ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ପ୍ରାକୃତିକ ପତ୍ର ବିଷୟ ରେ କହିବୁ ଜାହାର ମହତ୍ୱ ଆୟୁରବେଦରେ ହଜାର ରୁ ହାଜର ବର୍ଷ ଧରି ରହି ଆସିଛି । ଏହା ସହିତ ଏହା ଔଷଧିୟ ଗୁଣରେ ଭରପୁର ଅଟେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ଆଜିର ସେହି ଚମତ୍କାରୀ ପତ୍ର ବିଷୟ ରେ ଏବଂ ଏହାର ସ୍ୱାସ୍ଥ୍ୟଗତ ଫାଇଦା ବିଷୟ ରେ ।
ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଯେଉଁ ପତ୍ର ବିଷୟ ରେ କହୁଛୁ ତାହା ହେଲା ଅଶ୍ୱସ୍ତ ଗଛର ପତ୍ର ଅଟେ । ଜାହାକୁ ଆମେ ମାନେ ଇଂରାଜୀ ରେ ପିପଲ ଟ୍ରୀ ବୋଲି କହିଥାଉ । ବନ୍ଧୁଗଣ ଏହି ଗଛର ଡାଳ, ପତ୍ର , ଚେର ସବୁକିଛି ଔଷଧିୟ ଗୁଣରେ ଭରପୁର ଅଟେ । ତେବେ ଏହି ପତ୍ରରୁ ଆପଣ ମାନଙ୍କୁ ବାତ ରୋଗ ଏବଂ ଆଣ୍ଢୁ ଗଣ୍ଠି ବିନ୍ଧାରୁ ଆରାମ ମିଳିଥାଏ । ଏବଂ ଆପଣ ମାନଙ୍କ ପିତ୍ତ ରୋଗ ସଂମ୍ପର୍ଣ୍ଣ ଶାନ୍ତ ହୋଇଯିବ ।
କଫ ଜନିତ ସମସ୍ୟାକୁ ଆପଣ ମାନଙ୍କର ଦୂର କରିବ ଯଦି ଆପଣ ମାନେ କେବଳ ଗୋଟିଏ କଅଁଳିଆ ପତ୍ରକୁ ଚୋବେଇ ସେବନ କରନ୍ତୁ । ତେବେ କଫ ଜନିତ ସମସ୍ୟା ବି ଦୂର ହୋଇଥାଏ । ଏହା ସହିତ ଆପଣ ମାନେ ଅନେକ ପ୍ରକାରର ରୋଗ କୁ ଦୂର କରି ପାରିବେ । ତେବେ ସେ ଡାଇବେଟିସ ରୋଗ ହେଉ କିମ୍ବା ବା ହୃଦୟ ଜନିତ କୈଣସି ବି ରୋଗ ହେଉ । ଏହାର କେବଳ ଗୋଟିଏ ପତ୍ରର ରସ ଆପଣ ମାନଙ୍କ କୋଲଷ୍ଟ୍ରଲ କୁ ସଠିକ୍ ଲେବୁଲ ରେ ରଖିଥାଏ ।
ଆପଣ ମାନଙ୍କର ଉଚ୍ଚ ରକ୍ତଚାପ କିମ୍ବା ହାଇ ବିପି ଭଳି ସମସ୍ୟା ରହିଛି ତେବେ ତାହା ମଧ୍ୟ ଏହାର ସେବନ ଦ୍ୱାରା କୋଣ୍ଟ୍ରଲ ରେ ରହିଥାଏ । ଜାହାକୁ ଥାଇରୟଡ ଭଳି ସମସ୍ୟା ରହିଛି ସେମାନଙ୍କୁ ଅଶ୍ୱସ୍ତ ପତ୍ର ର ରସ ସେବନ କରିବା ଜରୁରୀ ଅଟେ । ଏହା ଆପଣ ମାନଙ୍କର ରକ୍ତ ଅଭାବ ବା ଏନିମିଆ ଭଳି ସମସ୍ୟା କୁ ଦୂର କରିଥାଏ ।
ଆପଣ ଏହାର ଜୁସ୍ ବନେଇ ସେବନ କରି ପାରିବେ । ଆପଣ ମାନେ ଏହାର କାଢା ବନେଇ ସେବନ କରି ପାରିବେ । ତେବେ ଆପଣ ମାନେ ଏହିଥି ପାଇଁ ଏହି ପତ୍ର କୁ ଛୋଟ ଛୋଟ କରି କାଟି ପଣିରେ ଭଲ କରି ଫୁଟେଇ ପ୍ରତି ଦିନ ଗୋଟେ ଗ୍ଲାସ୍ ଏହାର ସେବନ କରନ୍ତୁ । ଦେଖିବେ ବାତ,ପିତ,କଫ, ଆଣ୍ଠୁଗଣ୍ଠି,ଡାଇବେଟିସ,ବ୍ଲଡ଼ ପ୍ରେସର୍,ଗ୍ୟାସ୍ ଭଳି ସମସ୍ୟା ଆପଣ ମାନଙ୍କର ସବୁ ଦିନ ପାଇଁ ଗାୟେବ ହୋଇଯିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।