Exclusive:ଓଡିଶା ଆକାଶରୁ ଦେଖାଗଲା ବିରଳ ଦୃଶ୍ୟ ,ଆକାଶରୁ ଖସିଲା ତାରା

lite

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆକାଶ ରେ ଦେଖାଗଲା ବିରଳ ଉଜ୍ୱଳ ଲାଇଟ । ରାଜ୍ୟରେ ଏକାଧିକ ଭାବେ ଏବଂ ସମାନ ସମୟ ରେ ଏହି ବିରଳ ଲାଇଟ ଦେଖିବା ପାଇଁ ମିଳିଛି । ଜାହାକୁ ନେଇ ସାରା ରାଜ୍ୟ ରେ କକୁଆ ଭୟ ସୃଷ୍ଟି ହୋଇଛି । କଣ ଏହି ଲାଇଟ କେଉଁଠାରୁ ଆସିଛି । କିଏ ପକେଇଛି ତାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ ଅନ୍ୟ ପଟେ ପ୍ଲାନେଟୋରିୟ ସୁଭେନ୍ଦୁ ପଟ୍ଟନାୟକ ଏହି ନେଇ କୈଣସି ତଥ୍ୟ ନଥିବା କହିଛନ୍ତି ।

ଏହି ଲାଇଟ ଦେଖାଯିବା ପରେ ଲୋକ ମାନେ ଭୟଭିତ ହୋଇ ପଡିଛନ୍ତି । ଏହା କୈଣସି ବିପଦ ର ସଂଙ୍କେତ ଦେଇ ଥାଇ ପାରେ ବୋଲି ଅନୁମାନ କରାଜାଉଛି । କିମ୍ବା ଏହା ମହାକାଶ ର ଏକ ଜାଗତିକ ଦୃଶ୍ୟ ହୋଇଥାଇ ପାରେ ବୋଲି ଅନୁମାନ କରାଜାଉଛି ।

lit

ତେବେ ପୂର୍ବରୁ ରାଜ୍ୟ ଆକାଶ ରେ ଏମିତି ଦୃଶ୍ୟ ଲୋକ ଦେଖି ନଥିବା କହିଥିବା ବେଳେ ଏହା କୈଣସି ଉଲ୍କା ପିଣ୍ଡ ହୋଇଥାଇ ପାରେ ବୋଲି ଅନୁମାନ କରାଜାଉଛି । ତେବେ ଏହି ନେଇ କୈଣସି ବୈଜ୍ଞ୍ୟନିକ ତଥ୍ୟ ସ୍ପଷ୍ଟ ଭାବେ ମିଳି ନଥିବା ବେଳେ ଆଗାମୀ ସମୟ ରେ ଏହାକୁ ନେଇ କେଉଁ ପ୍ରକାରର ବିବରଣି ସାମ୍ନା କୁ ଆସୁଛି ତାହାକୁ ନେଇ ସମସ୍ତ ଙ୍କର ନଜର ରହିଛି ।

ତେବେ ବନ୍ଧୁଗଣ ଦକ୍ଷିଣ ଆକାଶ ରେ ଦେଖାଜାଇ ଥିବା ଏହି ଲାଇଟ ବିଷୟ ରେ ଆପଣ ମାନଙ୍କର ମତା ମତ କଣ ରହିଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *