ଶେଷରେ ଦୋକାନ ଖୋଲିଲେ ସିଦ୍ଧାନ୍ତ ମହାପାତ୍ର । ଦେଖନ୍ତୁ କି ଦୋକାନ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନୟ ଛାଡି ଶେଷରେ ଦୋକାନ ଖୋଲିଲେ ଓଲିଉଡର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ର । ବିକିବେ ଏହି ଜିନିଷ । ଓଡିଆ ହିରୋ ସିଦ୍ଧାନ୍ତ ମହାପାତ୍ର ଖୋଲିଲେ ଗୋଟିଏ ବ୍ରେକିଂ ସୋପ । ମାମା ମିଶ୍ର ମଧ୍ୟ ତାଙ୍କ ସହିତ ନଜର ଆସିଛନ୍ତି । ଓଲିଉଡର ଜବରଦସ୍ତ ଅଭିନେତା ସିଦ୍ଧାନ୍ତ ମହାପାତ୍ର ୯୦ ଦଶକରୁ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ ସାରା ସିନେମାରେ ଅଭିନୟ କରି ଆସିଛନ୍ତି ।

ସେ ପ୍ରଥମେ ୧୯୯୧ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ । ଆଉ ଏହା ପରଠାରୁ ସେ କେବେ ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି । ୨୦୦୪ ମସିହାରେ ସେ ମାମା ମିଶ୍ରଙ୍କୁ ବାହା ହୋଇଥିଲେ । ବାହାଘର ହେବା ପରେ ମାମା ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରିରୁ ପୁରା ଦୂରେଇ ଯାଇଛନ୍ତି । ୧୯୯୭ ମସିହାରୁ ମାମା ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ବାହାଘର ପରଠାରୁ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ନଜର ଆସିନାହାନ୍ତି ।

Sidharth

ବର୍ତ୍ତମାନ ମାମା ମିଶ୍ର ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ତାଙ୍କର ନୂଆ ଦୋକାନ ଓପନିଂ ରେ ନଜର ଆସିଥିଲେ । ମାମା ମିଶ୍ର ସହିତ ତାଙ୍କର ଝିଅ ବି ମଧ୍ୟ ନଜର ଆସିଛନ୍ତି । ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ର ବର୍ତ୍ତମାନ ଅଭିନୟ ଛାଡି ଗୋଟିଏ ଦୋକାନ ଖୋଲିଥିବାର ଦେଖା ଦେଇଛି ଯାହାକି ଗୋଟିଏ ବ୍ରେକି ସୋପ । ମେଘା ଷ୍ଟାର ସିନ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ର ତାଙ୍କର ଝିଅ ଏକ ବ୍ରେକି ସୋପ ଓପନିଂ କରୁଥିବାର ନଜର ଆସୁଛନ୍ତି ।

ତେବେ ଏହି ବ୍ରେକି ସୋପ ଟି ସିଦ୍ଧାନ୍ତ ମହାପାତ୍ର କି ଆଉ କାହାର ତାହା ସ୍ପଷ୍ଟ ଭାବରେ ଜଣା ପଡି ନାହିଁ । ତେବେ ଆପଣ ମାନେ ମାମା ମିଶ୍ର ଙ୍କର ବହୁତ ସାର ଫିଲ୍ମ ଦେଖିଥିବେ । ୯୦ ଦଶକରେ ସେ ବହୁତ ସାରା ଆଲବମ୍ ଓ ସିନେମା କରିଛନ୍ତି । ତାହାଲେ ଆପଣ ମାନଙ୍କୁ ମାମା ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର ଙ୍କର ଯୋଡି କେମିତି ଲାଗୁଚି ତାହା ନିଶ୍ଚୟ ଜଣେଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *