ଶେଷରେ ସର୍ବସମ୍ମୁଖରେ ଘୋଷଣା କଲେ ନିଜ ବିବାହ ବିଛେଦ କଥା

anubhav 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନୁଭବ ଙ୍କ ଆଶ୍ଚର୍ଯ୍ୟ ପୂର୍ଣ୍ଣ ବୟାନ ବିବାହ ବିଛେଦ କୁ ନେଇ ଏମିତି କିଛି କହିଲେ ଅନୁଭବ । ଶେଷରେ ସର୍ବ ସମ୍ମୁଖରେ ଘୋଷଣା କଲେ ନିଜର ବିବାହ ବିଛେଦ କଥା ଡିଭର୍ସ ପାର୍ଟି କୁ ନିମନ୍ତ୍ରଣ କଲେ ଭାଇଜାନ । ବନ୍ଧୁଗଣ ରଲ୍ସ ହେଉ କିମ୍ବା ରିୟଲ ଲାଇଫ୍ ସବୁଥିରେ ଚର୍ଚ୍ଚାରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି କିଛି ଦିନ ପୂର୍ବେ ନିଜର ଅପକମିଂ ଫିଲ୍ମ କୁ ନେଇ ଚର୍ଚ୍ତା ରେ ରହୁଥିବା ବେଳେ ବର୍ତମାନ ସମୟ ରେ ନିଜର ପାରିବାରିବ ବିବାଦ କୁ ନେଇ ପୁଣି ଚର୍ଚ୍ଚାରେ ।

ପ୍ରୋଜଜକ ସଂଞୟ ନାୟକ ଙ୍କ ମ୍ୟରେଜ ଏନିଭର୍ସରି ପାର୍ଟି ରେ ଯୋଗ ଦେଇଥିଲେ ଅନୁଭବ ମହାନ୍ତି । ଏହା ସହିତ ଅରବିନ୍ଦମ୍ , ଶ୍ରୀତମ୍ ଙ୍କ ସହିତ ଅନେକ ନାମୀ ଦାମୀ କଳାକାର ମାନେ ଯୋଗ ଦେଇଥିବା ବେଳେ ସମସ୍ତ ଙ୍କୁ ଅନୁଭବ ମହାନ୍ତି ସେଠାରେ ନିଜର ବିବାହ ବିଚ୍ଛେଦ କୁ ନେଇ ନିମନ୍ତ୍ରଣ ରଖିବା ପାଇଁ କହିଥିଲେ । ଅନୁଭବ ଙ୍କ ଏହି ବୟାନ ସୁଣି ଉପସ୍ଥିତ ଅତିଥି ମାନେ ବହୁତ ହସିଥିଲେ ।

Anubhav

ଅନ୍ୟ ପଟେ ଅନୁଭବ ଙ୍କ ଏହି ବୟାନ ପରେ ତାଙ୍କର ଫେନ୍ସ ମାନେ ମଧ୍ୟ ସୋସିଆଲ ମିଡିଆ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି । କେହି ଅନୁଭବ କୁ ସୋପର୍ଟ କରୁଥିବା ବେଳେ କେହି କେହି ତାଙ୍କୁ ବିରୋଧ ମଧ୍ୟ କରୁଛନ୍ତି । ତେବେ ଅନୁଭବ ମହାନ୍ତି ଏବଁ ବର୍ଷା ଙ୍କ ପାରିବାରିକ ବିବାଦ କୁ ନେଇ ଅନୁଭବ ମହାନ୍ତି ଏମିତି ବୟାନ ରଖିଥିବା ଚର୍ଚ୍ଚା ହେଉଛି ।

ଲୋକଙ୍କ ପସନ୍ଦର ଯୋଡି ହେଉଛନ୍ତି ଅନୁଭବ ଏବଂ ବର୍ଷା ସେମାନଙ୍କ ବିବାହ ବିଚ୍ଛେଦ କୁ ନେଇ ସମସ୍ତେ ସହଜ ରେ ଗ୍ରହଣ କରି ପାରୁନାହାଁନ୍ତି । ସେହି ପରି ଅନୁଭବ ମହାନ୍ତି ଲଣ୍ଡନରେ ନିଜର ଫିଲ୍ମ ଲଭ ଇନ ଲଣ୍ଡନ ରେ ସୁଟିଂ ସମୟ ରେ ଏକ ମଜାଳିଆ ଢଙ୍ଗରେ କହିଥିଲେ ବର୍ଷା କେବେ ମୋ ପିଛା ଛାଡିବ ଲଣ୍ଡନ କୁ ବି ପଳେଇ ଆସିଲା । ତେବେ ପ୍ରକୃତ ରେ ବର୍ଷା ଏହି କଥା କଣ ପାଇଁ କହିଲେ ଏହା ଉପରେ ଏବେ ସମସ୍ତଙ୍କ ନଜର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *