ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରିଆ ଙ୍କ ଭୋଜିରେ ଏକାଠି ଜାଇ ପହଁଚିଲେ ଅପରାଜିତା ମହାନ୍ତି ଏବଂ ପ୍ରକୃତି ମିଶ୍ର । ରିଆ ଙ୍କ ସହିତ ଫୋଟ ଉଠେଇଥିଲେ ରିସେପ୍ସନ ଭୋଜି ମଧ୍ୟ ଖାଇଲେ । ପାରିବାରିକ ବିବାଦ ପରେ ଏକାଠି ଏକ ଭୋଜିରେ ଦେଖା ହୋଇଛନ୍ତି ଅପରାଜିତା ପ୍ରକୃତି ବୋଲି ସୂଚନା ମିଳିଛି । ରିଆ ଙ୍କ ଭୋଜିରେ ଅପରାଜିତା ପହଁଚିଥିଲେ ହେଲେ ବାବୁସାନ ରହିଗଲେ । ଓଡିଆ ଚଳଚିତ୍ର ଜଗତ ନାୟିକା ରିଆ ପ୍ରେମ ବିବାହ କରିଛନ୍ତି ।
ଗତ 30 ତାରିଖ ରେ ବିବାହ କରିଥିବା ବେଳେ ଗତ କାଲି ତାଙ୍କର ଥିଲା ରିସେପ୍ସନ ଭୋଜି । ତାଙ୍କ ଭୋଜିରେ ପହଁଚିଥିଲେ ଓଡିଆ ସିନେମା ଜଗତ କ ନାମୀଦାମୀ କଳାକାର । ରିଆ ଙ୍କ ସହିତ ଜାଇ ଫୋଟ ମଧ୍ୟ ଉଠେଇ ଥିଲେ । ସେହିଥିରୁ ଦୁଇ ଜଣ ଥିଲେ ଭେଟରାନ ଅଭିନେତ୍ରୀ ଅପରାଜିତା ମହାନ୍ତି । ଏବଂ ଚର୍ଚ୍ଚିତ କୋଣ୍ଟ୍ରୋଭର୍ସିଆଲ ଅଭିନେତ୍ରୀ ପ୍ରକୃତି ମିଶ୍ର ।
ରିଆଙ୍କ ବିବାହ ରେ ପହଁଚିଥିଲେ ଏକା ସାଙ୍ଗରେ ଦୁଇ ଜଣଙ୍କ ମଧ୍ୟରେ ଭେଟଭାଟ ହୋଇଥିଲା ବୋଲି ସୂଚନା ମିଳିଛି । ଦୁହେଁ ରିଆଙ୍କ ସହିତ ଜାଇ ଫୋଟ ମଧ୍ୟ ଉଠେଇ ଥିଲେ । ତେବେ ଯଦି ଦେଖିବା ବିଗତ ଦିନରେ ପ୍ରକୃତି ଏବଂ ଅପରାଜିତା ମହାନ୍ତି ଙ୍କ ପାରିବାରିକ ବିବାଦ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ସେହିଥି ପାଇଁ ସମସ୍ତେ ଭାବୁଥିଲେ କି ଯେଉଁଠିକୁ ପ୍ରକୃତି ଯିବେ ସେଠାକୁ ଅପରାଜିତା ଯିବେ ନାହିଁ । ତେବେ ପାରିବାରିକ ବିବାଦ ପରେ ଉଭୟଙ୍କୁ ଏକାଠି ଗୋଟିଏ ବାହାଘର ଭୋଜିରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
କାରଣ ସମସ୍ତେ ଭାବିଥିଲେ ଯେ ଉଭୟ ପରସ୍ପର ମୁହାଁମୁହିଁ ହେଲେ ଝଗଡା ଆରମ୍ଭ ହୋଇଯିବ ହେଲେ ଏହାକୁ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁଲ ପ୍ରମାଣିତ କରି ଦେଖାଇ ଦେଇଛନ୍ତି । ଉଭୟଙ୍କୁ ଦେଖିଲେ ଲାଗୁଥିଲା ଯେପରି ବିବାଦ ପରି ଘଟଣା କିଛି ଘଟି ହିଁ ନଥିଲା । ଉଭୟ ଖୁସିରେ ଯାଇ ରିୟଙ୍କ ସହ ଫଟୋ ଉଠାଇ ଖାଇପିଇ ଘରକୁ ଫେରିଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।