ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନୁଭବ ଙ୍କ ମୁହଁରେ ବର୍ଷାଙ୍କ ନାଁ ଲଣ୍ଡନ ବ୍ରିଜ୍ ଉପରେ ଅନୁଭବ କହିଲେ ବର୍ଷା ମାଇଁ ଡାର୍ଲିଂ । ଏହି ଝିପ ଝିପ ବର୍ଷାରେ ନିଜର ପୁରୁଣା ଦିନକୁ ମନେ ପକେଇଛନ୍ତି ଅନୁଭବ । ବର୍ଷା ଏବେ ତାଙ୍କ ଠାରୁ ଅଲଗା ହେଲେ ଏବେ ତାଙ୍କୁ ସେ ବହୁତ ମନେ ପକାଉଛନ୍ତି । ମୋବାଇଲ ରେ ପୁରୁଣା ଦିନକୁ ଦେଖି ବହୁତ ମିସ୍ କରିଛନ୍ତି ଅନୁଭବ ।
ଯେଉଁ ଗୀତ ସେ ବର୍ଷାରେ ଭିଜି ବିଜି ଅଭିନେତ୍ରୀ ଅଙ୍କିତା ଙ୍କ ପାଇଁ ଗାଇଥିଲେ । ସେହି ଲଭ ସଙ୍ଗ୍ କୁ ମୋଟେ ବି ଭୁଲି ପାରୁ ନାହାଁନ୍ତି ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି । ଲଭ ଇନ ଲଣ୍ଡନ ର ସୁଟିଂ ସାରି ଓଡିଶା ଆସି ସାରିଛନ୍ତି ଅନୁଭବ ମହାନ୍ତି । ହେଲେ ସେଠାରେ ନିଜ ଫୋନ ରେ ରେକର୍ଡ ହୋଇଥିବା କିଛି ଭିଡିଓ । ସେ ନିଜର ସୋସିଆଲ ଏକାଉଣ୍ଟ ରେ ସେୟାର କରିଛନ୍ତି ।
ଯେଉଁଥିରେ ସେ କହିଛନ୍ତି ଯେ ବର୍ଷା ମାଇ ଡାର୍ଲିଂ ବୋଲି । ତାଙ୍କ ହାତରେ ଫୋନ ଧରି ସେ ଏକ ବ୍ରିଚ ଉପରେ ଛିଡା ହୋଇ ଅଙ୍କିତା ଏବଂ ତାଙ୍କ ମଧ୍ୟରେ ଥିବା ବର୍ଷା ମାଇ ଡାର୍ଲିଂ ର ଗୀତ କୁ ସୁଣୁଛନ୍ତି । ଏହାକୁ ସୁଣିବା ପରେ ତାଙ୍କ ପାଖରେ ଥିବା ତାଙ୍କର ଟିମ୍ ମେମ୍ବର ମାନେ ବି ତାଙ୍କୁ ବହୁତ ଚିଡାଉ ଛନ୍ତି ମଧ୍ୟ । ଅନୁଭବ କହିଛନ୍ତି ଯେ ଏହି ଫିଲ୍ମ ଟି 2004 ମସିହା ରେ ସୁଟିଂ ହୋଇଥିଲା । ହେଲେ ଆପଣ ମାନେ ଭାବୁଥିବେ ଅନୁଭବ ବୋଧେ ସତରେ ବର୍ଷା ଙ୍କୁ ମିସ୍ କରୁଛନ୍ତି ବୋଲି ।
ହେଲେ ଆପଣ ଜାହା ଭାବୁଛନ୍ତି ତାହା ସଂମ୍ପର୍ଣ୍ଣ ଭାବେ ଭୁଲ ଅଟେ । ଅନୁଭବ ମହାନ୍ତି ସେ ଗୀତ କୁ ବହୁତ ମିସ୍ କରୁଛନ୍ତି । ହେଲେ ବର୍ଷା କୁ ସଂମ୍ପର୍ଣ୍ଣ ଭୁଲିଯିବାକୁ ଚାହୁଁଛନ୍ତି ଅନୁଭବ ମହାନ୍ତି । ଏବେ ଦୁଇ ଜଣଙ୍କ ମଧ୍ୟରେ ବିବାଦ କଟକ ଫେମିଲି କୋର୍ଟରେ ବିଚାର ଧୀନ ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।