Astrology- ପାଦରେ ଏହି ପରି ଲଗାଇଲେ ଅଳତା, ଘର ଉପରେ ପଡିଥାଏ ମା ଲକ୍ଷ୍ମୀଙ୍କର ବିଶେଷ କୃପା ! ଘରକୁ ଆସେ ସୁଖ ସମୃଦ୍ଧି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ସମୟ ରେ ମହିଳା ମାନେ ନିଜର ଶୋଳ ସୃଙ୍ଗାର କରି ରଖିବା ନିହାତି ଆବଶ୍ୟକ ଅଟେ । କାରଣ ମହିଳା ମାନେ ନିଜକୁ ଯେତେ ଅଧିକ ସଜବାଜ କରି ରଖିବେ । ସିଏ ସେତେ ହିଁ ଅଧିକ ସୁନ୍ଦର ଦେଖା ଜାଇଥାନ୍ତି । ସେମିତି ରେ ବନ୍ଧୁଗଣ ଏହି ମହିଳା ମାନଙ୍କ ଶୋଳ ସୃଙ୍ଗାର ମଧ୍ୟରୁ ଅଳତା ବି ଅନ୍ୟତମ ହୋଇଥାଏ । ନାରୀ ମାନେ ନିଜ ପାଦରେ ଅଳତା ଲଗେଇବା ଦ୍ୱାରା ନିଜର ପାଦର ସୁନ୍ଦରତା ବୃଦ୍ଧି ହେବା ସହ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଏ ।

ସବୁ ନାରୀ ମାନେ ପାଦରେ ଅଳତା ପରିଧାନ କରନ୍ତି । କାରଣ ଓଷା ବାରରେ ଅଳତା ଲଗେଇବା ବିଧି ବିଧାନ ରହିଥାଏ । ମହିଳା ମାନଙ୍କୁ ଏହି କଥା ଜାଣିବା ଦରକାର ଯେ ସେମାନେ ଓଷା ସହିତ ଅନ୍ୟ ସାଧାରଣ ଦିନ ମାନଙ୍କରେ ମଧ୍ୟ ପାଦରେ ଅଳତା ପିନ୍ଧିପାରିବେ । କାରଣ ପାଦରେ ଅଳତା ପିନ୍ଧିବା ଦ୍ଵାରା ଘର ପାଇଁ ଏହାର ବହୁତ ଭଲ ପ୍ରଭାବ ପଡିଥାଏ ।

jitu das

ଘରେ ଅଶାନ୍ତିର ବାତାବରଣ ରହିଥାଏ । ଆର୍ଥିକ ସ୍ଥିତି ମଧ୍ୟ ମଜଭୁତ ହୋଇଥାଏ । ରାହୁ ଗ୍ରହ ସବୁବେଳେ ଅନିଷ୍ଟ କରିଥାଏ । ଯେଉଁ ଘର ଉପରେ ରାହୁ ଗ୍ରହର ଖରାପ ଦୃଷ୍ଟି ପଡିଥାଏ । ସେହି ଘରେ ଅନିଷ୍ଟ ହେବା ଆରମ୍ଭ ହୋଇଯାଇଥାଏ । କିନ୍ତୁ ରାହୁକୁ ଶାନ୍ତ କରିବାକୁ ହେଲେ ପାଦରେ ଅଳତା ପରିଧାନ କରିବାକୁ ପଡିଥାଏ । କାରଣ ନାଲି ରଙ୍ଗର ପାଦ ମା ଲକ୍ଷ୍ମୀଙ୍କର ପାଦ ଦେଖିବା ଦ୍ଵାରା ରାହୁ ଗ୍ରହ ଶାନ୍ତି ପାଏ । କାରଣ ମା ଲକ୍ଷ୍ମୀ ସର୍ବଦା ନିଜ ପାଦରେ ଅଳତା ପନ୍ଧିଥାନ୍ତି ।

ତେଣୁ ଯେଉଁ ମହିଳା ପ୍ରତ୍ୟୋକ ଦିନ ଶରୀରର ଅନ୍ୟ ସୃଙ୍ଗାର କରିବା ସହିତ ଅଳତା ଲଗେଥାଏ । ସେହି ବ୍ୟକ୍ତିର ଘରେ ରାହୁ ଗ୍ରହର କୁଦୃଷ୍ଟି ପଡେ ନାହିଁ । ଏହା ସହିତ ଘରେ ସୁଖ, ସମୃଦ୍ଧି ଓ ଐଶର୍ଯ୍ୟ ବୃଦ୍ଧି ହୋଇଥାଏ । ତଥା ନବ ବିବାହିତ ମହିଳା ମାନେ ଶାଶୁଘର ଯିବା ପରେ ସକାଳୁ ଉଠି ନିଜର ନିତ୍ୟ କର୍ମ ସାରି ନିଜର ଶାଶୁ ନଣନ୍ଦଙ୍କୁ ତଥା ପରିବାରର ଅନ୍ୟ ମହିଳା ସଦସ୍ୟଙ୍କୁ ଅଳତା ଲଗାଇବା ସହିତ ନିଜେ ମଧ୍ୟ ଅଳତା ଲଗାଇଥାଏ ।

alata 1

ତେବେ ଘରେ ସର୍ବଦା ଶାନ୍ତି ବଜାୟ ରହିଥାଏ । ଅଳତା ଲଗାଇବା ଦ୍ଵାରା ଶରୀରରେ ଅନେକ ପ୍ରକାର ରୋଗ ଦୂର ହେବା ସହିତ ମାନସିକ ସ୍ଥିତିରେ ମଧ୍ୟ ପ୍ରଶନ୍ନତା ରହିଥାଏ । ପାଦରେ ହେଉଥିବା ପାଦ ଫଟା ଓ ପାଣିଖିଆ ରୋଗ ମଧ୍ୟ ଭଲ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *