ମନି ଲଣ୍ଡରିଂ ମାମଲାରେ ଜଗବନ୍ଧୁଙ୍କୁ ଗିରଫ କରିଛି ଇଡି |

Jagbandhu 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗିରୋଫ ହେଲା ସ୍ୱାମୀ ଜଗବନ୍ଧୁ ଚାନ୍ଦ ଝାଡପଡା ଜେଲ ରେ ଅପେକ୍ଷା କରିଛି ସ୍ତ୍ରୀ ଅର୍ଚ୍ଚନା ନାଗ । ପୁଣି ରାମାଣ୍ଡ ଆବେଦନ କରି ପାରେ ଇଡି । ଜେଲରେ ଗୁମୁରି ଗୁମୁରି କାନ୍ଦି ସ୍ୱାମୀ ଙ୍କୁ ଅପେକ୍ଷା କରିଛି ସ୍ତ୍ରୀ । କାରଣ ଆଜି ସ୍ୱାମୀ ଜଗବନ୍ଧୁ ଚାନ୍ଦ ଙ୍କୁ ଗିରୋଫ କରିଛି ଇଡି । ଜଗବନ୍ଧୁ ଙ୍କ ନାମରେ ପ୍ରମାଣ ମିଳିବା ପରେ ଅର୍ଚ୍ଚନା ଙ୍କ ସ୍ୱାମୀ ଙ୍କୁ ଗିରୋଫ କରାଜାଇଛି ।

ଏହା ସହିତ ସ୍ୱାମୀ ଜଗବନ୍ଧୁ ଙ୍କ ନାମରେ ହ-ତ୍ୟା ଅଭିଯୋଗ ବି ହୋଇଥିବା ଜଣା ପଡିଛି । ପୁଣି ଥରେ ରିମାଣ୍ଡ ରେ ନେବାକୁ ଆବେଦନ କରି ପାରେ ଇଡି । ଆଜି ସକାଳୁ ସକାଳୁ ଜଗବନ୍ଧୁ ଙ୍କ ସ୍ୱାସ୍ଥ୍ୟ ପରିକ୍ଷା ଇଡି କାର୍ଯ୍ୟାଳୟ ରେ କରାଜାଇଛି । ଆଉ କଡା ସୁରକ୍ଷା ମଧ୍ୟରେ ଜଗବନ୍ଧୁ ଙ୍କୁ କୋର୍ଟ ରେ ହାଜର କରାଯିବ । ଏଠାରେ କହି ରଖିବାକୁ ଚାହିଁବୁ ନବ ଦମ୍ପତୀ ଙ୍କ ବେଆଇନ ଆର୍ଥିକ କାରବାର ନେଇ ଖୋଳତାଳ କରୁଛି ଇଡି ।

Jagbandhu

ଆଉ ଏହି କ୍ରମ ରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ରିମାଣ୍ଡ ରେ ନେବା ପାଇଁ ଆବେଦନ କରିଥିଲା ଇଡି । ଆଉ ଏହାରି ମଧ୍ୟରେ ଯେତେ ବେଳେ ଇଡି ପ୍ରମାଣ ପାଇଛି ଠିକ୍ ସେତିକି ବେଳେ ତାକୁ ଗିରୋଫ କରିଛି । ଆଉ ଏପେଟ ଅର୍ଚ୍ଚନା ନାଗ ମାମଲା ରେ ଅନେକ ଚେହେରା ସଂମ୍ପୃକ୍ତି ଥିବା ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ପଡୁଛି । ଆଉ ଏପେଟେ ଅର୍ଚ୍ଚନା ନାଗ ମାମଲା ରେ ଅନେକ ବଡ ବଡ ଚେହେରା ସଂମ୍ପୃକ୍ତି ରହିଥିବା ଚର୍ଚ୍ଚା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି ।

ତେବେ ଯେତେ ବେଳେ ଗଣ ମାଧ୍ୟମ ଏବଂ ଅର୍ଚ୍ଚନା ଙ୍କ ଭେଟ ହେଉଛି ସେତେ ବେଳେ ଅର୍ଚ୍ଚନା ଦେଉଛନ୍ତି ବିସ୍ଫୋରକ ବୟାନ ସେ ନିର୍ଦ୍ଧୋଶ ତାଙ୍କୁ ପସାଯାଉଛି । ସମୟ ଦେଲେ ସେ ସବୁ କିଛି କହିବେ । ଯାହା ଓଡିଶା ରାଜନୀତି କୁ ପରିବର୍ତନ କରିଦେବ ବୋଲି କହିଥିଲେ ଅର୍ଚ୍ଚନା । ତେବେ ସମୟ ମିଳୁଛି ହେଲେ ମୁହଁ ଖୋଲୁ ନାହାଁନ୍ତି ଅର୍ଚ୍ଚନା । ଦେଖିବାକୁ ବାକି ରହିଲା ଏହା ପଛରେ କଣ ରହିଛି ଅଦୃଶ୍ୟ ଚାପ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *