧରିଲା ସ୍ତ୍ରୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ହାଇ ଭଲଟେଜ୍ ଡ୍ରାମା । ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ବିବାହ ପରେ ମଧ୍ୟ ଅନେକ ଯୁବକ କିମ୍ବା ଯୁବତୀଙ୍କ ସହିତ ସ-ମ୍ପର୍କ ରଖିଥାନ୍ତି । ଯାହାକି ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ବୋଲି କୁହାଯାଏ ।

ତେବେ ଏହିପରି ପରୋକ୍ଷ କ୍ରୀର୍ତି ସାମ୍ନାକୁ ଆସିବା ପରେ ଅନେକ ପ୍ରକାର ଝଗଡ଼ା ମଧ୍ୟ ହୋଇଥାଏ । ଆଉ ଝଗଡ଼ା ର ସଂପୂର୍ଣ୍ଣ ଫାଇଦା ଉଠିଥାନ୍ତି ପଡୋଶୀ । ସୋସିଆଲ ମିଡିଆରେ ଏବେ ଏହିଭଳି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପରୋକ୍ଷ ପ୍ରିତି ସମ୍ପର୍କରେ ଜାଣିବା ପରେ ହାଇ ଭଲଟେଜ୍ ଡ୍ରାମା କରିଛନ୍ତି ।

wife

ସୋସିଆଲ ମିଡିଆରେ ଏହି ଭିଡିଓରେ ଦେଖା ଯାଉଛି କି ବିଚ୍ ରାସ୍ତାରେ ସ୍ୱାମୀ ସ୍ତ୍ରୀଙ୍କ ର ଝଗଡ଼ା ଚାଲିଛି । କାରଣ ସ୍ୱାମୀ ଜଣକ ଲୁଚାଛପା ପ୍ରେମ କରି ତାଙ୍କ ଗାର୍ଲଫ୍ରେଣ୍ଡକୁ ଆଣି ଏକ ଭଡା ଘରେ ରଖିଥିଲେ । ଏହାର ଖବର ପାଇଁ ସ୍ତ୍ରୀ ଜଣକ ମଧ୍ୟ ସଠିକ୍ ଜାଗାରେ ପହଞ୍ଚି ଯାଇଛନ୍ତି । ଅର୍ଥାତ୍ ତଳେ ଅଛନ୍ତି ସ୍ତ୍ରୀ ଫାଷ୍ଟ ଫ୍ଲୋର ରେ ଅଛନ୍ତି ଗାର୍ଲଫ୍ରେଣ୍ଡ ।

ଏହାପରେ ଦେଖିବାକୁ ମିଳୁଛି ଟାଉଏଲ ପିନ୍ଧିଥିବା ଗାର୍ଲଫ୍ରେଣ୍ଡକୁ ସ୍ତ୍ରୀ ଜଣକ ପିଛା କରୁଛନ୍ତି । ଆଉ ଯେମିତି ସେ ତାଙ୍କ ହାତରୁ ଖସି ନଯିବେ ସେନେଇ ମଧ୍ୟ ମହିଳା ଜଣକ ପୁରା ଜଗି ମଧ୍ୟ ଅଛନ୍ତି । ଏସବୁ ମଧ୍ୟରେ ମହିଳା ଜଣକ ସ୍ୱାମୀ ଆସି ତାଙ୍କୁ ଅଟକାଇବା ପାଇଁ ଚେ଼ଷ୍ଟା କରୁଛନ୍ତି । କିନ୍ତୁ ଘଟଣା ପୁରା ଓଲଟା ହେଇଯାଉଛି । ବିଚ୍ ରାସ୍ତାରେ ସ୍ୱାମୀଙ୍କ ସହ ଝଗଡା କରିବା ସହିତ ତାଙ୍କୁ ଠେଲାପେଲା କରୁଛନ୍ତି ସ୍ତ୍ରୀ ଜଣକ । ଆଉ ଏ ଘଟଣାର ଭରପୁର ମଜା ନେଉଛନ୍ତି ପଡୋଶୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *