ଶସ୍ତା ହେଲା ରୋଷେଇ ଗ୍ୟାସ ଦର |

LPG

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରୋଷେଇ ଗ୍ୟାସ ଦରରେ ଆସିଛି ଆପଣ ମାନଙ୍କ ପାଇଁ କିଛି ଖୁସୀ ଖବର । ଏଣିକି ଆପଣ ମାନେ ଗ୍ୟାସ ବୁକିଂ କରିଲେ 1000 ଟଙ୍କା ପର୍ଯ୍ୟନ୍ତ ଶସ୍ତା ରେ ବୁକିଂ କି ପାରିବେ । ତେବେ କିପରି ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା । ଯଦି ଆପଣ ମାନଙ୍କର ମଧ୍ୟ ଗ୍ୟାସ ସିଲିଣ୍ଡର ବୁକିଂ କରିବାର ରହିଛି । ତେବେ ଆପଣ ମାନଙ୍କ ପାଇଁ ବଡ ଖୁସୀ ଖବର । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଜାଣିନେବା ।

ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ମଧ୍ୟରେ ବର୍ତମାନ ଆପଣ ମାନେ ଏକ ହାଜର ଟଙ୍କା ଶସ୍ତା ରେ LPG ସିଲିଣ୍ଡର ପାଇ ପାରିବେ । ଏହିଥି ପାଇଁ ଆପଣ ମାନେ ଘରେ ବସି ମଧ୍ୟ ବୁକିଂ କରି ପାରିବେ । ତେବେ ସରକାରୀ ତୈଳ କମ୍ପାନୀ ଗୁଡିକ କଷ୍ଟମାର କେୟାର କୁ ଫୋନ କରି ଆପଣ ମାନେ ବୁକିଂ କରି ପାରିବେ । ଏହା ସହିତ ଆପଣ ମାନେ ଅନ ଲାଇନ ମାଧ୍ୟମ ରେ ମଧ୍ୟ ସିଲିଣ୍ଡର ବୁକ୍ କରି ପାରିବେ ।

lpg

ଯଦି ଆପଣ ମାନଙ୍କର ପେଟିଏମ୍ ଆପ ରହିଛି ତେବେ ଆପଣ ମାନେ ଏହା ମାଧ୍ୟମ ରେ ଶସ୍ତା ଗ୍ୟାସ ସିଲିଣ୍ଡର ବୁକିଂ କରି ପାରିବେ । ପେଟିଏମ ମାଧ୍ୟମ ରେ ଏକ ସିଲିଣ୍ଡର ବୁକ୍ କରି ଏକ ବଡ ଲାଭ ମଧ୍ୟ ପାଇ ପାରିବେ । ପେଟିଏମ ମାଧ୍ୟମ ରେ ଗ୍ୟାସ ସିଲିଣ୍ଡର ବୁକିଂ ରେ ଆପଣ ମାନେ ଏକ ହଜାର ପର୍ଯ୍ୟନ୍ତ କ୍ୟାସ୍ ବ୍ୟକ୍ ପାଇ ପାରିବେ ।

ଏହି ସମୟ ରେ ଆପଣ ମାନେ ପେଟିଏମ ର 4 ଟି କ୍ୟାସ ବ୍ୟାକ୍ ର ଲାଭ ଉଠେଇ ପାରିବେ ଏବଂ 5 ଟଙ୍କାରୁ 1000 ଟଙ୍କା ପର୍ଯ୍ୟନ୍ତ ଆପଣ ମାନେ ଏହି କ୍ୟାସ ବେକ୍ ପାଇ ପାରିବେ । ଏହିଥି ପାଇଁ ଆପଣ ମାନେ ପ୍ରୋମକୋର୍ଡ ରେ GAS1000 ଲେଖି ଆପଣ ମାନେ ଏହି ଅଫର ର ସୁବିଧା ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *