ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ଜଣେ sbi ଗ୍ରାହାକ ଆଉ ଆପଣ ମାନଙ୍କର sbi ରେ ଖାତା ରହିଛି ତେବେ ଜାଣି ରଖନ୍ତୁ sbi ଗ୍ରାହାକ ଙ୍କୁ ବଡ ଝଟ୍କା । ଏଣିକି ଦେବାକୁ ପଡିବ ଅଧିକ ଚାର୍ଜ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ଏହି ନେଇ sbi ନିଜେ ମଧ୍ୟ ଟୁଇଟ ଯୋଗେ ସୂଚନା ଜାରି କରିଛି । ତାହା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ଗ୍ରାହାକ ଙ୍କ ଉପରେ ପଡିବ ମହଙ୍ଗା emi ବୋଝ । ସରକାରୀ ବ୍ୟଙ୍କ୍ sbi ର MCLR ର ମାର୍ଜନାଲ କୋଷ୍ଟ ଅଫ ଫଣ୍ଡ ବେସିକ୍ ଲେଣ୍ଡି ଦରରେ 25 ବେସିକ୍ ପୟେଣ୍ଟ ବା 0.25 ପ୍ରତିଶତ ବଢିଯିବ । ତେବେ ବ୍ୟଙ୍କ୍ ର ୱେବସାଇଟ ଅନୁଯାୟୀ ସୁଧ ଦର 15 ଡିସେମ୍ବର ରୁ ଲାଗୁ ହୋଇଜାଇଛି । ଏଣିକି ଗ୍ରାହାକ ଙ୍କ ଋଣ ପାଇଁ ଅଧିକ ସୁଧ ଗଣିବାକୁ ପଡିବ ।
ସେହି ପରି ଯେଉଁ ଗ୍ରାହାକ ମାନଙ୍କ ଲୋନ ଜାରି ରହିଛି ସେମାନଙ୍କର ମଧ୍ୟ emi ବଢିବ । sbi ର 40 କୋଟି ରୁ ଅଧିକ ଗ୍ରାହାକ ରହିଛନ୍ତି । ଏହି ପରି ସ୍ଥିତିରେ sbi ର ଏହି ନୂଆ ନିସ୍ପତି ରେ ନୂଆ ଏବଂ ପୁରୁଣା ଉଭୟ ଗ୍ରାହାକ ପ୍ରଭାବିତ ହୋଇ ପାରନ୍ତି । ବ୍ୟାଙ୍କ ୱେବସାଇଟ ଅନୁଯାୟୀ ଗୋଟିଏ ମାସ ଏବଂ ତିନି ମାସ ଅବଦ୍ଧି ପାଇଁ MCLR 7.75 ପ୍ରତିଶତ ରୁ ବଢି 8 ପ୍ରତିଶତ କରାଯିବ 6 ମାସ ଏବଂ 1 ବର୍ଷ ଅବଦ୍ଧି ପାଇଁ MCLR ରେ 8.5 ପ୍ରତିଶତ ରୁ ବଢି 8.30 ପ୍ରତିଶତ କରାଜାଇଛି ।
ସେହି ପରି 2 ବର୍ଷ ର MCLR ରେ 8.25 ପ୍ରତିଶତ ରୁ ବଢି 8.50 ପ୍ରତିଶତ ହୋଇଛି। ସୂଚନା ଯୋଗ୍ୟ କି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନିକଟ ରେ ରେପୁରେଟ 35 ପ୍ରତିଶତ ବେସିସ ବୃଦ୍ଧି କରିଛି । ଏବେ ରେପୁରେଟ 6.25 ପ୍ରତିଶତ ହୋଇଛି । ଏହି ବୃଦ୍ଧି ପରେ ବ୍ୟାଙ୍କ୍ ଉପରେ ସୁଧ ଧର ବଢେଇବା ନେଇ ଚାପ ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।