ପୁଣି ଆସିଲା ବଡ଼ ଦୁଃଖ ଖବର । ଆଜି ଏହି ପ୍ରସିଦ୍ଧ ହିରୋଇନଙ୍କ ଅଚାନକ ହେଲା ମୃ-ତ୍ୟୁ

Papular Actress

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଟିଭି ସିରିଏଲ ଓ ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ଏହି ପ୍ରସିଦ୍ଧ କଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । କଳାକାର ଜଗତରେ ଶୋକ ର ଲହରୀ ଖେଳି ଯାଇଛି । ଫିଲ୍ମ ଅଭିନେତ୍ରୀ ୭୧ ବର୍ଷ ବୟସରେ ଦେହାନ୍ତ ହୋଇଛି ।

ସେ କ୍ୟାନସର ସହ ଲଢେଇ କରୁଥିଲେ । ଟିଭି ସିରିଏଲ ରେ ଅଭନୟ କରି ବେଶ୍ ଲୋକପ୍ରିୟତା ହାସଲ କରିପାରି ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ । ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ମୃ-ତ୍ୟୁ ରେ ତାଙ୍କର ଦୁଇଟି ସନ୍ତାନ ନିଶ୍ଚିତ କରିଛନ୍ତି । ଇନଷ୍ଟାଗ୍ରାମ ରେ ଏକ ପୋଷ୍ଟ ସେୟାର କରି ଏହି ଦୁଃଖଦ ଖବର ଜଣାଇଛନ୍ତି ।

Actress

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ର ପୁଅ ଏବଂ ଝିଅ ସୋସିଆଲ ମିଡିଆରେ ଲେଖିଛନ୍ତି କ୍ଯାନସର ସହ ଲଢେଇ କରି ଆମ ପ୍ରିୟ ମାଁଙ୍କ ର ଦେହାନ୍ତ ହୋଇଥିବା ସୂଚନା ଦେଇ ଆମେ ଅତ୍ୟନ୍ତ ଦୁଃଖୀତ । ସେ ତାଙ୍କ ନିଜ ପରିବାର ସହ ରହୁଥିଲେ । ସେ ତାଙ୍କ ନିଜ ଜୀବନ କୁ ବହୁତ ଶକ୍ତି ସହିତ ଲଢୁଥିଲେ । ସେ ପରଦାରେ ଯେମିତି ମହାନ୍ କଳାକାର ଥିଲେ ସେ ଜଣେ ମଧ୍ୟ ଚମତ୍କାର ମାଁ ଓ ଜେଜେମାଁ ଥିଲେ। ଆମ ମାଁଙ୍କ ତାଙ୍କ ଉସା ଓ ଜୀବନ ପ୍ରତି ଆଗ୍ରହ ଥିଲା ।

ତାଙ୍କର ସନ୍ତାନ, ନାତୀ ନାତୁଣୀ ସେ ପାଳିଥିବା ପଶୁ ସେ ଯେତେ ଖୁସିରେ ଥିଲେ ଆମେ ତାହା ଉଲେଖ କରି ପାରିବୁ ନାହିଁ । ସେ ଆମ ଜୀବନ ବଞ୍ଚାଇବାକୁ ପ୍ରେରଣା ଦେଇଥିଲେ ଏବଂ ସେ ଆମ ପ୍ରେରଣା ଥିଲେ । ଏହା ବ୍ୟତୀତ ଉଭୟ ଅଭିନେତ୍ରୀଙ୍କ ଫ୍ୟାନ କୁ ପ୍ରେମ ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ ଦେଇଛନ୍ତି । ହଲିଓଡ ଅଭିନେତ୍ରୀ କିଷ୍ଟି ଏଲେନଙ୍କ ପରଲୋକ ହୋଇଛି । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ହଲିଓଡ ସିନେମା ଜଗତରେ ଶୋକ ର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *