ଦଶମ ପିଲାଙ୍କ ପାଇଁ ଓଡିଶା ସରକାରଙ୍କର ବଡ ଖବର – ଏବେ ହିଁ ଜାଣନ୍ତୁ

ghjgdfdf

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ମେଟ୍ରିକ ସମେଟିଭ ୱାନ ପରିକ୍ଷା ଶେଷ ହୋଇଛି । ତେବେ ଏହି ମଧ୍ୟରେ ବାକି ରହିଛି ରେଜଲ୍ଟ । ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ବି ଅପେକ୍ଷା କରିଛନ୍ତି କେବେ ସୁଧା ପ୍ରକାଶ ପାଇବ ମେଟ୍ରିକ ସମେଟିଭ ୱାନ ପରିକ୍ଷା ର ଫଳ । ତେବେ ବନ୍ଧୁଗଣ ଆସନ୍ତୁ ସମ୍ପର୍ଣ୍ଣ ଅପେଡେଟ ନଜର ପକେଇବା ଜାହାକି ଏବେ ଏବେ ଆସିଛି କିଛି ନୂଆ ସୂଚନା । ମାଧ୍ୟମିକ ଶିକ୍ଷା ପରିଶଦ ବୋର୍ଡ ପକ୍ଷରୁ ଗତ 9 ତାରିଖ ରୁ ରାଜ୍ୟ ବ୍ୟାପି ଆରମ୍ଭ ହୋଇଥିଲା ମେଟ୍ରିକ ସମେଟିଭ ୱାନ ପରିକ୍ଷା ।fbfgbg

ଜାହାକି ଖାତା ଦେଖା ଆସନ୍ତା 19 ତାରିଖ ରେ ଶେଷ ହେବ । କେବଳ 30 ମାର୍କ ବିସିଶ୍ଟ ସବଜେକ୍ଟିଭ ପରିକ୍ଷାର ଖାତା ଦେଖା ଯାଉଥିବାରୁ 10 ଦିନ ମଧ୍ୟରେ ଏହି ମୂଲ୍ୟାୟନ ଶେଷ କରିବା ପାଇଁ ଧାର୍ଯ୍ୟ ହୋଇଛି । ମାତ୍ର 50 ମାର୍କ ବିଶିଷ୍ଟ ଓବଜେକ୍ଟିଭ ପରିକ୍ଷାର OMR ସିଟ୍ କୁ କମ୍ପ୍ୟୁଟର ଦେଖା ହେବାର ବ୍ୟବସ୍ଥା ରହିଥିବାରୁ ଏହା ସବଜେକ୍ଟିଭ ଖାତା ଦେଖା ସରିବା ପୂର୍ବରୁ ଶେଷ ହୋଇଥିବ ବୋଲି ବୋର୍ଡ ର ଜଣେ ଅଧିକାରୀ କହିଛନ୍ତି । ତେବେ ଟାବୁଲେସନ ଶେଷ ହେବା ପରେ ହିଁ ପରିକ୍ଷା ଫଳ ପ୍ରକାଶ ଦିଗରେ ପରବର୍ତି ନିସ୍ପତି ନିଆଯିବ ବୋଲି କତ୍ତୃପକ୍ଷ କହିଛନ୍ତି । school girl

ତେବେ ମିଳୁଥିବା ବିଶେଷ ସୂତ୍ର ମୁତାବକ ଆସନ୍ତା 30 ତାରିଖ ପୂର୍ବରୁ ମେଟ୍ରିକ ସମେଟିଭ ୱାନର ରେଜଲ୍ଟ ପ୍ରକାଶ ପାଇଯିବ । ଆଉ ଏହି ରେଜଲ୍ଟ ବି ଆପଣ ମାନେ ବୋର୍ଡ ର ୱେବସାଇଟ ରେ ଏହି ରେଜଲ୍ଟ ପ୍ରକାଶ କୁ ମଧ୍ୟ ଦେଖି ପାରିବେ । ତେବେ ଏହି ସମେଟିଭ ୱାନ ପରିକ୍ଷା ସହିତ ମଧ୍ୟମା ଏବଂ ଷ୍ଟେଟ୍ ଅପନ ସ୍କୁଲ ସର୍ଟିଫିକେଟ ପରିକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ଜଣା ପଡିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *