ରାତି ଅଧରେ Live ଆସି କାନ୍ଧିକି ଦେଖନ୍ତୁ କଣ କହିଲେ ବର୍ଷା

barsha 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ତେବେ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରନ୍ତି ଏବଂ ତେବେ ବର୍ତମାନ ସମୟ ରେ କଣ କରୁଛନ୍ତି ବର୍ଷା ଏବଂ କେଉଁ ପରି କାମ କରି ସେ ଲୋକ ମାନଙ୍କର ମନକୁ ଜିତି ପାରୁଛନ୍ତି ସେହି ବିଷୟ ରେ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ ।

ତେବେ ବନ୍ଧୁୁଗଣ ଆପଣ ମାନେ ଜାଣି ଥିବେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟରେ ବହୁତ ଝଗଡା ଚାଲିଛି । ସେହିଥି ପାଇଁ ସେମାନେ ପରସ୍ପର ଠାରୁ ଅଲଗା ହେବା ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ତେବେ ଏମାନଙ୍କ ବିବାଦ ଏହି ପରି ଭାବେ ଚାଲିଥିବା ବେଳେ ବର୍ତମାନ ସମୟ ରେ ଦୁହେଁ ଦୁହିଁଙ୍କ ଫିଲ୍ମ ର ସୁଟିଂ ରେ ଲାଗିପଡିଛନ୍ତି ।

barsha 1

ସେମିତି ରେ ଏହି ଦିନରେ ବର୍ଷା ପ୍ରିୟଦର୍ଷନୀ ଲାଇଭ ଆସିଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲେ । ଯେଉଁଥିରେ ସେ ଏକା ନୁହଁନ୍ତି ବରଂ ଆଉ ଦୁଇ ଜଣଙ୍କ କୋ ଆର୍ଟିଷ୍ଟ ମାମା ଏବଂ ସୋଭା ବି ତାଙ୍କ ସହିତ ସେହି ଲାଇଭ ରେ ଉପସ୍ଥିତ ରହିଥିଲେ । ଏବଂ ବର୍ଷା ପ୍ରିୟଦର୍ଶନୀ ତାଙ୍କର ଏହି ଲାଇଭ ଭିଡିଓ କହିଛନ୍ତି ଯେ ତାଙ୍କର ନୂଆ ଫିଲ୍ମ ଗୋଟେ ରିଲିଜ ହେବାକୁ ଯାଉଛି ।

ଯେଉଁଥି ପାଇଁ ସେ ସାରା ଓଡିଶା ବାସୀ ଙ୍କୁ ବହୁତ ସାରା ବ୍ଲେସିଂ , ସୋପର୍ଟ ଏବଂ ଭଲ ପାଇବା ଦରକାର ବୋଲି କହିଥିବାର ଦେଖିବା ପାଇଁ ମିଳିଥିଲେ । ଆହୁରୀ ମଧ୍ୟ କହିଥିଲେ ଯେ ସେହି ସବୁ ଜିନିଷ ଆମର ସାର୍ଥକ ହେବ ଯଦି ଆପଣ ମାନଙ୍କୁ ଆମର ଏହି ପରି ଅଭିନୟ ଭଲ ଲାଗିଲା ତେବେ ଆପଣ ମାନେ ନିଶ୍ଚିତ ଭାବେ ଆମକୁ ଜଣେଇବେ ଏବଂ ଏହି ଫିଲ୍ମଟି ତାଙ୍କର ଡିସେମ୍ବର 13 ତାରିଖ ଦିନ ରିଲିଜ ହେବା ପାଇଁ ଯାଉଛି ।

ଜାହାକୁ ନେଇ ସେ ବହୁତ ପରିମାଣ ରେ ଖୁସୀରେ ରହିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ବର୍ଷା ପ୍ରିୟଦର୍ଶନୀ ଙ୍କ ଅଭିନୟ କୁ କେତେ ପରିମାଣ ରେ ପସନ୍ଦ କରନ୍ତି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *