ଅର୍ଚ୍ଚନା କହିଲେ ମୋ ୫ ବର୍ଷର ଛୁଆର ଲୁହ ପଡିବ ।

Archana 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତଥ୍ୟ ନଥାଇ ମିଛ ଖବର ଦେଲ ମୋ 5 ବର୍ଷର ଛୁଆର ଲୁହ ପଡିବ । ସେ ନିର୍ଦ୍ଧୋଶ ତାର କିଛି ବି ଦୋଷ ନାହିଁ । ଇଡି ଆଜି ଅର୍ଚ୍ଚନା କୁ 7 ଦିନିଆ ରିମାଣ୍ଡରେ ନେବା ବେଳେ କିଛି ଏହି ପରି ବିସ୍ଫୋରକ ବୟାନ ଦେଇଛନ୍ତି ଅର୍ଚ୍ଚନା ନାଗ । ରିମାଣ୍ଡ ରେ ନେବା ପୂର୍ବରୁ କେପିଟାଲ ହସ୍ପିଟାଲ ରେ ଅର୍ଚ୍ଚନା ଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଜାଇ ଥିଲା ।

ଆଉ କେପିଟାଲ ହସ୍ପିଟାଲ ନେବା ବେଳେ ଅର୍ଚ୍ଚନା ନାଗ କିଛି ଏହି ପରି ପ୍ରତିକ୍ରିୟା ଦେଇଛନ୍ତି । ମୁହଁ ଖୋଲି କହିଥିଲେ କିଛି ଏମିତି କଥା ଜାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା । ଅର୍ଚ୍ଚନା କହିଥିଲେ ମୋର 5 ବର୍ଷର ଛୁଆର ଲୁହ ପଡିବ ସେ ନିର୍ଦ୍ଧୋଶ ତାର କୈଣସି ଦୋଷ ନାହିଁ । କେବଳ ସେତିକି ନୁେହଁ ସେ ଏମିତି ବି କହିଛନ୍ତି କି ତାଙ୍କୁ ଫସେଇ ଦିଆଜଇଛି ।

Archana 11

ମୁଁ ଆତଙ୍କବାଦୀ ନୁହେଁ ଯେ ଡରିବି । ମୋ ପାଖରେ ବହୁତ କିଛି ସୂଚନା ରହିଛି କେବଳ 30 ମିନିଟ ସମୟ ଦେଲେ ମୁଁ ସବୁ ଗୁମର ଖୋଲିଦେବି । ସବୁ ପ୍ରମାଣ ର ସହିତ ଦେଖେଇବି କେବଳ ଆପଣଙ୍କ ସହଯୋଗ ଦରକାର ।

ତେବେ ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚିତ ଭାବେ ଜାଣିଥିବେ କିଛି ଦିନ ହେବ ଅର୍ଚ୍ଚନା ନାଗ ଙ୍କ ଘଟଣା ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ଏବେ ଅର୍ଚ୍ଚନା ନାଗ କହିଛନ୍ତି ମୁଁ ମୁହଁ ଖୋଲିଲେ ସବୁ ଫସିବେ ।

ସାରା ରାଜ୍ୟ ଦହଲି ଯିବ କେବଳ ମୁଁ ଇଡି କୁ ଅପେକ୍ଷା କରିଥିଲି କିଏ ମତେ ଫସେଇ ଦେଲା ମୁଁ ଜାଣି ପାରୁ ନାହିଁ । ମୁଁ ଇଡି କୁ ସଂମ୍ପର୍ଣ୍ଣ ସହଯୋଗ କରିବି ଆଉ ସବୁ ସତ ସାମ୍ନାକୁ ଆସିଯିବ ବୋଲି ଅର୍ଚ୍ଚନା ନାଗ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *