ରାଜ୍ୟରେ ଶୀତ ଲହରୀ ଜାରି। ୨୪ ତାରିଖ ବେଳକୁ ରାଜ୍ୟରେ ହାଡ଼ଭଙ୍ଗା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଦୁଇ ଦିନ ଧରି ଅସମ୍ଭାଳ ଜାଡ ହେଉଛି । ହଁ ରାଜ୍ୟରେ ଶୀତର ଲହରୀ ମାଡି ବସିଛି । ସକାଳୁ ସକାଳୁ କୁହୁ଼ଡି ଘେରି ଆସୁଛି । ଯେମିତି ଜାଡରେ ଥରୁଛି ଉପକୂଳ ରୁପାନ୍ତ । ରାତିରେ ତାପମାତ୍ରା 4 ରୁ 5 ଡୀଗ୍ରି କମିଯାଉଛି । ଜାହାର ପ୍ରଭାବରେ ରାଜ୍ୟରେ ଶୀତ ହେଉଛି । ପ୍ରବଳ ଶୀତ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି ।

ତେବେ ଏଠାରେ କହି ରଖିବାକୁ ଚାହିଁବୁ କି ଆସନ୍ତା 24 ତାରିଖ ରୁ ରାତ୍ରୀ କାଳିନ ତାପମାତ୍ରା । ଦୁଇ ରୁ ତିନି ଡୀଗ୍ରି ବୃଦ୍ଧି ପାଇବ । 25 ତାରିଖ ବେଳକୁ ରାଜ୍ୟରେ ହାଡ ଭଙ୍ଗା ଶୀତରେ ସାମାନ୍ୟ ଆସ୍ୱସ୍ତି ଦେଖିବାକୁ ମିଳିବ । ଆଉ ସବୁଠୁ ବଡ କଥା ହେଲାକି ଶୀତ ସାମାନ୍ୟ କମିଥିଲେ ବି 24 ରୁ 28 ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡୀ ରହିବ ।

cold

କୁହୁଡୀ ପ୍ରଭାବରେ ଦିନ 10 ଟା ଯାଏ ସୂର୍ଯ୍ୟ କିରଣ ପଡିବ ନାହିଁ । 25,26,ଏବଂ 27ରେ ଆଭ୍ୟନ୍ତରଣିୟ ଓଡିଶାରେ ଘନ କୁହୁଡି ହେବ ବୋଲି ଆକଳନ କରୁଛି ଆଞ୍ଚଳିକ ପାଣିପାଗ ବଜ୍ଞାନ କେନ୍ଦ୍ର ।

ଆଉ ଏହା ପରେ ପୁଣି 29 ତାରିଖ ରେ ଶୀତ ଫେରିବ ବୋଲି ପାଣିପାଗ ବିଭାଗର ବିଶେଷଜ୍ଞ୍ୟ ମାନେ କହୁଛନ୍ତି । ତେବେ ଆଗାମୀ ଦିନରେ ଶୀତ ର ପ୍ରଭାବ ସେତେ ପରିମାଣ ରେ ବି ନ ରହିଲେ ରାଜ୍ୟରେ ଶୀତ ଲୋକ ମାନଙ୍କ ଜିବନ ଶୈଳି ଉପରେ ପ୍ରଭାବ ପକାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *