ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡ୍ରାଇଭିଂ ଲାଇସେନ୍ସ ଏମିତି ଏକ ଡକ୍ୟୁମେଣ୍ଟ ଜାହା ଆଧାର କାର୍ଡ , ପାନ କେର୍ଡ ପରି ଏହା ଏକ ଜରୁରୀ ଡକ୍ୟୁମେଣ୍ଟ । ତେବେ ବନ୍ଧୁଗଣ ଆପଣ ମାନଙ୍କର ବି ଯଦି ଡ୍ରାଇଭିଂ ଲାଇସେନ୍ସ ରହିଛି ତେବେ ଜାଣି ରଖନ୍ତୁ ଆପଣ ମାନଙ୍କ ପାଇଁ ଆସୁଛି ଏକ ନୂଆ ସୂଚନା । ତେବେ ବନ୍ଧୁଗଣ ଡ୍ରାଇଭିଂ ଲାଇସେନ୍ସ ର ବ୍ୟବହାର ଆଡ୍ରେସ ର ପରିଚୟ ପାଇଁ ବି ଲାଗି ଥାଏ । ତେବେ 18 ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରି ପାରିବେ ।
ଯଦି ଆପଣ ମାନଙ୍କର ଡିଏଲ ହଜି ଜାଇଛି ତେବେ ଆପଣ ମାନେ ବ୍ୟସ୍ତ ହେବାର ମୋଟେ ବି କାରଣ ନାହିଁ । ଘରେ ବସି ଆପଣ ମାନେ ବିନା ଅସୁବିଧା ରେ ଡିଏଲ ମଧ୍ୟ ପାଇ ପାରିବେ । ଯଦି ଆପଣ ମାନଙ୍କର ଡିଏଲ ହଜିଜାଇଛି ତେବେ ଆପଣ ମାନେ ପ୍ରଥମେ ପୋଲିସ ଷ୍ଟେସନ ରେ ଆଫାୟାର କରନ୍ତୁ । କାରଣ ଡୁପ୍ଲିକେଟ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା ବେଳେ ଏହି ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ ।
ଡ୍ରାଇଭିଂ ଲାଇସେନ୍ସ ଯଦି କଟିଜାଇଛି କିମ୍ବା ପୁରୁଣା ହୋଇଜାଇଛି । ତେବେ ନୂଆ ଆବେଦନ କରିବା ବେଳେ ଏହାର କପି ଦେଖେଇବାକୁ ପଡିବ । ଏହା ପରେ ଆପଣ ମାନେ ଡୁପ୍ଲିକେଟ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ପାଇ ପାରିବେ । ପ୍ରଥମେ ଆପଣ ମାନଙ୍କୁ ଏହିଥି ପାଇଁ ସଡକ ପରିବହନ ଅଧିକାରୀ ଙ୍କ ୱେବସାଇଟ କୁ ଯିବାକୁ ହେବ । ସେହି ପୋର୍ଟାଲ ରେ ସମସ୍ତ ଡିଏଲ ର ଡକ୍ୟୁମେଣ୍ଟ ଫିଲପ କରିବା ପରେ ଆପଣ ମାନଙ୍କୁ ସେଠାରେ ଫର୍ମ ଭରିବାକୁ ପଡିବ । ଏବଂ ଏହା ପରେ ଏହାର ପ୍ରିଣ୍ଟ ଆଉଡ ବାହାର କରିବାକୁ ପଡିବ ।
ଏହା ସହିତ ଆପଣ ମାନଙ୍କୁ ଜରୁରୀ ଡକ୍ୟୁମେଣ୍ଟ ବି ଭରିବାକୁ ପଡିବ । ଏବେ ଏହି ଫର୍ମ କୁ ଆପଣ ମାନଙ୍କୁ RTO ଅଫିସ ରେ ଜମା କରିବାକୁ ପଡିବ । ଏହି ପକ୍ରିୟା ପୂରଣ ହେବା ପରେ ଆପଣ ମାନଙ୍କୁ ଡୁପ୍ଲିକେଟ ଡ୍ରାଇଭିଂ ଲାଇସେନ୍ସ ମିଳି ପାରିବ । ଏହା ସହିତ ଆପଣ ମାନେ RTO ଅଫିସ କୁ ଜାଇ ମଧ୍ୟ ଏହାର ଫର୍ମ ଭରି ପାରିବେ ।
RTO ଅଫିସ ତରଫ ରୁ ଏକ ରସିଦ୍ ଦିଆଯିବ ଜାହାକୁ ଆପଣ ମାନଙ୍କୁ ସମ୍ଭାଳି କରି ରଖିବାକୁ ପଡିବ । ଏହାକୁ ପରେ ଦେଖେଇ ଆପଣ ମାନେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଆଣିପାରିବେ । ଏହି ରସିଦ୍ ସାହାଯ୍ୟ ରେ ଆପଣ ମାନେ ଡ୍ରାଇଭିଂ ଲାଇସେନ୍ସ ଟ୍ରାକ୍ ମଧ୍ୟ କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।