ବଡ ଖବର – ସାରା ଭାରତରେ ବନ୍ଦ ହେବାକୁ ଜାଉଛି ଏହି ସବୁ ଜିନିଷ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ତେବେ ପ୍ରଥମ ବଡ ଖବର ଟି ହେଲା ଜାନୁଆରୀ 1 ତାରିଖ ରୁ ବଜାର କୁ ଆସିବ ନୂଆ 1 ହଜାର ଟଙ୍କା ନୋଟ ଏବଂ 2 ହଜାର ଟଙ୍କିଆ ନୋଟ ସୋସିଆଲ ମିଡିଆ ରେ ଭାଇରଲ ହେଉଥିବା ଏକ ଭିଡ଼ିଓ ଜାରି କରିଛି କି ଜାନୁଆରୀ 2023 ରୁ ଲାଗୁ ହେବାକୁ ଯାଉଛି ଏବଂ ସରକାର ପୁଣି ଥରେ 1 ହଜାର ନୋଟ କୁ ଫେରସ୍ତ କରିବାକୁ ଯୋଜନା କରିଛନ୍ତି ।image_2022-12-20_111359558

ତେବେ ଏହି ବାର୍ତ୍ତା ନକଲୀ ଅଟେ PIP ନିଜର ଟୁଇଟର ଏକାଉଣ୍ଟ ରେ ଏହି ବିଷୟ ରେ ସୂଚନା ଦେଇଛି । ଏବଂ ଲୋକ ମାନଙ୍କୁ ଏହି ପରି ବର୍ତ୍ତା ନପଠେଇବାକୁ ନିବେଦନ କରିଛି । ତେବେ ପରବର୍ତି ଖବର ଟି ହେଲା ଏଣିକି ସରଳ ହେବ ଡ୍ରାଇଇଂ ଲାଇସେନ୍ସ ର ଆବେଦନ ଅନଲାଇନ ରେ ମିଳି ପାରିବ ଡାକ୍ତରୀ ପ୍ରମାଣ ପତ୍ର । 40 ବର୍ଷରୁ ଅଧିକ ବୟସ ର ବ୍ୟକ୍ତି ଲାଇଲେନ୍ସ ର ନବିକରଣ କରିବାକୁ ଚାହୁଁଥିଲେ । କିମ୍ବା ଟ୍ରାନ୍ସପୋର୍ଟ ଲାଇସେନ୍ସ ପାଇଁ ଚାହୁଁଥିଲେ ଏଣିକି ଡାକ୍ତରୀ ପ୍ରମାଣ ପତ୍ର ଅନଲାଇନ ରେ ମିଳି ପାରିବ ।image_2022-12-20_111538076

ବିଭିନ୍ନ RTO ବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ଭୀଡ କମେଇବା ଲାଗି ରାଜ୍ୟ ପରିବହନ କତୃପକ୍ଷ ବା ଏସ ଡିଓଏ ପକ୍ଷରୁ ଏହି ପଦକ୍ଷେପ ନିଆଜାଇଛି । ତେବେ ବହୁତ ଶୀଘ୍ର DL ବା LL ରେ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ପରି ପଦକ୍ଷେପ ବା ଆଧାର ଇଣ୍ଟିଲେସ ପେସଲେସ ସେବା ଆରମ୍ଭ ହେବ । ଅର୍ଥାତ କିଛି ସେବା କୁ ନାଗରିକ ମାନେ ଘରେ ବସି ସୁବିଧା ପାଇ ପାରିବେ । ବିଶେଷ କରି DL ପାଇବା ପାଇଁ ଅନଲାଇନ ମାଧ୍ୟମ ରେ ଡାକ୍ତରୀ ସାର୍ଟିଫିକେଟ ମିଳି ପାରିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *