ଓଡ଼ିଶା ଉପକୂଳ ଧ୍ଵଂସ,୨୦୦ ପବନ । ଆଜି ରାତିଠାରୁ ଭୟଙ୍କର ବର୍ଷା…

Heavy rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପାଣିପାଗ କୁ ନେଇ ଆସିଲା ବଡ ଖବର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ରେ ପରିଁଣତ ହେବାକୁ ଯାଉଥିବା ବେଳେ ଏହା ପରେ ପରେ ଏହା ବାତ୍ୟାର ରୂପ ନେଇ 8 ତାରିଖ ସୁଧା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ତେବେ ସାମ୍ଭାବ୍ୟ ବାତ୍ୟାର ନାମ ରହିବ ମାଣ୍ଡସ୍ ଜାହାକି ବାତ୍ୟା 8 ତାରିଖ ସକାଳେ ତାମିଲନାଡୁ ପଡୁଚେରୀ ସହିତ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ସଂଲଗ୍ନ ଏବଂ ଏହା ସହିତ ଓଡିଶାରେ ବି ଏହାର ପ୍ରଭାବ ଦେଖିବାକୁ ମିଳିବ ।

ତେବେ ଆସନ୍ତୁ ଦେଖିବା ଓ଼ଡିଶା ଏହି ନେଇ କେତେ କଣ ପ୍ରଭାବିତ ହେବ । ଓଡିଶା ରେ କେଉଁ କେଉଁ ଜିଲ୍ଲାରେ ବର୍ଷା ମଧ୍ୟ ଆରମ୍ଭ ହୋଇଯିବ ଏହା ସହିତ ଖାସ କରି କେଉଁ କେଉଁ ଜିଲ୍ଲା ମାନଙ୍କୁ ଏହି ନେଇ ସତର୍କ ସୂଚନା ଜାରି ହୋଇଛି ସେହି ବିଷୟ ରେ ଜାଣିନେବା । ତେବେ ବନ୍ଧୁଗଣ ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା ବାତ୍ୟା ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଜାଇଛି ।

batya

ସୃଷ୍ଟି ହେଉଥିବା ଲଘୁଚାପ ଆଜି ଅବପାତର ରୂପ ନେବ । ଅବପାତ ର ରୂପ ନେଇ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହିତ ପରେ ପରେ ଏହି ଅବପାତ ଟି ଏକ ବାତ୍ୟର ରୂପ ନେବ ବୋଲି ଆକଳନ ହେଉଛି । ଏହା ବାତ୍ୟାର ରୂପ ନେଇ ଉପକୂଳରେ 8 ତାରିଖ ସୁଧା ଛୁଇଁବାର ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଛଇଁବା ନେଇ ସମ୍ଭାବନା ରହିଛି ।

ତେବେ ଏହାର ପ୍ରଭାବ ସିଧା ସଳଖ ଓଡିଶା ଉପରେ ପଡି ନଥିଲେ ମଧ୍ୟ ଓଡିଶାର କିଛି କିଛି ଜିଲ୍ଲାରେ ଏହାର ପ୍ରଭାବ ଦେଖିବା ପାଇଁ ମିଳିବ । ତେବେ ବନ୍ଧୁଗଣ ଏହି ସମୟ ରେ ଓଡିଶାର ଅଧିକାଶଂ ସ୍ଥାନ ହାଲୁକା ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ସାମ୍ଭାବ୍ୟ ବାତ୍ୟାର ନାମ ରହିବ ମାଣ୍ଡସ୍ ଜାହାକି ବାତ୍ୟା 8 ତାରିଖ ସକାଳେ ତାମିଲନାଡୁ ପଡୁଚେରୀ ସହିତ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ସଂଲଗ୍ନ ଏବଂ ଏହା ସହିତ ଓଡିଶାରେ ବି ଏହାର ପ୍ରଭାବ ଦେଖିବାକୁ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *