ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାବୁସାନ କିଏ ମୁଁ ଜାଣିନି ତାଙ୍କ କଥା ମତେ କାହିଁକି ପଚାରୁଛ ଯେଉଁଥି ପାଇଁ ଆସିଛ ସେହି କଥା କଣ ପାଇଁ ପଚାରୁ ନାହଁ । ହଁ ଲୋକ ବିବାଦ କୁ ଭଲ ପାଆନ୍ତିନି । ମୋ ବିବାଦ କୁ ସେମାନେ ଏନଜୟ କରିଛନ୍ତି । ହେଲେ ପୁରୁଣା ପାଠ ର ଆଲୋଚନା କରି କିଛିବି ଲାଭ ନାହିଁ । ହଁ ପ୍ରେମ ଅର୍ଥ ହେଉଛି ଫ୍ରେଣ୍ଡସିପ୍ ହଁ ବନ୍ଧୁଗଣ ଏହି ଦିନରେ ଯେତେ ବେଳେ ପ୍ରକୃତି ଙ୍କ ଏକ ଫିଲ୍ମ ର ସୁଟିଂ ଆରମ୍ଭ ହେଲା ସେହି ସମୟ ରେ ଏକ ଗଣ ମାଧ୍ୟମ କୁ ପ୍ରତିକ୍ରିୟା ଦେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଏମିତି କିଛି କଥା କହିଥିଲେ ।
ମୁଁ ପ୍ରତିକ୍ଷା ଦେଖିଛି ହେଲେ ଦମନ ଦେଖିନି । ଦମନ ଦେଖିବାକୁ ମତେ ସମୟ ନାହିଁ । କିଏ ବାବୁସାନ ବାବୁସାନ ଙ୍କୁ ମୁଁ ଚିହ୍ନି ନାହିଁ । ବାବୁସାନ ଙ୍କ କଥା ମତେ କାହିଁକି ପଚାରୁଛ । ଆଉ ସାମ୍ବାଦିକ ଙ୍କ ପ୍ରଶ୍ନ ଥିଲା ଆପଣଙ୍କ ବିବାଦ କୁ ଲୋକ କୁଆଡେ ଭଲ ପାଉଛନ୍ତି । ଆଉ ତତକ୍ଷାଣତ ତାର ଉତ୍ତର ଦେଇଥିଲେ ଲୋକ ଭଲ ପାଆନ୍ତିନି । ଲୋକ ଏନଜେୟ କରିଥିଲେ । ପୁରୁଣା ପାଠର ଅଲୋଚନା କରି କିଛି ଲାଭ ନାହିଁ । ଦୟାକରି ମତେ ଆପଣ କଫସପ୍ ପ୍ରେମର ଆରମ୍ଭର ପ୍ରଶ୍ନ ପଚାରନ୍ତୁ ।
ଆଉ ପୁଣି ସାମ୍ବାଦିକ ଙ୍କ ପ୍ରଶ୍ନ ଥିଲା ପ୍ରେମର ଅର୍ଥ କଣ ପ୍ରକୃତି କହିଥିଲେ ଫ୍ରେଣ୍ଡସିପ୍ ଜାହା ଏହି ସିନେମା ରେ ଦେଖିବାକୁ ମିଳିବ । କଫି ସପ୍ ପ୍ରେମର ଆରମ୍ଭ । ଏହି ସିନେମା ରେ ଦେଖିବାକୁ ମିଳିବ କେମିତି ପ୍ରେମ ଆରମ୍ଭ ହୋଇଥିଲା କଫି ସପ୍ ରୁ । ଏମିତି ଏକ କାହାଣୀ କୁ ନେଇ ପରଦା କୁ ଆସୁଛନ୍ତି ପ୍ରକୃତି ମିଶ୍ର । ବିବାଦ ର ବହୁତ କିଛି ଦିନ ପରେ ଓଡିଆ ଚଳଚିତ୍ରରେ ନଜର ଆସିବେ ଅଭିନେତ୍ରୀ ପ୍ରକୃତି ମିଶ୍ର ।
ଯେତେ ଦମନ ପରେ ପ୍ରତିକ୍ଷା କୁ ଅଦ୍ଭୁତ ପୂର୍ଣ୍ଣ ସଫଳତା ମିଳିଛି । ସେତେ ବେଳେ ବି କଫି ସପ୍ ପ୍ରେମର ଆରମ୍ଭ କୁ ଦର୍ଶକ ପସନ୍ଦ କରିବେ ବୋଲି ପ୍ରକୃତି ମିଶ୍ର କହିଛନ୍ତି । ହେଲେ ସେ ଦମନ କୁ ଦେଖି ନାହାଁନ୍ତି ବାବୁସାନ ଙ୍କୁ ସେ ଜାଣି ନାହାଁନ୍ତି । କିମ୍ବା ପୁରୁଣା ପାଠର ଆଲୋଚନା ସେ କରିବାକୁ ଚାହାଁନ୍ତି ନାହିଁ । କାରଣ ଭଲ ଭାବେ ଜାଣିଛନ୍ତି ଅତିତ କୁଆଡେ କଷ୍ଟ ଦିଏ । ସେହିଥି ପାଇଁ ସେ ଏମିତି କିଛି କଥା କହିଥିବା ଏବେ ଚର୍ଚ୍ଚା ହେଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।