ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣିଛନ୍ତି ବିଜୁ ସ୍ୱାସ୍ଥ୍ୟ କାର୍ଡ ଏବେ ହେଲ୍ଠ ଆଇଡି । ଜାହାକୁ ଆମେ ମାନେ ଆଭା କାର୍ଡ ମଧ୍ୟ କହୁଛୁ । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ସେହି ଆଭା କାର୍ଡ ବିଷୟ କେ ସଂମ୍ପର୍ଣ୍ଣ ବିବରଣି ଆପଣ ମାନଙ୍କୁ ଦେବାକୁ ଚାହିଁବୁ । ତେବେ ଏହି ଆଭା କାର୍ଡ ହେଲା କି ଯେମିତି ଆମେ ମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ହସ୍ପିଟାଲ ଲିଷ୍ଟ ଦେଖି ପାରୁଛୁ ।
ସେମିତି ଏହି ଆଭା କାର୍ଡରେ ଜାହାକୁ ଆମେ ମାନେ ଏକ ପ୍ରକ୍ୟୁପ୍ସନ ଆମେ ମାନେ କହି ପାରିବା । ତେବେ ନର୍ମାଲି ଆମ ମାନଙ୍କୁ କେଉଁଠି କିଛି ସ୍ୱାସ୍ଥ୍ୟ ଗତ ସମସ୍ୟା ହେଲା ସେହି ସବୁକୁ ଆମେ ମାନେ ସମ୍ଭାଳିକି ରଖୁ ନାହାଁନ୍ତି । ହେଲେ ସେହି କାର୍ଡରେ ଯେମିତି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ହସ୍ପିଟାଲ ମାନଙ୍କ ଲିଷ୍ଟ୍ ଦେଖୁଛୁ । ସେମିତି ମଧ୍ୟ ଏହି ଆଭା କାର୍ଡ ରେ ସମସ୍ତ ହସ୍ପିଟାଲ ଲିଷ୍ଟ କ୍ଲିନିକ୍ ଲିଷ୍ଟ ସବୁ କିଛି ମଧ୍ୟ ଆସିଯିବ ।
ଜାହା ଫଳ ରେ ସେହି ଜାଗାକୁ ଗଲେ ଆପଣ ମାନଙ୍କର ଏହି ହେଲ୍ଥ ଆଇଡି କହିଲେ ଆପଣ ମାନଙ୍କର ଏଣ୍ଟ୍ରୀ ହୋଇଯିବ । ଯେଉଁଟାକି ଆପଣ ମାନଙ୍କର ପରେ କିଛି ସମସ୍ୟା ହେଲା ପୁଣି ବର୍ଷେ ପରେ ପୁଣି ଆପଣଙ୍କର କିଛି ସ୍ୱାସ୍ଥ୍ୟ ଗତ ସମସ୍ୟା ହେଲା ତେବେ ଆପଣ ଯେକୈଣସି କ୍ଲିନିକ୍ ଜାଆନ୍ତୁ ଯେକୈଁଣସି ହସ୍ପିଟାଲ କୁ ଜାଆନ୍ତୁ । ସେହି ସ୍ଥାନ ଉପରେ ଆପଣ ମାନଙ୍କର ହେଲ୍ଥ ଆଇଡି ନମ୍ବର ଯେଉଁ ରହିଛି ନମ୍ବର ମାରିଦେଲେ ଆପଣ ମାନଙ୍କର ଏକାଉଣ୍ଟ ଦେଖେଇବ ।
ତେବେ ଏହା ଆପଣ ମାନଙ୍କର ପ୍ରେସ୍କ୍ୟୁବସନ ଭଳି କାମ କରିବା ସହିତ ସମସ୍ତ ହେଲ୍ଥ ସମନ୍ଧିୟ ଡାଟା ମଧ୍ୟ ଏହିଥିରେ ଆପଣ ମାନଙ୍କର ରହିବ । ଏହା ସହିତ ଆପଣ ମାନଙ୍କୁ ଏହି କାର୍ଡ ଟି କେଉଁ କେଉଁ ହସ୍ପିଟାଲ ରେ ଆପଣ ମାନଙ୍କୁ ଏହି ସୁବିଧା ମିଳିବ ତାହା ବିଷୟ ରେ ଜାହାର ମଧ୍ୟ ଆପଣ ମାନଙ୍କୁ ଏକ ଲିଷ୍ଟ ସେହିଥିରେ ପ୍ରଦାନ କରାଯିବ । ହେଲେ ଏହି ସୁବିଧା ଏବେ ଯାଏ ଲାଗୁ ହୋଇ ନଥିବା ବେଳେ ଆଗାମୀ ସମୟ ରେ ଏହି ସୁବିଧା ଲାଗୁ ହେବା ପାଇଁ ଯାଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।