ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣତଃ ଭାବେ ବହୁତ ସମୟ ରେ 20-25 ବର୍ଷିୟ ମହିଳା ମାନେ ନିଜର ପିରିୟଡ ର ଅନିୟମିତା ପାଇଁ ଚିନ୍ତିତ ରହିଥାନ୍ତି । ଯେଉଁଥି ପାଇଁ ସେମାନେ ଅନେକ ସମୟ ରେ ଗର୍ଭବତୀ ହେବାର ଆଶଂକା ରହିଥାଏ । ସେହି ପରି ଆଜିର ସମୟ ରେ ଏହାବି ଦେଖିବା ପାଇଁ ମିଳୁଛି କି ବହୁତ କମ୍ ବୟସ ର ଝିଅ ମାନଙ୍କ ଠିକ୍ ଭାବେ ଗର୍ଭାଶୟ ର ବୃଦ୍ଧି ହୋଇପାରୁ ନାହିଁ । ସେମାନେ ବଡ ହେବା ପରେ ହିଁ ଗର୍ଭଧାରଣ କରିବା ସକ୍ଷମ ହେଉଛନ୍ତି ।
ଆଜିର ସମୟ ରେ ପିଲା ମାନେ ବାହାରର ଖାଦ୍ୟ ଖାଇ ସେମାନେ ବହୁତ ସମୟ ରେ ମୋଟାପଣ ର ଶୀକାର ହେଉଥିବାର ଦେଖିବା ପାଇଁ ମିଳିଥାନ୍ତି । ଯେଉଁଥି ପାଇଁ ସେମାନଙ୍କ ହୋର୍ମନ ର ବି ପରିବର୍ତନ ହେଉ ଥିବାର ଦେଖିବା ପାଇଁ ମିଳୁଛି । ଜାହାଫଳ ରେ ମହିଳା ମାନେ ସଠିକ୍ ସମୟ ରେ ଗର୍ଭଧାରଣ କରିବାର କ୍ଷେମତା କୁ ହରେଇ ବସୁଛନ୍ତି ।
ଯେଉଁ ଝିଅ ମାନେ 16 ରୁ 20 ମଧ୍ୟ ରେ ହୋଇଥାନ୍ତି ସେମାନଙ୍କ ପିରିୟଡ୍ ରେ ଅନିୟମିତା ଦେଖା ଦେଲେ ସେମାନେ ନିଜର ଖାଇବାର ରୋଟିନ୍ କୁ ପରିବର୍ତନ କରିବା ନିହାତି ଆବଶ୍ୟକ ହୋଇଥାଏ । ସେହି ସମୟ ରେ ନିଜର ଶରୀର କୁ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ । ଏହି ସମୟ ରେ ଏକ୍ସେସାଇଜ୍ କରିବା ଦ୍ୱାରା ଶରୀର ସଠିକ୍ ଫର୍ମ ରେ ରହିଥାଏ । ଏହା ପରେ ବି ଯଦି ସେମାନଙ୍କର ଉନ୍ନତି ନହୁଏ ତେବେ ସେମାନଙ୍କୁ ହୋରମନ୍ ନେବା ନିହାତି ଆବଶ୍ୟକ ଅଟେ ।
ଡିମ୍ବାଶୟ ରୁ ଡିମ୍ବ ତିଆରି ହେଉନାହିଁ , ଅଥବା ସଂମ୍ପର୍ଣ୍ଣ ବନ୍ଦ ହୋଇଜାଇଛି ତେବେ ସେମାନଙ୍କୁ ଡିମ୍ବ ତିଆରି କରିବା ପାଇଁ ଔଷଧ ର ସେବନ କରିବା ନିହାତି ଆବଶ୍ୟକ ଅଟେ । ଜାହା ଦ୍ୱରା ସେମାନଙ୍କ ଡିମ୍ବ ପୁଣି ଥରେ ତିଆରି ହୋଇ ପାରିବ । ସେହି ପରି ଏହି ପରି ଆପଣ ମାନଙ୍କର ସମସ୍ୟା ରହିଥିଲେ ବା ଅନିୟମିତା ର ଆପଣ ମାନେ ବି ଶୀକାର ହେଉ ଥିଲେ ନିଶ୍ଚିତ ଭାବେ ଆପଣ ମାନେ ପ୍ରତି ଘଣ୍ଟା ରେ ଗୋଟିଏ ଲିଟର ପାଣିର ସେବନ କରିବା ନିହାତି ଆବଶ୍ୟକ ହୋଇଥାଏ ।
ଯଦି ଆପଣ ମାନେ ପାଣି ପିଇବା ପାଇଁ ପସନ୍ଦ କରୁ ନାହାଁନ୍ତି ତେବେ ଲେମ୍ବୁ ସହିତ ଚୀନି ମିଶେଇ ପାଣି କରି ଆପଣ ମାନେ ଏହାର ସେବନ କରି ପାରିବେ । ଏହା ବ୍ୟତିତ ଆପଣ ମାନେ କ୍ୟଲସିୟମ୍ ର ବଟିକା ର ବି ସେବନ କରିବା ଦ୍ୱାରା ଆପଣ ମାନଙ୍କ ଏହି ଅନିୟମିତା ବନ୍ଦ କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।