ମା କାଳିଜାଇଙ୍କ ପାଖକୁ ଗଲାବେଳେ ,ଚିଲିକା ମଝିରେ ଆଉ ଘୁଞ୍ଚିଲାନି ଡଙ୍ଗା

chilika 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚିଲିକା ମଝିରେ ଆଜି ଅଚଳ ହୋଇଗଲା ଡଙ୍ଗା ମାଆ କାଳିଜାଇ ର ନାମ ନେଇ ସମସ୍ତେ ଚିତ୍କାର କଲେ ଆଉ ସମସ୍ତେ କାନ୍ଦିଲେ ସମସ୍ତ ଙ୍କ ପାଟିରୁ ଗୋଟିଏ କଥା ଆମକୁ ବଞ୍ଚାଅ ବଞ୍ଚାଅ ଡଙ୍ଗା ଚାଳକ ଙ୍କ ପାଖରେ ଖବର ପହଁଚି ଥିଲା । ଆଉ ସେପଟୁ ବଞ୍ଚେଇବା ପାଇଁ ଦୈଡି ଆସି ଥିଲେ ଆଉ ଗୋଟେ ଡଙ୍ଗା ନେଇ ତେବେ ଏତେ ଜଳ ରାଶି ଭିତରେ ଡଙ୍ଗା ହଲି ଯାଉଛି ।

ତା ସହିତ ସେଠାରୁ ଆଉ ଘୁଞ୍ଚୁନି ଡଙ୍ଗାରେ ଏପଟେ ବସିଛନ୍ତି 10 ଜଣ ଯାତ୍ରୀ କାହାରି ଦେହରେ ଲାଇଫ ଜାକେଟ ନାହିଁ । ଏମିତି ଡଙ୍ଗା ଯାଉ ଯାଉ ଚିଲିକା ମଝିରେ ଅଟକି ରହଗଲା । ଯେତେ ବେଳେ କୂଳରୁ ଡଙ୍ଗା ବାହାରି ଥିଲା ସେତେ ବେଳେ କେହିବି ଲାଇଫ ଜାକେଟ ପିନ୍ଧି ନଥିବା ବେଳେ ଅଧ ଚିଲିକାର ଅଟକି ରହିଥିଲା ଡଙ୍ଗା । ସମସ୍ତଙ୍କର ଯେମିତି ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଗଲାଣି ।

chilika

ସମସ୍ତ ଙ୍କ ମନରେ ଡର କେମିତି ଏଠାରୁ ଉଦ୍ଧାର ହେବୁ । ଆଉ ସେପଟୁ ପୁଣି ବାହାରି ପଡେ ଆଉ ଗୋଟେ ଡଙ୍ଗା ଚିଲିକା ମଝିରେ ଜଳର ଲହରୀ ବହୁତ ଜୋରରେ ଆସୁଥାଏ । ନିୟନ୍ତ୍ରଣ ସହଜ ରେ ରହୁ ପାରୁ ନଥିଲା । ଏହି ସବୁ କୁ ଦେଖି ସମସ୍ତେ ଡରି ଜାଆନ୍ତି ଯାତ୍ରୀ ମାନଙ୍କ ମନରେ ବହୁତ ଡର କାହାରି ପାଖରେ ଲାଇଫ ଜାକେଟ ଟିଏ ବି ନଥାଏ । ଯଦି ଡଙ୍ଗା ଓଲଟିଯାଏ ତେବେ କ୍ଷେଣକରରେ ଜିବନ ଚାଲିଯିବ ।

ବନ୍ଧୁଗଣ ଏଠାରେ କହି ରଖିବା ପାଇଁ ଚାହିଁବୁ ଡଙ୍ଗାଟି ଧିରେ ଧିରେ ଆସୁଥିବା ବେଳେ ହଠାତ ଡଙ୍ଗାଟି ଅଟକି ଜାଇଥିଲା ଆଉ ସମସ୍ତେ ପାଗଳ ପରି ହୋଇଗଲେ । ତେବେ ଏମିତି ହେବା ପଛରେ କାରଣ ଡଙ୍ଗାର ମଟର ଖରାପ ହେବା ତେବେ ବନ୍ଧୁଗଣ ମଝି ଚିଲିକା ରେ ଡଙ୍ଗାର ମଟର ଖରାପ ହୋଇଯିବା ପରେ ସାହାଯ୍ୟ କରି ଥିଲେ ଅନ୍ୟ ଡଙ୍ଗା ଚାଳକ ମାନେ । ତେବେ ଜାଇ ଏମାନେ ଧିରେ ଧିରେ ଏମିତି କୂଳକୁ ପହଁଚି ଥିବାର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *