ଏବେ ଜେଲ୍ ଯିବେ ବର୍ଷା/ଆସିଲା ନୋଟିସ୍ |

barsha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜେଲ୍ ଯିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି । ଭୁବେନଶ୍ୱରର ପଟିଆଲ ଥାନାରୁ ଆସିଛି ନୋଟିସ୍ । ତେବେ ବନ୍ଧୁଗଣ ବର୍ତ୍ତମାନ ବର୍ଷା ଙ୍କ ଘରେ ଲାଗି ଯାଇଛି ନୋଟିସ୍ ତେବେ କିନ୍ତୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବର୍ତ୍ତମାନ ଯେଉଁ ମାମଲାର ବର୍ଯା ଜେଲ୍ ଯିବାକୁ ଯାଉଛନ୍ତି ତାହା ଅନୁଭବ ଙ୍କ ସହିତ ଯୋଡିତ ନୁହେଁ । ବରଂ ଏହା ବର୍ଷା ଙ୍କର ଏକ ଛୋଟ ଲୋକଙ୍କର କଥାକୁ ନେଇ ବର୍ଷା ଆକ୍ଷ୍ୟାପ କରି କହିବା ଦ୍ୱାରା ନୋଟିସ୍ ଲାଗିଛି ।

ତେବେ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ହେଲେ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚୟ ଜାଣି ପାରିବେ । ତେବେ ଏହି ନୋଟିସ୍ ତାଙ୍କୁ ଆସିଥିବାର କାରଣ ଏହାକି ବର୍ଷା ପ୍ରିୟଦର୍ଶନି ସୁଜିତ୍ ଦଳାଇ ନାମକ ଜଣେ ହରିଜନ ଲୋକଙ୍କୁ ସେ ଗାଳି ଗୁଲଜ କରିଥିଲେ ଏହା ଫଳରେ ତାଙ୍କୁ ଅପରାଧ ଲାଗିଛି । ତେବେ 4ବର୍ଷ ତଳର ଏହି ଘଟଣା 2019 ମସିହାର ଘଟଣାରେ ବର୍ତ୍ତମାନ କେସ୍ ଛିଡି ନଥିବାରୁ ପୁଣି ଥରେ ନୋଟିସ୍ ଲାଗିଛି ଅଭିନେତ୍ରା ବର୍ଷା ପ୍ରିୟଦର୍ଶନି ଙ୍କ ଘରେ ।

barsha

ତେବେ ଏହାକୁ ନେଇ ସେତେବେଳେ ସୁଜିତ୍ ଚୁପ ଚାପ ଥିଲେ କିନ୍ତୁ କହିପାରୁ ନିଥିଲେ ଯେତେବେଳେ ଅନୁଭବ ଓ ବର୍ଷା ଏକାଠି ରହୁଥିଲେ ତେଣୁ ଅନୁଭବ ସାଙ୍ଗ ହୋଇ ଥିବାରୁ ସେ କିଛିବି କହିପାରୁ ନଥିଲେ । ବର୍ତ୍ତମାନ ଅନୁଭବ ଦୂରେଇ ଯିବା ପରେ ସେ କଡା କାର୍ଯ୍ୟନୁଷ୍ଟାନ ଗ୍ରହଣ କରିଛନ୍ତି ସେହି ଭଦ୍ରବ୍ୟକ୍ତି ଜଣଙ୍କ ହେଉଛନ୍ତି ସୁଜିତ୍ ଦଳାଇ । ବର୍ତ୍ତମାନ ସେ ଥାନାକୁ ଯାଇଛନ୍ତି । ତେବେ ଗତ କାଲି ପଟିଆଲ ଥାନାରୁ ଅଧିକାରୀ ମାନେ ଆସି ବର୍ଷାଙ୍କ ଘରେ ପହଞ୍ଚିଥିଲେ ମାତ୍ର ସେତେବେଳେ ବର୍ଷା ଙ୍କ ଘରେ ଉପସ୍ତିତ ନଥିଲେ ।

ତେବେ ବର୍ଷା ଙ୍କ ଘରେ କେହି ବି ଉପସ୍ତିତ ନଥିବାରୁ ଅଧିକାରୀ ମାନେ କର୍ଟ ନୋଟିସ୍ କୁ ବର୍ଷା ଙ୍କ ଗେଟ୍ ସାମ୍ନାରେ ଲେଗେଇ ଚାଲି ଯାଇଥିଲେ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଖବର ଟି ନିଆ ଭଳି ଭାଇରାଲ ହେବାରେ ଲାଗିଛି । ତେବେ ସେହି ଭଦ୍ର ଲୋକ କୁ ବର୍ଷା ଛୋଟଲୋକ କହି ଗାଳି କରିଥିଲେ ଫଳରେ ନିଜକୁ ସନମ୍ମାନ ହାନି ହେବାରୁ ସେ ବର୍ତ୍ତମାନ କର୍ଟ ର ଦ୍ୱାରସ୍ତ ହୋଇଛନ୍ତି ଏହି ବ୍ୟକ୍ତି ଜଣଙ୍କ ଯାହାଙ୍କର ନାମ ହେଉଛି ସୁଜିତ୍ ଦଳାଇ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *