ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଉଥ୍ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଆମ ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି । ଏନେଇ ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ କ’ଣ କହିଛନ୍ତି ବାବୁସାନଙ୍କୁ ନେଇ । ଏଠି ବାବୁସାନଙ୍କୁ ମିଳୁଛି ସାଉଥ୍ ରୁ ଅଫର । ସାଉଥ୍ ର ସୁପରଷ୍ଟାର ଅଲୁ ଅର୍ଜୁନ ସେ କେତେବଡ ଷ୍ଟାର ଆଉ ସେ ଅଫର ଦେଇଛନ୍ତି ବାବୁସାନଙ୍କୁ ।
ଦମନ ଫିଲ୍ମର ଆଉ ବାବୁସାନ ମହାନ୍ତିଙ୍କୁ ସାଉଥ୍ ର ସୁପରଷ୍ଟାର ଅଲୁ ଅର୍ଜୁନ ଓଡିଆ ସିନେମା ବେଶ୍ ପ୍ରଶଂସା କରିଛନ୍ତି ଆଉ କହିଛନ୍ତି ମୁଁ ଏହି ଫିଲ୍ମକୁ ନେଇ ଯେତେ ଶୁଣିବାକୁ ପାଉଛି ତାହା ବହୁତ ସୁପରହିଟ୍ ହୋଇଛି । ଏହା ମଧ୍ୟ ସେ କହିଛନ୍ତି କି ମୁଁ ଜଣେ ଅଭିନେତା ଆଉ ଜଣେ ଅଭିନେତା ହିସାବରେ ବାବୁସାନଙ୍କୁ ମୋର ସାଲେଟୁ ।
ସେ ଦମନ ଭଳି ସୁପରହିଟ୍ ଫିଲ୍ମ କରିଥିବାରୁ ମୁଁ ତାଙ୍କୁ ସାଲେଟୁ କରୁଛି ଏବଂ ଦମନ ଫିଲ୍ମକୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା । ଆହୁରି ଅଲୁ ଅର୍ଜୁନ କହିଛନ୍ତି ମୋର ଆଗାମୀ ଫିଲ୍ମ ରେ ବାବୁସାନ ମହାନ୍ତିଙ୍କୁ ସୁଯୋଗ ଦେବା ପାଇଁ ଚେ଼ଷ୍ଟା କରିବି । ଆଉ ବାବୁସାନ ମହାନ୍ତି ଯଦି ଇଛା କରିବେ ଯେ ନିହାତି ସେ ତାଙ୍କ ଫିଲ୍ମ ରେ ଅଭିନୟ କରି ପାରିବେ ।
ଏବେ ଓଡ଼ିଆ ଅଭିନେତାଙ୍କ ବାବୁସାନଙ୍କ ଫିଲ୍ମ ଚର୍ଚ୍ଚାରେ ଦମନ । ଗତ କିଛିଦିନ ହେବ ଏହି ଫିଲ୍ମକୁ ନେଇ ସବୁଆଡେ ଚର୍ଚ୍ଚା ଜୁର ଧରିଛି । ବଲିଉଡ ଠୁ ଆରମ୍ଭ କରି ସାଉଥ୍ ପର୍ଯ୍ୟନ୍ତ ଏହି ଫିଲ୍ମର କ୍ରେଚ୍ ଏବେ ବଢିବାରେ ଲାଗିଛି । ଏହି ଫିଲ୍ମଟି ସମସ୍ତଙ୍କ ହୃଦୟ ଛୁଇଁଛି ।
ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ ମଧ୍ୟ ଏହି ଫିଲ୍ମ ନଦେଖି ମଧ୍ୟ ଏହି ଫିଲ୍ମର ଯେଉଁ କ୍ରେଜ୍ ଦେଖୁଛନ୍ତି ତାହା ମଧ୍ୟ ବାବୁସାନଙ୍କୁ ମଧ୍ୟ ସାଲେଟୁ କରିଛନ୍ତି । ଆଉ ମଧ୍ୟ ବାବୁସାନଙ୍କୁ ତାଙ୍କ ଫିଲ୍ମରେ ସୁଯୋଗ ଦେବାକୁ ମଧ୍ୟ ଚେ଼ଷ୍ଟା କରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।